ଯେତେବେଳେ ବି ମନ ବିଚଳିତ ହୋଇ ଉଠିବ, ନିହାତି ଥରେ ଏହାକୁ ଶୁଣିବେ… ହୃଦୟସ୍ପର୍ଶୀ କଥା ! Shreekrishna Vani 

ଶ୍ରୀ କୃଷ୍ଣ କୁହନ୍ତି ଯଦି ମୋର ଭକ୍ତ ଚୁପ ଚାପ ସବୁ କଥା କୁ ଶୁଣୁ ଥାଏ , ତେବେ ସେ ବ୍ୟକ୍ତି ର ଧୋର୍ଜ୍ୟ , ବିଶ୍ଵାସ ର ଉତ୍ତର ମୁଁ ଦେବି । ଯଦି ଆପଣ ଇଶ୍ଵରଙ୍କ ଆଗରେ ନିଜର ଆଣ୍ଠୁ ଭାଙ୍ଗି ଥାଅ ଆପଣଙ୍କୁ ଆଉ କାହାରି ଆଗରେ ନିଜର ଆଣ୍ଠୁ ଭାଙ୍ଗୀ ବାକୁ ପଡିନଥାଏ । ବ୍ୟକ୍ତି ଆପଣଙ୍କୁ ଧୋକା ଦେଇଥାଏ ଏବଂ ଆସି ଆପଣଙ୍କୁ କ୍ଷମା ମାଗିଥାଏ ତେବେ ତାଙ୍କୁ କ୍ଷମା କରିଦିଅ , କିନ୍ତୁ ଆଉ କେବେ ବି ତାଙ୍କ  ଉପରେ ଭରସା କରି ନିଜ କୁ ମୂର୍ଖ କରିବେ ନାହିଁ ।

ସର୍ବଦା ଭଲ ବ୍ୟକ୍ତିମାନଙ୍କ ସହ ଗମନ କର କାରଣ ତାହା ଉତ୍ତମ ହୋଇଥାଏ । ଯଦି କେହି ଆପଣଙ୍କ କଥାର ଭୁଲ ଅର୍ଥ ବାହାର କରିଥାନ୍ତି ତେବେ ସେମାନଙ୍କୁ ନିଜର ସତ୍ୟତା କୁ ବୁଝାଇବାରେ ନିଜର ସମୟ କୁ ଅତିବାହିତ କର ନାହିଁ । ପରିଶ୍ରମ ର ଫଳ ବିଳମ୍ବ ହୋଇଥାଏ ମାତ୍ର ନିଶ୍ଚିତ ମିଳିଥାଏ ।  ଯିଏ ଅନ୍ୟ ପାଇଁ ଭଲ ବୀଜ ବୁଣିଥାଏ ତାହା ପାଖକୁ ମଧ୍ୟ ଭଲ ଶସ୍ୟ  କାଟିବାକୁ ଆସିଥାଏ କାରଣ ଏହା ପ୍ରକୃତିର  ନିୟମ ଅଟେ ।

ଯେମିତି ଅନ୍ୟ ପାଇଁ କରିଥାଉ ଆମ ମଧ୍ୟ ସେମିତି ମିଳିଥାଏ । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେ ଭଲ କାମ କରନ୍ତୁ ଏବଂ ଏହାକୁ ଭୁଲି ଯାଆନ୍ତୁ ସମୟ ଆସିଲେ ନିଶ୍ଚିତ ଏହାର ଫଳ ପ୍ରାପ୍ତ ହେବ । ଇଶ୍ଵର ସମସ୍ତଙ୍କୁ  ନିଜ ନିଜର କ୍ଷମତା ଅନୁସାରେ ଗଢିଛନ୍ତି ତେଣୁ ନିଜକୁ ଅନ୍ୟ ମାନଙ୍କ ଠାରୁ କମ୍ ବୋଲି ଭାବନ୍ତୁ ନାହିଁ ।ଆପଣଙ୍କ  ଅନ୍ତରରେ ଥିବା ପରଆତ୍ମା ଯେବେ ଆପଣଙ୍କୁ ଭଲ ପାଇଥାନ୍ତି । ସେ ଆପଣଙ୍କ ଠାରୁ ଖରାପ ବ୍ୟକ୍ତି ମାନଙ୍କୁ ଦୂର କରିଦେଇଥାନ୍ତି  ।

ଯଦି କେହି ଆପଣଙ୍କ ମୂଲ୍ୟ ବୁଝିନଥାଏ ତେବେ ନିରାଶ ହୁଅ ନାହିଁ । ଏହି ସମୟରେ ମୁଖ ରେ ହସ ଏବଂ ଶାନ୍ତ ରହିବା ସେମାନଙ୍କ ପାଇଁ ପ୍ରତି ଉତ୍ତର ହୋଇଥାଏ । କେହି ଆପଣଙ୍କ ବିଷୟରେ ଖରାପ କଥା କହୁଛି ତେବେ ତାଙ୍କୁ କହିବାକୁ ଦିଅନ୍ତୁ । କାରଣ ଏଭଳି ଛୋଟ କାମ ଛୋଟ ବ୍ୟକ୍ତିତ୍ୟ ଥିବା ବ୍ୟକ୍ତି ହିଁ କରିଥାଏ । ଆପଣ ଖାଲି ଆଗକୁ ବଢନ୍ତୁ ଯିଏ କହିଛି କି ଆପଣ କରିପାରିବେ ନାହିଁ । ଆଗକୁ ବଢି ସେ କାମ କୁ କରିକି ଦେଖାଇବାର ଅଛି ।

ସମ୍ପର୍କ , ପ୍ରେମ ହଠାତ ଆସିଥାଏ କାରଣ କେଉଁ ସମୟ ରେ କେଉଁ  ବ୍ୟକ୍ତିଙ୍କ ସହ ଆପଣଙ୍କୁ ପ୍ରେମ ହେବ ଏହା ଇଶ୍ଵର ଆଗରୁ  ନିଶ୍ଚିତ କରିଥାନ୍ତି । ମନ ଖରାପ ଥିବା ସମୟରେ ଖରାପ ଶବ୍ଦ କୁ କୁହନ୍ତୁ ନାହିଁ କାରଣ ମନ ପରେ ଠିକ ହୋଇଯାଇଥାଏ , ମାତ୍ର ମୁଖ ରୁ ବାହାର କୁ ଯାଇଥିବା ବାକ୍ୟ ପଛ କୁ ଆସିନଥାଏ । ତେଣୁ ଭାବି ଚିନ୍ତି କହିବା ଉଚିତ୍ , ଏକାନ୍ତ ସମୟ ମଣିଷ କୁ ମଣିଷ କରିଥାଏ ।

କ୍ଷମା ମାଗିବା ଭିଲ ନିହେ କିନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ସମ୍ପର୍କ ବଞ୍ଚିଯାଇଥାଏ । ଆପଣଙ୍କ ଜୀବନ ରେ ମନ ବିଚଳିତ ରହିଥାଏ ତେବେ ଶ୍ରୀ କୃଷ୍ଣଙ୍କ କଥା କୁ ସ୍ମରଣ କରନ୍ତୁ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *