ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହୀରା ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ହୀରା ମଧ୍ୟରୁ ଯେ କୌଣସି ଗୋଟିଏ ହୀରା କୁ ବାଛିବାକୁ ପଡ଼ିବ ।
ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ହୀରା ର ଚିତ୍ର କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ହୀରା ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କୁ ଭଲ ପାଇବା ରେ କଣ ମିଳିବ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହୀରା ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହୀରା ର ଚିତ୍ର କୁ ବାଛିବାକୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ହୀରା ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ହୀରା ର ଛବି ଅନୁସାରେ ଆପଣଙ୍କୁ ଭଲ ପାଇବାରେ କଣ ମିଳିବାକୁ ଯାଉଛି ।
୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ହୀରା ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ରେ ଥିବା ହୀରା କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ଖାସ ବ୍ୟକ୍ତି ଜୀବନ ରେ ମିଳିବ ଏବଂ ସେହି ବ୍ୟକ୍ତି ଙ୍କ ସହିତ ଆପଣ ନିଜ ଜୀବନର ସୁନ୍ଦର ସମୟ ଅତିବାହିତ କରି ପାରିବେ । ଆପଣଙ୍କ ପାର୍ଟନର ଆପଣଙ୍କ ଆଗରେ ନିଜ ଭଲ ପାଇବା ଖୋଲା ହୃଦୟ ରେ କରିବେ ଏବଂ ଆପଣଙ୍କ ଜୀବନ ସୁଖମୟ ହେବ ।
୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ହୀରା ସମ୍ବନ୍ଧରେ । ଯଦି ଆପଣ ନମ୍ବର ୨ ରେ ଥିବା ହୀରା କୁ ବାଛିଛନ୍ତି ତେବେ ଏହାର ଅର୍ଥ ଯଦି ଆପଣ ସିଙ୍ଗଲ ଅଛନ୍ତି ତେବେ ଆପଣଙ୍କୁ ନିଜ ଭଲ ପାଇବାର ମାର୍ଗ ମିଳିଯିବ । ଆପଣ ଭାଗ୍ୟଶାଳୀ ରହିବେ ଏବଂ ଆପଣଙ୍କୁ ନିଜ ମନ ପସନ୍ଦ ର ଜୀବନ ସାଥି ମିଳିବେ ।
୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ହୀରା ସମ୍ବନ୍ଧରେ । ଯଦି ଆପଣ ନମ୍ବର ୩ ରେ ଥିବା ହୀରା କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଭଲ ପାଇବା କ୍ଷେତ୍ରରେ ବହୁତ ବଡ଼ ସରପ୍ରାଇଜ ମିଳିବାକୁ ଯାଉଛି ଅଥବା ଆପଣଙ୍କ ଜୀବନ ରେ ହଜି ଯାଇଥିବା ସେହି ପୁରୁଣା ସାଥି ଆପଣଙ୍କ ଜୀବନ କୁ ଫେରି ଆସିବେ ଏବଂ ଆପଣ ଦୀର୍ଘ ସମୟ ଧରି ଯେଉଁ ମୁହୂର୍ତ୍ତ ର ଅପେକ୍ଷା ରେ ଅଛନ୍ତି ଆପଣଙ୍କ ଜୀବନ ରେ ସେହି ମୁହୂର୍ତ୍ତ ର ଆଗମନ ହେବାକୁ ଯାଉଛି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।