କଣ ଆପଣଙ୍କ ନିଦ ଭୋର 3 ଟା ରୁ 5 ଟା ଭିତରେ ଭାଙ୍ଗିଯାଏ ତେବେ ଆପଣ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ଜାଣନ୍ତୁ ଏହା ପଛର ଗଭୀର ରହସ୍ୟ- Chanakya Niti

ବନ୍ଧୁଗଣ ‘ଆଚାର୍ଜ୍ୟ ଚାଣକ୍ୟ’ ଜଣେ ଭଲ ନୀତିକର ବୋଲି  ସମସ୍ତେ ଜାଣନ୍ତି । ସେ ତାଙ୍କ ସମୟରେ ଆମ ଜୀବନରେ ଘଟୁଥିବା ଅଧିକାଂଶ ମହତ୍ଵପୂର୍ଣ ଘଟଣାର ବର୍ଣ୍ଣନା କରିଯାଇଛନ୍ତି । ଯେଉଁ ବ୍ୟକ୍ତି ନିଜ ଜୀବନରେ ସଫଳ ହେବାକୁ ଚାହୁଁଛି ସେ ‘ଆଚାର୍ଯ୍ୟ ଚାଣକ୍ୟ’ଙ୍କ ନୀତିବାଣୀ ଉପରେ ନଜର ପକାଇବା ଆବଶ୍ୟକ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତରେ  ନିଦ୍ରାରୁ ଜାଗିଥାଏ ,ତାହା ଜୀବନରେ ସେ କରୁଥିବା ସମସ୍ତ କାର୍ଯ୍ୟରେ କେବେ ଅସଫଳ ହୁଏନି ।

ସେ କ୍ରମଶ ଉନ୍ନତି ଆଡକୁ ବଢିଥାଏ । ହେଉନଥିବା କାର୍ଯ୍ୟ ମଧ୍ୟ ତାହା ଦ୍ଵାରା ଅତି ସହଜରେ ହେଇଥାଏ । ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମମୁହୂର୍ତ ଏମିତି ମୁହୂର୍ତ ଯେଉଁଟା ସୂର୍ଯ୍ୟଉଦୟ ପୂର୍ବରୁ ହେଇଥାଏ ।

ଏହି ସମୟରେ ସକାଳୁ ଉଠିବା ବହୁତ ଶୁଭ ହେଇଥାଏ । ବଡ ବଡ ପଣ୍ଡିତ ଏବଂ ଗ୍ରନ୍ଥ ମାନଙ୍କର କହିବ ଅନୁସାରେ ଏହି ସମୟରେ ବହୁତ ଅଲୌକିକ ଶକ୍ତି ଚଳପ୍ରଚଳ କରନ୍ତି । ଆପଣ ଯଦି ଏହିସମୟରେ ଉଠନ୍ତି ତେବେ ଆପଣଙ୍କୁ କେଉଁ ପୂଣ୍ୟ ଅର୍ଜନ ହୁଏ ଆସନ୍ତୁ ଜାଣିବା । ଆମ ହିନ୍ଦୁ ଧର୍ମର ମୁନୀରୁଷିମାନେ କଣ ପାଇଁ ପ୍ରାତଃକାଳ ରୁ ଉଠିବାର ପ୍ରଥା ବନେଇଛନ୍ତି, ଆସନ୍ତୁ ଜାଣିବା । ସୂର୍ଯ୍ୟଉଦୟ ସମୟରେ ଯଦି ଆପଣ ନିଦ୍ରା ଉଠୁଥାନ୍ତି ତେବେ ଆପଣ ଜଣେ ଅନୁଶାସକ ବ୍ୟକ୍ତି ଅଟନ୍ତି ।

ଆପଣ ଯେକୌଣସି କାମକୁ ପୁରା ମାନପ୍ରାଣ ଲଗାଇ କରିବାକୁ ଭଲ ପାଇଥାନ୍ତି । ଆପଣ ଛନ୍ଦକପଟ କରୁଥିବା ବ୍ୟକ୍ତିଙ୍କୁ ଘୃଣା କରନ୍ତି । ଯେଉଁ ବ୍ୟକ୍ତି ଅନ୍ୟ ବିରୁଦ୍ଧରେ କିଛି ଷଡଯନ୍ତ୍ର କରୁଥାଏ ଆପଣ ତାର ପରଦଫାର୍ଶ କରିବାକୁ ଚେଷ୍ଟା କରନ୍ତି । ଅନ୍ୟାୟ ସହିପାରନ୍ତିନାହିଁ । ନିଜକୁ ସବୁବେଳେ ଚଳଚଞ୍ଚଳ କରିଥାନ୍ତି । ଆପଣଙ୍କୁ ମିଛ କହୁଥିବା ବ୍ୟକ୍ତି ଆଦୌ ଭଲ ଲାଗନ୍ତିନାହିଁ । ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । ଏଥିପାଇଁ ଚାକିରି ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଆପଣ ସମସ୍ତଙ୍କର ମନମୋହିଥାନ୍ତି ।

ସମସ୍ତଙ୍କ ପାଖେ ପ୍ରଶଂସାର ପାତ୍ର ହେଇଥାନ୍ତି । କାହାର ମନକୁ କଷ୍ଟ ହେଲାଭଳିକାମ ଆପଣ କରନ୍ତିନାହିଁ । ଏବଂ ଆପଣ କାହାକୁ କଟ୍ଟୁକଥା ମଧ୍ୟ କୁହନ୍ତିନାହିଁ । ଏହାଫଳରେ ଅନ୍ୟବ୍ୟକ୍ତି ମାନଙ୍କ ପାଖେ ଲୋକପ୍ରିୟ ହେଇଥାନ୍ତି । ସବୁ କାମକୁ ନିୟମ ଭାବେ କରନ୍ତି । କଠିନ ପରିସ୍ଥିତିରେ ମଧ୍ୟ ଆପଣ ଅନ୍ୟର ସାଥ କେବେ ଛାଡନ୍ତିନାହିଁ । ଆପଣଙ୍କ ପତ୍ନୀ ଆପଣଙ୍କ ସାଥ ମଧ୍ୟ ସବୁପରିସ୍ଥିତିରେ ଦେଇଥାଏ,  କଠିନପରିସ୍ଥିତିରେ ମଧ୍ୟ ସେ ପଛଘୁଞ୍ଚା ଦେଇନଥାଏ ।

ବ୍ରମ୍ହାଣ୍ଡର ଉତ୍ପପତି ପୂର୍ବରୁ ସବୁଆଡେ ଅନ୍ଧକାର ଥିଲା । ତାହାପରେ ଯେବେ ବ୍ରମ୍ହଦେବ ପ୍ରକଟ ହେଲେ ସେ ସମଗ୍ର ପୃଥିବୀକୁ ପ୍ରକାଶର ଆଲୋକର ଆଲୋକିତ କରିଦେଲେ ଏବଂ ତାରାମାନଙ୍କର ରଚନା କଲେ,ଏଥିପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ବ୍ରହ୍ମମୁହୂର୍ତ ହୋଇଥାଏ । କାରଣ ବ୍ରମ୍ହାଣ୍ଡର ଉତ୍ପନ ପୂର୍ବରୁ ବ୍ରହ୍ମାଙ୍କର ଉତ୍ପତି ହେଇଥିଲା । ଏଥିପାଇଁ ବ୍ରହ୍ମମୂହୁର୍ତ୍ତ ଅର୍ଥାତ ପ୍ରାତଃକାଳରେ ଉଠିଲେ ଆପଣଙ୍କ ଦିନ ବହୁତ ଭଲ  କଟିଥାଏ । ଯେଉଁ ସ୍ତ୍ରୀ ଭୋର ସମୟରେ ଉଠି ଘରର ଅଗଣା ସଫା କରିଥାଏ ଏବଂ ଅନ୍ଯାନ୍ଯ କାମ ମଧ୍ୟ କରିଥାଏ ତାହା ଠାରେ ମା ଲକ୍ଷ୍ମୀ ବାସ କରନ୍ତି । 

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *