ଜଣେ ମହିଳା ଦେହର କେଉଁ ଜାଗା ସବୁଠାରୁ ଅଧିକ ପବିତ୍ର ହୋଇଥାଏ…

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ମହିଳା ମାନଙ୍କ ଦେହରେ କେଉଁ ଭାଗ ସବୁଠୁ ଅଧିକ ପବିତ୍ର ହୋଇ ଥାଏ । ସେହି ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ଏହାକୁ ଟିକିଏ ସଂମ୍ପର୍ଣ୍ଣ ଭାବେ ଜାଣି ନିଅନ୍ତୁ ।

ଆମେ ମାନେ ଏହି କଥା କୁ ବହୁତ ଭଲ ଭାବେ ଜାଣିଛେ କି ଗୋଟିଏ ସ୍ତ୍ରୀ ଲୋକ ବହୁତ ବିଚିତ୍ର ହୋଇ ଥାଏ । ଏବଂ ଏମାନଙ୍କୁ ବୁଝିବା ବହୁତ ବିଚିତ୍ର ମଧ୍ୟ ହୋଇ ଥାଏ । ଏବଂ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ସଠିକ୍ ଭାବେ କେହି ବି ବୁଝି ପାରି ନାହିଁନ୍ତି । ଏହା ବ୍ୟତିତ ଏମାନଙ୍କ ଶକ୍ତିର ପରିମାପ କେହିବି ପାଇ ପାରି ନାହାଁନ୍ତି ।

ସେମିତି ବେଳେ ଯଦି କହିବା ତେବେ ଶାସ୍ତ୍ର ଅନୁସାରେ ବ୍ରାହ୍ମଣ ମାନଙ୍କ ପାଦ ବହୁତ ପରିମାଣ ରେ ପବିତ୍ର ହୋଇ ଥାଏ । ଏବଂ ଗୋଟିଏ ଗାଈ ର ପଛ ପଟ ହିଁ ବହୁତ ପବିତ୍ର ହୋଇ ଥାଏ । ସେହି ପରି ବେଳେ ଗୋଟିଏ ଛେଳୀ ବା ଘୋଡା ର ମୁହଁ ହିଁ ପବିତ୍ର ହୋଇ ଥାଏ ।

ସେହି ପରି ବେଳେ ଆମେ ଯଦି କୈଣସି ମହିଳାଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ଏମାନଙ୍କ ସବୁ ସବୁ ଅଙ୍ଗ ସବୁ ସ୍ଥାନ ମାନଙ୍କ ରେ ପବିତ୍ରତ ହୋଇ ଥାଏ ।

ଏହା ଆମର ଋଷି ଏବଂ ମୁନୀ ମାନଙ୍କର କହିବା କଥା ଅଟେ ,  ତେବେ ଆପଣ ମାନେ ଏହା ଉପରେ କେବେ ବି ଖରାପ ଭାବନା ଆଣନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଏହାର ବିଶ୍ୱାସ ହେଉ ନାହିଁ । ତେବେ ଆମେ ଗୋଟିଏ ଉଦାହରଣ ଦେଇ ଆପଣ ମାନଙ୍କୁ ବୁଝେଇ ଦେଉଛୁ ।

ଭାରତ ରେ କେରଳ ରେ ମହିଳା ମାନଙ୍କ ପୂଜା ହୋଇ ଥାଏ ମାଆ ରୂପେ ସ୍ତ୍ରୀ ରୂପେ ଏବଂ ଲକ୍ଷ୍ମୀ ମାତା ଙ୍କ ରୂପେ ଏବଂ ଏହି ଠାରେ ଗୋଟିଏ ପୁରୁଷ ନିଜର ସ୍ତ୍ରୀ ର ପାଦ ଛୁଇଁ ଥାଏ ।

ହେଲେ ସଂମ୍ପର୍ଣ୍ଣ ଉତ୍ତର ଭାରତରେ ଏହା ପାପ କାର୍ଯ୍ୟ ହୋଇ ଥିବା ବେଳେ ଏହାକୁ କେବଳ କେରଳ ରେ ବି ପବିତ୍ର ବୋଲି ମନା ଯାଏ । କେରଳ କୁ ଇଶ୍ୱର ଙ୍କ ସ୍ଥାନ ବୋଲି ସଂଜ୍ଞ୍ୟା ଦିଆ ଜାଇଛି ।

 

ସେହି ପରି ବେଳେ ଏଠାକାର ଲୋକ ମାନଙ୍କ ମାନ୍ୟତା ଅନୁସାରେ ଯେଉଁ ଠାରେ ମହିଳା ମାନଙ୍କ ବାସ ହୋଇ ଥାଏ । ତେବେ ସେହି ସ୍ଥାନ ରେ ଇଶ୍ୱର ଙ୍କ ବାସ ରହି ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *