ଯେଉଁ ଲୋକଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ? ଜାଣନ୍ତୁ ସେମାନଙ୍କର ସମ୍ପତ୍ତି, ପ୍ରେମ, ବାହାଘର ଓ ଭାଗ୍ୟ ଭବିଷ୍ୟ… Bhabishya Vani

ନମସ୍କାର ବନ୍ଧୁଗଣ , ମଣିଷ ର ନାଁ ତାହାର ପରିଚୟ ପ୍ରଦାନ କରିଥାଏ ଓ ଏହା ଛଡା ମଣିଷ ର ଗୁଣ , ବ୍ୟକ୍ତିତ୍ବ , ସ୍ଵଭାବ ସମ୍ବନ୍ଧରେ କହିଥାଏ । ନାମ ର ପ୍ରଥମ ଅକ୍ଷର ମଣିଷ ଜୀବନରେ ପ୍ରମୁଖ ଭୂମିକା ତୁଲାଇ ଥାଏ । ଆଜି  ଆମେ ଆପଣଙ୍କୁ କହିବୁ S  ରୁ ଆରମ୍ଭ ହୋଇଥିବା ଲୋକମାନଙ୍କ ଗୁଣ ବିଷୟରେ ଯଦି ଆପଣଙ୍କ ନାମ ହେଇପାରେ ବା ଜାଣିଥିବା ଲୋକଙ୍କ ନାମ ଏହି ଅକ୍ଷର ରେ ଆରମ୍ଭ ହୁଏ । ତେବେ ଏହି ପେଜ୍ କୁ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ ।

S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକମାନେ ଆକର୍ଷଣୀୟ ଓ ଦେଖା କ୍ଷଣି ସମସ୍ତ କୁ ନିଜ ଆଡ କୁ ଆକର୍ଷଣ କରିଥାନ୍ତି । ଏମାନେ ସମାଜରେ ନିଜର ଏହ ଭିନ୍ନ ପରିଚୟ ନିଜର କ୍ଷମତା ନୁସାରେ ତିଆରି କରିବା ର ମନୋବୃତ୍ତି ରଖନ୍ତି । ଏହି ନାମ ବିଶିଷ୍ଟ ବ୍ୟକ୍ତିଙ୍କ ଆଖି , କାନ , ହାତ ଓ ଗୋଡ ସବୁବେଳେ ଜାଗ୍ରତ ରହିଥାଏ । ଯଦି ଏମାନଙ୍କ ପାଖ କୁ ଦୀନ ଦରିଦ୍ର ଲୋକମାନେ ଆସନ୍ତି ତ ଏମାନେ କ୍ଷଣିକ ଚିନ୍ତା ନ କରି ଦାନ କରିଥାନ୍ତି ।

S ଅକ୍ଷର ଥିବା ଲୋକମାନଙ୍କ ହୃଦୟ ସଫା ଓ ଦୟାଳୁ ହୋଇଥାଏ । ଏମାନେ ନିଜ ମନ ର କଥାକୁ ସହଜ ପ୍ରକାଶ କରନ୍ତୁ ନାହିଁ ଓ ଅତୀତ ବିଷୟ ରୁ ଶିକ୍ଷା କୁ ଗ୍ରହଣ କରି ଭବିଷ୍ୟତ ରେ ଆଉ ଥରେ କରନ୍ତୁ ନାହିଁ ।  S ଅକ୍ଷର ଥିବା ଲୋକମାନଙ୍କ ମସ୍ତିସ୍କ ଦ୍ରୁତ ବେଗ ରେ କାମ କରେ ଏହି ଲୋକମାନେ ନିଜର ବୁଦ୍ଧିବଳ ରେ ନୂତନ ଜିନିଷ କୁ ଆବିଷ୍କାର କରନ୍ତି ।

ଏହି ଲୋକମାନେ ମନ ଅପେକ୍ଷା ମସ୍ତିସ୍କ ରୁ ନିଷ୍ପତି ନେଇଥାନ୍ତି , ପ୍ରେମ ମାମଲା ରେ ବି ମଧ୍ୟ ମନ କଥା ନ ଶୁଣି ମସ୍ତିସ୍କ ଅନୁଯାୟୀ କରନ୍ତି । ଆସନ୍ତୁ ଜାଣିବା 2023 ବର୍ଷ ରେ ଏହି ଲୋକମାନଙ୍କ ଜୀବନ କିଭଳି ରହିବ ।  କୁରାନ ଅନୁସାରେ ଭଗବାନ ବ୍ୟକ୍ତି ର ଡାହାଣ  କାନ୍ଧ  ଓ ବାମ କାନ୍ଧ ରେ ଦୁଇଟା ଦୁତ କୁ ରଖିଥାନ୍ତି । ଡାହାଣ କାନ୍ଧ ଭଲ କର୍ମ ଲେଖିଲା ବେଳେ ଅନ୍ୟ ଏକ ଖରାପ କାମ କୁ ଲେଖେ ।

S  ଅକ୍ଷର ର ଲୋକମାନେ ସର୍ବଦା ଅନ୍ୟମାନଙ୍କ ଠାରୁ ଆଗ କୁ ରହିବାକୁ ଇଛା କରିଥାନ୍ତି । ଯଦି କେହି ଏମାନଙ୍କୁ ଧୋକା ଦେଇଥାନ୍ତି ତେବେ ସେ ତାହା  ଭୁଲି ପାରନ୍ତି ନାହିଁ ଓ ଏହା କୁ ନେଇ  ଦିନ ରାତି ଚିନ୍ତା କରନ୍ତି । ଲୋମାନେ ଏହାକୁ ଦେଖି ଏମାନଙ୍କର ଥଟା ମଜାକ କରିଥାନ୍ତି । କିନ୍ତୁ ଏହି ବର୍ଷ ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ବଡ ପରିବର୍ତ୍ତନ ଯାହାର ପ୍ରଭାବ  S ନାମ ଲୋକମାନଙ୍କ ଜୀବନରେ ପଡିଥାଏ ।

ଯଦି ଆପଣ କୁରାନ ରେ ଆପଣଙ୍କୁ ରଖାଯାଇଥିବା ନାମ କୁ ଦିନ ରେ ଦୁଇ ଥରେ ପଡନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *