Samudrika Shastra- ଯେଉଁ ମହିଳା ମାନଙ୍କର ଦାନ୍ତ ମଝିରେ ଥାଏ ଗ୍ୟାପ, ସେମାନେ ହୋଇଥାନ୍ତି ବହୁତ ଖାସ

ବନ୍ଧୁଗଣ ନମସ୍କାର, ଆପଣମାନେ ଜାଣିଥିବେ ସନାତନ ଧର୍ମରେ ସବୁ ସ୍ତ୍ରୀ ଲୋକ ମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ଗ୍ରହଣ କରାଯାଏ । କିନ୍ତୁ ଏହା ସହ ଶାସ୍ତ୍ରରେ କିଛି ବିଶେଷ ଲକ୍ଷଣ ଥିବା ମହିଳାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳି ହୋଇଥାନ୍ତି । ଏହି ମହିଳା ମାନଙ୍କ ଯୋଗୁଁ ତାଙ୍କ ସ୍ଵାମୀଙ୍କର ଜୀବନରେ ସକରାତ୍ମକ ପ୍ରଭାବ ପକେଇବା ସହ ତାଙ୍କ ପରିବାରରେ ସଦା ଖୁସିର ଲହରୀ ଖେଳି ଥାଏ ଏବଂ ଧନ ବାନ୍ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଦେଖିବାକୁ ଗଲେ , ଝିଅମାନେ ନିଜ ମାତା ପିତାଙ୍କ ପାଇଁ ଶୁଭ ହୋଇଥାନ୍ତି କିନ୍ତୁ ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ରରେ କିଛି ସୌଭାଗ୍ୟ ବତୀ ମହିଳା ମାନଙ୍କର ବିଶେଷ ତଥ୍ୟ ମାନ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଏମିତି ହି କିଛି ଖାସ୍ କଥା ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ମହିଳା ମାନଙ୍କର ଦାନ୍ତ ମଝିରେ ଥିବା ଗାପ୍ କିମ୍ବା ଖାଲି ସ୍ଥାନକୁ ଦେଖି ଆପଣ ମାନେ ଜାଣିପାରିବେ ତାଙ୍କର କିଛି ଖାସ୍ ବିଶେଷତ୍ଵ । ବନ୍ଧୁଗଣ ଆମେ କେବେ ନା କେବେ କୌଣସି ବ୍ୟକ୍ତିର ଦାନ୍ତ ମଝିରେ ଥିବା ଫାଙ୍କ ଦେଖିଥିବା । କିଛି ବ୍ୟକ୍ତିମାନଙ୍କର ଦୁଇ ଦାନ୍ତ ମଝିରେ ଗୋଟିଏ ଗାପ୍ ଥାଏ ତ କିଛି ବ୍ୟକ୍ତି ମାନଙ୍କର ସବୁ ଦାନ୍ତମନଙ୍କ ମଝିରେ ଗାପ ଦେଖିବାକୁ ମିଳିଥାଏ । ଏହି ବ୍ୟକ୍ତିର ଲୋକେ ଖୋଲିକି କିମ୍ବା ଦାନ୍ତ ଦେଖେଇ ହସିବାକୁ ଲାଜ କରିଥାନ୍ତି । ବଧୁହୁଏ ଆପଣ ମାନେ ଜାଣିଥିବେ କି ସୌନ୍ଦର୍ଯ୍ୟର ଦୃଷ୍ଟିରେ ଏହି ଭଳି ଲୋକ ଅଲଗା ଲୋକଙ୍କଠୁ ପଛରେ ଥିବା ସତ୍ୟେ ଏହି ବ୍ୟକ୍ତିମାନେ ଭାଗ୍ୟ ହିସାବରେ ଧନୀ ଅଟନ୍ତି ।

ବନ୍ଧୁଗଣ ଏହି ବ୍ୟକ୍ତିମାନେ ସାଧାରଣତଃ ଗପୁଡା କିମ୍ବା ଅଧିକ କଥା କହିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମାନେ ବୋରିଂ ନୁହଁନ୍ତି , କାହିଁକି ନା ଏହି ବ୍ୟକ୍ତିମାନେ ସଦାବେଳେ ମିଠା କଥା କହିଥାନ୍ତି । ଦାନ୍ତ ମଝିରେ ଥିବା ଫାଙ୍କ ସେହି ବ୍ୟକ୍ତବିଶେଷଙ୍କ ଜ୍ଞାନ ଏବଂ ବୁଦ୍ଧି ତତ୍ପରତା କୁ ପ୍ରଦର୍ଶିତ କରିଥାଏ । ଏହି ବ୍ୟକ୍ତିବିଶଷ ମାନେ ଖୁବ୍ ଭଲ ଏବଂ ଖୋଲା ବିଚାର ବାଲା ହୋଇଥାନ୍ତି । ଏମାନେ ଫିଟ୍ ରହିବାକୁ ପସନ୍ଦ କରିବା ସହିତ ନିଜ ଲୁକ ଉପରେ ଅଧିକରୁ ଅଧିକ ଧ୍ୟାନ ଦେଇଥାନ୍ତି । ଏଥି ବ୍ୟତୀତ ଏମାନେ ନା ନା ପ୍ରକାରର ଖାଦ୍ୟ ଖାଇବାରେ ସୈାକିଁନ୍ ହୋଇଥାନ୍ତି ।

ଏହି ମହିଳା ମାନଙ୍କୁ ନିଜ ଶାଶୁ ଶଶୁରଙ୍କ ଠାରୁ ବହୁତ୍ ପ୍ରେମ ମିଳିଥାଏ । ଏହା ସହ ଏହି ମହିଳା ମାନେ ନିଜ ପରିବାରକୁ ସର୍ବଦା ଯୋଡିକି ରଖିଥାନ୍ତି , ଏବଂ ବନ୍ଧୁଗଣ ଏହି ମହିଳା ମାନେ ନିଜ ସ୍ୱାମୀକୁ ଅନ୍ୟ କୌଣସି ମହିଳାଙ୍କ ସହ ଦେଖିଲେ , ନିଜ ଜୀବନକୁ ହରେଇବାରେ ପଛ ଘୁଂଚା ମଧ୍ୟ ଦେବେ ନାହିଁ । ଏହି ମହିଳା ମନେ ନିଜ ସ୍ବାମୀଙ୍କୁ ଅତ୍ୟନ୍ତ ଭଲ ପାଇଥାନ୍ତି ।

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଏହି ମହିଳା ମାନେ ଯେଉଁ ମହିଳାର ନାଭି ଗୋଲ୍ ଅଟେ ସେ ଅନେକ ଗୁଣ ବାନ ଅଟନ୍ତି । ସାଧାରଣତଃ ଏମାନଙ୍କର ସ୍ୱାସ୍ଥ୍ୟ ସର୍ବଦା ଭଲ ରହିଥାଏ ଏବଂ ଏହି ମହିଳା ମାନେ ଅନେକ ବୁଦ୍ଧିଜୀବୀ ମଧ୍ୟ ଅଟନ୍ତି । ଏହି ମହିଳା ମାନଙ୍କର ମନ ରେ ଦୟା ଭାବ ରହିଥାଏ , ଏମାନେ ବହୁତ୍ ଦୟାଳୁ ମଧ୍ୟ ହୋଇଥାନ୍ତି । ଏଥିପାଇଁ ଏହି ବ୍ୟକ୍ତିମାନେ ଯେଉଁଠି ଭି ଏବଂ ଯେଉଁ ପରିବାରକୁ ଯାଇଥାନ୍ତି ତାଙ୍କୁ ସମ୍ମାନ ମିଳିଥାଏ । ଯେଉଁ ମାନଙ୍କର ପତ୍ନୀ ଏହି ଭଳି ହୋଇଥାନ୍ତି , ସାଧାରଣତଃ ଏମାନଙ୍କର ବ୍ୟବହିକ୍ ଜୀବନ ସୁଖମୟ ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *