Vastu Tips- ଯଦି ଏହି ଗଛ କଉଠି ମିଳିଯାଏ ତା ହେଲେ ଧନବାନ ହେବାକୁ ଆପଣଙ୍କୁ କେହି ବି ଅଟକାଇ ପାରିବେ ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଏହି ବିଶେଷ ଗଛ ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ହେଉଛି ଅରଖ ଗଛ । ଭଗବାନ ଶିବ ଙ୍କର ପ୍ରିୟଗଛ ଅଟେ ଏହି ଗଛ । ଯଦି ଆପଣଙ୍କୁ ଏହି ଗଛ ମିଳୁଅଛି ତେବେ ଆପଣ ଏହାକୁ ଘରେ ଆଣି ରଖନ୍ତୁ ଦେଖିବେ ଆପଣଙ୍କ ର ସବୁ ଦୁଖ ଦୂର ହୋଇଯିବ ।

ଆପଣ ମାନଙ୍କ ଘରେ ବହୁତ ସୁଖ ସୁବିଧା ରହିଥାଏ ମାତ୍ର ତଥାପି ବହୁତ ଅଶାନ୍ତି ଲାଗି ରହିଥାଏ । ଘରେ କଳି ଝଗଡା ଲାଗି ରହିବା ସହିତ ଆପଣଙ୍କ ଘରେ ଧନର ଅଭାବ ମଧ୍ୟ ଦେଖାଯାଇଥାଏ । ଏହି ଗଛକୁ ଆପଣ ନିଜ ଘର ଭିତରେ ନ ଲଗାଇ ଆପଣଙ୍କ ବାଡିରେ ଲଗାନ୍ତୁ । ଏବଂ ଏହି ଗଛରେ ଭଗବାନ ଗଣେଶ ବାସ କରିଥାନ୍ତି ।

ଏଣୁ ଏହି ଗଛ ଯଦି ଆପଣ ନିଜ ଘରର ବାଡିରେ ଲଗାନତି ତେବେ ଆପଣଙ୍କ ବାଡିରେ କୌଣସି ପ୍ରକାରର ଭୁ-ତ, ପ୍ରେ-ତ ତଥା ଖରାପ ଶକ୍ତି ରହିବ ନାହିଁ । ଏହା ସହିତ ଅରଖ ଗଛର ଚେରକୁ ବହୁତ ଶୁଭ ମନା ଯାଇଥାଏ । ଏହି ଗଛ କୁ ଘରେ ରଖି ପୂଜା କରିଲେ ଆପଣଙ୍କର ଖରାପ ସମୟ ଚାଲି ଯାଇଥାଏ । ଯଦି ଆପଣଙ୍କର ଖରାପ ସମୟ ଚାଲୁଅଛି ତଥା ଆପଣଙ୍କର ଭାଗ୍ୟ ସାଥ ଦେଉନାହିଁ, ତେବେ ଆପଣ ଏହି ଗଛକୁ ଆଣି ଘରେ ରଖନ୍ତୁ । ଏହି ଗଛକୁ ଆଣି ଆପଣ ଘରର ସାମ୍ନା ରେ ଲଗାନ୍ତୁ ଏହାଦ୍ଵାରା ଘରର ସମସ୍ତ ଅସୁବିଧା ଦୂର ହେବ ।

ଆପଣ ଅରଖ ଗଛର ଚେର କୁ କୌଣସି ପୂର୍ଣ୍ଣିମା ଦିନ ଏକ ଲାଲ କପଡା ରେ ବାନ୍ଧି ଘରେ ରଖି ଦିଅନ୍ତୁ । ଏହାପରେ ଏହାକୁ ନୀତିଦିନ ପୂଜା କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ତ ଦୁଷ୍ଟ ଗ୍ରହ ଶାନ୍ତ ହୋଇଯିବେ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଗ୍ରହ ଦଶା ଖରାପ ଚାଲୁଅଛି ତେବେ ଆପଣ ଅରଖ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ଏହା ଫଳରେ ଆପଣଙ୍କ ଖରାପ ପ୍ରଭାବ ଶାନ୍ତ ହେବ ଏବଂ ଆପଣଙ୍କ ନିମନ୍ତେ ଶୁଭ ସାବ୍ୟସ୍ଥ ହେବ । ଏହିବ ଗଛର ଚେର କୁ ଭଗବାନ ନବକ ନିକଟରେ ରଖି ପୂଜା କରନ୍ତୁ, ପୂଣ୍ୟ ଫଳ ପ୍ରାପ୍ତ ହେବ । ଏପରି କରିବା ଦ୍ଵାରା କୌଣସି ଭୟ ଆପଣଙ୍କ ପାଖରେ ରହିବ ନାହିଁ ।

ଯଦି ଆପଣଙ୍କ ଶିଶୁ ଶୋଇଥିବା ବେଳେ ଚମକୁ ଅଛି ଅଥବା ବାରମ୍ବାର କାନ୍ଦୁଛି ତେବେ ଆପଣ ଏହି ଗଛର ଚେର କୁ ନେଇ ନିଜ ସନ୍ତାନ ଶୋଇଥିବା ତକିଆ ତଳେ ରଖନ୍ତୁ । ଦେଖିବେ ଆପଣଙ୍କ ଶିଶୁ ଆରମ ରେ ଶୋଇପାରିବ । ନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *