ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏକ ସତ୍ୟ ଘ-ଟ-ଣା ନେଇ ଆସିଛୁ ଏହି ଘ-ଟ-ଣା ଟି ଶି-କା-ରୀ ର ଅଟେ । ସେ ଜଣେ ଭଗବାନ ଶିବ ଙ୍କ ବଡ ଭକ୍ତ ଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ଭଗବାନ ଶିବ ଙ୍କୁ ମାଂ-ସ ଚ-ଢା-ଉ-ଥିଲେ । ଏଭଳି କରିବା ଦ୍ଵାରା ମହାଦେବ ତାଙ୍କ ସହିତ କଣ କରିଲେ ଆସନ୍ତୁ ଜାଣିବା । ଲୋକପ୍ରିୟ କଥା ଅନୁଯାୟୀ ଗୋଟିଏ ଶି-କା-ରୀ ଥିଲା ତାହାର ନାମ ଶ୍ରୀମନ୍ତ ଥିଲା ।
ଦିନେ ସେ ଶି-କା-ର କରିବା ନିମନ୍ତେ ଜଙ୍ଗଲ କୁ ଗଲା । ତାକୁ ସେଠାରେ ଏକ ମନ୍ଦିର ମିଳିଲା । ସେଠାରେ ଏକ ଶିବ ଲି-ଙ୍ଗ ସ୍ଥାପିତ ଥିଲେ । ଭଗବାନ ଙ୍କ ପାଇଁ ତାର ମନରେ ଶ୍ରଦ୍ଧା ବଢିଲା ଏବଂ ସେଠାରେ ସେ ଭଗବାନ ଶିବ ଙ୍କୁ କିଛି ଅର୍ପଣ କରିବା ନିମନ୍ତେ ଚିନ୍ତା କରିଲା । ମାତ୍ର ସେ ପୂଜା ପାଠ ତଥା ଶାସ୍ତ୍ର ସମ୍ବନ୍ଧରେ କିଛି ଜାଣି ନଥିଲା । ସେ ନିଜ ପାଖରେ ଥିବା ମାଂ-ସ କୁ ଶିବ-ଲି-ଙ୍ଗ ରେ ଅର୍ପଣ କରିଦେଲା ।
ଏହା ପରେ ଖୁସି ମନରେ ସେଠାରୁ ଚାଲିଗଲା । ସେ ଏହା ଭାବି ସେଠାରୁ ଚାଲିଗଲା ଯେ ତାହା ଦ୍ଵାରା ଦିଆଯାଇଥିବା ମାଂ-ସ କୁ ଭଗବାନ ଶିବ ସ୍ଵୀକାର କରିଦେଲେ । ପୂର୍ବରୁ ସେଠାରେ ଜଣେ ବ୍ରାହ୍ମଣ ଆସି ପୂଜା କରନ୍ତି । ସେ ଅଧିକ ଦୂରରେ ରହୁଥିବା କାରଣରୁ ପ୍ରତି ୧୫ ଦିନ ରେ ଥରେ ଆସି ମନ୍ଦିରର ଦେଖାଶୁଣା କରୁଥିଲେ । ସେ ତାହା ପରଦିନ ଯେତେବେଳେ ମନ୍ଦିର ନିକଟରେ ପହଞ୍ଚିଲେ ସେଠାରେ ମାଂ-ସ ପଡିଥିବାର ଦେଖି ସେ ଚକିତ ହୋଇଗଲେ ।
ସେ ଚିନ୍ତା କରିଲେ ଯେ ଏହା କୌଣସି ଜଙ୍ଗଲି ଜୀବ ର କାମ ହୋଇଥିବ । ଏହା ପରେ ବ୍ରାହ୍ମଣ ମନ୍ଦିରକୁ ସଫା କରି ଶିବ ଲି-ଙ୍ଗ କୁ ଶୁ-ଦ୍ଧ କରିଦେଲେ । ଏହା ପରଦିନ ଶି-କା-ରୀ ଜଣକ ପୁଣିଥରେ ମାଂ-ସ ଅର୍ପଣ କରିବା ନିମନ୍ତେ ଆସିଲା । ସେ ମନ୍ଦିର କୁ ସଫା କରିବା ନିମନ୍ତେ ଭାବିଲା ମାତ୍ର ତାହା ପାଖରେ କୌଣସି ପାତ୍ର ନଥିବାରୁ ସେ ନିଜ ପାଟିରେ ପାଣି ଆଣି ମନ୍ଦିର ସଫା କରି ମାଂ-ସ ଚଢାଇଲା । ଏହା ବ୍ରାହ୍ମଣ ଦେଖି ବୁଝିନେଲେ ଯେ ଏହା କୌଣସି ବନ୍ୟପ୍ରାଣୀ ର କାର୍ଯ୍ୟ ନୁହେଁ ଏହାକୁ କୌଣସି ମନୁଷ୍ୟ କରିଛି ।
ଏହା ପରେ ଭଗବାନ ଙ୍କୁ ବ୍ରହ୍ମଣ ପଚାରିଲେ ଯେ ପ୍ରଭୁ ଆପଣ ଏତେ ଦୁଖ ଅ-ପ-ମା-ନ କାହିଁକି ସ-ହୁ-ଛନ୍ତି ? ଶିବଲିଙ୍ଗ ରୁ ଆବାଜ ଆସିଲା ଯେ ତୁମ୍ଭେ ଯାହାକୁ ଅପମାନ କହୁଛ ସେ ଅନ୍ୟ ଜଣେ ଭକ୍ତ ର ଶରଧା । ଭଗବାନ ଶିବ କହିଲେ ଯଦି ତୁମ୍ଭେ ତାହାର ଶ୍ରଦ୍ଧା ଦେଖିବାକୁ ଚାହୁଁଛ ତେବେ ତୁମ୍ଭେ ପଛପଟେ ଲୁଚିଜାଅ ସେ ବର୍ତ୍ତମାନ ଆସିବ । ଏହା ପରେ ଶିକାରୀ ଆସି ନୀତିଦିନ ଭଳି ମାଂ-ସ ଅର୍ପଣ କରିଲା ମାତ୍ର ସେଦିନ ଭଗବାନ ଙ୍କ ଆଖିରୁ ରକ୍ତ ଧାର ଧାର ହୋଇ ବୋହିଗଲା । ଏହାପରେ ଶି-କା-ରୀ ନିଜ ଆଖି ଚା-ଖୁ ମାଧ୍ୟମରେ କାଢି ଭଗବାନଙ୍କ ଆଖିରେ ଲଗାଇ ଦେଲା ।
ଅନ୍ୟ ଆଖିରୁ ମଧ୍ୟ ଏହିଭଳି ହେବାରୁ ସେ ଦ୍ଵିତୀୟ ଆଖି କୁ ମଧ୍ୟ ଶିବଲିଙ୍ଗ ରେ ଲଗାଇଦେଲା ଏବଂ ର-କ୍ତ ବୋହିବା ବନ୍ଦ ହୋଇଗଲା । ଏହା ଦେଖି ଭଗବାନ ଶିବ ତାଙ୍କୁ ଦେଖାଦେଲେ ଏବଂ ତାଙ୍କୁ କଣ୍ଟାମୟନ ନାମରେ ପରିଚିତ ହେବେ ବୋଲି ବରଦାନ ଦେଲେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ