ଅକ୍ଷୟ କୁମାର ଙ୍କ ସମ୍ପତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ, ବାପରେ ଏତେ ଟଙ୍କା

ଅକ୍ଷୟ କୁମାର ଆମ ଦେଶ କୁ ବହୁତ ସାହାଯ୍ୟ କରିଛନ୍ତି ।   ଅକ୍ଷୟ କୁମାର କୁ ଇଣ୍ଡିଆନ ଜାକିଚାନ୍ ସହିତ ଖିଲାଡୀ ମଧ୍ୟ କୁହାଯାଏ । ସେ ବଲିଉଡ ର ସବୁ ଠାରୁ ବେଷ୍ଟ କମେଡିଆନ ଓ ଆକ୍ସନ ହିରୋ ରୋମାଣ୍ଟିକ ହିରୋ ଭାବେ ଭୂମିକା ନିଭେଇ ଛନ୍ତି । ସେ ଵଲିଉଡ ରେ ମେନ ହିରୋ ଭାବେ ଶହେ ବାବନ ଟି ଫିଲ୍ମ କରିଛନ୍ତି ।ଯାହାକି ବଲିଉଡ କେହି କେବେ କରିନାହାନ୍ତି ।  ତାଙ୍କ ର ଜନ୍ମ ପଞ୍ଜାବ ର ଅମୃତ ସହରରେ ।

ତାଙ୍କ ଅସଲି ନାମ ରାଜିବ ହରିଓମ୍ ଭାଟିଆ । ଅକ୍ଷୟ କୁମାର ଆମ ଭାରତୀୟ ନାଗରିକ ନୁହନ୍ତି । ସେ କାନାଡ଼ା ଦେଶର ନାଗରିକତା ହୋଇଛନ୍ତି ।ସେ ମଧ୍ୟ ରିଆଲିଟ ଶୋ କରୁଛନ୍ତି । ସେ ତାହା ମଧ୍ୟରୁ ଶତୁରି ରୁ ଶହେ କୋଟି ଟଙ୍କା କମାଇଥାନ୍ତି ।

ଅକ୍ଷୟ କୁମାରଙ୍କ ସ୍ତ୍ରୀ ଙ୍କ ନାମ ଟ୍ୱିଙ୍କଲ ଖାନା । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ୨୦୦୯ ମସିହାରେ ପଦ୍ମଶ୍ରୀ ପୁରଷ୍କାର ପାଇଥିଲେ ।   ତାଙ୍କର ବୟସ ହେଲା ୫୨ ବୟସ । ସେ ୧୯୯୧ ମସିହାରେ ପ୍ରଥମ ଫିଲ୍ମ ସୈଗନ୍ଧ କରିଛନ୍ତି । ଅକ୍ଷୟ କୁମାରଙ୍କର ଆମ ଦେଶରେ ସମ୍ପତି କୌଣସି ନାହିଁ । ଦେଶ ବାହାରେ ଆମେରିକା, ଲଣ୍ଡନ କାନାଡା ଆଦି ଦେଶରେ

ବହୁତ ସମ୍ପତ୍ତି ଅଛି । ତାଙ୍କର ବହୁ ବଡ଼ ବଡ଼ ଫ୍ଲାଟ, ବିଲ୍ଡିଂ, ଘରମାନ ରହିଛି । ସେ ମଧ୍ୟ ଜଣେ ଅତି ସଫଳ ବିଜିନେସ୍ ମ୍ୟାନ ଅଟନ୍ତି । ସେ ବଲିଉଡ ଇଣ୍ଡରଷ୍ଟ୍ରିରେ ଜଣେ ବହୁତ ଦାମୀ କଳାକାର ଅଟନ୍ତି । ସେ ସମସ୍ତଙ୍କ ଠାରୁ ଅଧିକ ପେମେଣ୍ଟ ନେଇଥାନ୍ତି ।

ସେ ସବୁ ଠାରୁ ପୃଥିବୀର ଅଧିକ ପେଡ ଲିଷ୍ଟ ରେ ଆସନ୍ତି । ସେ ଏହି ସିନେମା ଜଗତରୁ ହିଁ ଆମ ଭାରତ ଯେଉଁ ଅଭିନେତା ଓ ଅଭିନେତ୍ରୀ ଥିଲେ ତାଙ୍କ ଠାରୁ ଅଧିକ ଟଙ୍କା ରୋଜଗାର କରିଥିଲେ । ଅକ୍ଷୟ କୁମାର ଙ୍କ ର  ଦୁଇ ଟି ଫିଲ୍ମ ପ୍ରଡ଼ସ୍କନ କମ୍ପାନୀ ଅଛି ।

ସେ ମଧ୍ୟ ରିଆଲିଟ ଶୋ କରୁଛନ୍ତି । ସେ ତାହା ମଧ୍ୟରୁ ଶତୁରି ରୁ ଶହେ କୋଟି ଟଙ୍କା କମାଇଥାନ୍ତି ।   ଅକ୍ଷୟ କୁମାର ବହୁତ ବ୍ରାଣ୍ଡ ପ୍ରଡସ୍କନ କରନ୍ତି । ସେ ତା ପାଇଁ ଦଶ ରୁ ପନ୍ଦର କୋଟି ଟଙ୍କା ନିଅନ୍ତି । ତାଙ୍କ  ପାଖରେ ବହୁତ ଦାମୀ କାର ଅଛି ।  ସେଗୁଡିକ ହେଲା ରେଞ୍ଜ ରୋଭର, ଡୁଗାଟି, ମରସିଟିଜ, ବିଏମ ଡବ୍ଲୁ ଇତ୍ୟାଦି । ତାହାର ଦାମ୍ ପ୍ରାୟ ଦୁଇ ରୁ ତିନି କୋଟି ଟଙ୍କା ।

ତାଙ୍କର ସବୁ ସମ୍ପତ୍ତି ପ୍ରାୟ ୪୩୭୫ କୋଟି ଟଙ୍କା ମୂଲ୍ୟ ଅଟେ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *