ଯଦି ଘରେ ଦେଖୁଛନ୍ତି ଝିଟିପିଟି ତ ତୁରନ୍ତ କରନ୍ତୁ ଏହି କାମ, ମୁହଁରୁ ବାହାରିବା ମାତ୍ରେ ମା’ ଲକ୍ଷ୍ମୀ କରିବେ ସବୁ ମନୋକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଓ ଜୀବ ଜନ୍ତୁ ଙ୍କ ସହିତ ପ୍ରକୃତି ର ଏକ ଭିନ୍ନ ସମ୍ପର୍କ ରହିଛି । ଏହି ପ୍ରକୃତି ରେ ଥିବା ଜୀବ ଜନ୍ତୁ ମାନଙ୍କ ମଧ୍ୟରେ ବି କିଛି କଥା ନିହିତ ରହିଥାଏ ।

ସେହିପରି ଏକ ଜୀବ ହେଉଛି ଝିଟିପିଟି । ଝିଟିପିଟି କୁ ଏକ ସାଧାରଣ ଜୀବ ବୋଲି ମାନା ଯାଇଥାଏ । କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଝିଟିପିଟି କୁ ଶାସ୍ତ୍ର ରେ ଏକ ଖାସ ପ୍ରାଣୀ ବୋଲି କୁହାଯାଏ ।

ଶାସ୍ତ୍ର ରେ ଝିଟିପିଟି ଏବଂ ତା’ର ଗତିବିଧି କୁ ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇଛି । ଝିଟିପିଟି କୁ ଦେଖିବା ଏବଂ ଝିଟିପିଟି ଶରୀରର କୌଣସି ଅଙ୍ଗ ରେ ପଡ଼ିବା ଶୁଭ ଓ ଅଶୁଭ ସଂକେତ ପ୍ରଦାନ କରିଥାଏ । କୁହାଯାଏ ଯେ ଦୀପାବଳି ଦିନ ଯଦି ଝିଟିପିଟି ଆପଣଙ୍କ ଶରୀର ର କୌଣସି ଅଙ୍ଗ ରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

ଏହି ଦିନ ଝିଟିପିଟି କୁ ଦେଖିବା ଅର୍ଥ ଏହା ମାତାଲକ୍ଷ୍ମୀ ଙ୍କ ପ୍ରତୀକ । ଏହାଦ୍ୱାରା ଆପଣଙ୍କ ଜୀବନ ରେ ଧନ ଓ ସମ୍ପତ୍ତି ର ବୃଦ୍ଧି ଘଟିବ ଏବଂ ଆପଣଙ୍କୁ ଐଶ୍ଵର୍ଯ୍ୟ ଓ ବୈଭବ ର ପ୍ରାପ୍ତି ହେବ । ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏଭଳି ଏକ କାର୍ଯ୍ୟ ସମ୍ବନ୍ଧରେ କୁହାଯାଇଛି ଯେ ଯଦି ଆପଣ ଝିଟିପିଟି କୁ ଦେଖୁଛନ୍ତି ଏବଂ ସେହି କାର୍ଯ୍ୟ କୁ କରୁଛନ୍ତି ତେବେ ଆପଣଙ୍କ ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ ଏବଂ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଯଦି ଆପଣ କୌଣସି ଶୁଭ ମୁହୂର୍ତ୍ତରେ ଝିଟିପିଟି କୁ ଦେଖୁଛନ୍ତି ତେବେ ଆପଣ ଏକ ସରଳ ଉପାୟ କରି ନିଜ ଜୀବନ ରେ ଧନ ଆଗମନ ର ମାର୍ଗ ଖୋଲି ପାରିବେ । ତେବେ ଆପଣ ଯେବେବି ଝିଟିପିଟି କୁ ଦେଖୁଛନ୍ତି ସେହି ସମୟ ରେ ଆପଣ ତୁରନ୍ତ ଭଗବାନ ଙ୍କ ମୂର୍ତ୍ତି ପାଖରେ ରଖା ଯାଇଥିବା ସିନ୍ଦୁର ଓ ଚାଉଳ କୁ ଆଣନ୍ତୁ ଏବଂ ତା’କୁ ଦୂର ରୁ ହିଁ ଝିଟିପିଟି ଉପରେ ପକାଇ ଦିଅନ୍ତୁ ।

ଏହାପରେ ଆପଣ ନିଜ ମନୋକାମନା କୁ ମନ ଭିତରେ କୁହନ୍ତୁ ଏବଂ ମନ ଭିତରେ ଏହା ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଯିବ । ଶାସ୍ତ୍ର ରେ ଝିଟିପିଟି କୁ ଏକ ପୂଜନୀୟ ପ୍ରାଣୀ ବୋଲି କୁହାଯାଇଛି । ଝିଟିପିଟି କୁ ମାତାଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ଶାସ୍ତ୍ର ରେ ବିବେଚନା କରାଯାଏ ।

ତେବେ ବନ୍ଧୁଗଣ ଯଦି ଆପଣ ଝିଟିପିଟି କୁ ଦେଖି ଏହି ସହଜ ଉପାୟ ଟି ପ୍ରୟୋଗ କରିବେ ତେବେ ଆପଣଙ୍କ ମନୋକାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ ଓ ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *