ବନ୍ଧୁଗଣ, ସାଧାରଣତ ପାରା କୁ ନେଇ ଅନେକ ପ୍ରକାରର ମାନ୍ୟତା ରହିଅଛି । ସେହିଭଳି ଲୋକଙ୍କ ମନରେ ଅନେକ କଥା ମଧ୍ୟ ଆସିଥାଏ । ଐତିହାସିକ ରୂପରେ ଦେଖାଗଲେ ପାରା ଏକ ଏଭଳି ପକ୍ଷୀ ଅଟେ ଯିଏ କି ମନୁଷ୍ୟ ଭଳି ହଜାର ବର୍ଷ ପରେ ମଧ୍ୟ ଦୁନିଆରେ ଉପସ୍ଥିତ ଥିଲେ । ପାରା ମାନଙ୍କୁ ଦାନା ଖୁଆଇବା ଲୋକ ମାନଙ୍କୁ ବହୁତ ଭଲ ଲାଗିଥାଏ । ମାତ୍ର ତାଙ୍କର ଭିଡ ଯୋଗୁଁ ଲୋକେ ବହୁତ ଚିନ୍ତିତ ରହିଥାଏ ।
ଶାସ୍ତ୍ର ରେ କୁହାଯାଇଅଛି ଯେ ଆପଣଙ୍କ ଘରେ କିଛି ଜିନିଷ ରଖିଛନ୍ତି ତ ତେବେ ତାହା ଆପଣଙ୍କ ପାଖରେ ଧନର ଆଗମନ ପାଇଁ ବାଧା ବନିଥାଏ । ଆପଣଙ୍କ ଖର୍ଚ୍ଚ ବନାଇଥାଏ । ଏଥି ନିମନ୍ତେ ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ନିକଟରେ ମଧ୍ୟ ଧନର ଆଗମନ ହେଉ । ତେବେ ଆପଣ ନିଜ ଘରୁ ଏହି ଜିନିଷ ମାନଙ୍କୁ ତୁରନ୍ତ ହଟାଇ ଦିଅନ୍ତୁ । ପାରା ର କାର୍ଯ୍ୟ ସବୁବେଳେ ଆକାଶରେ ଉଡିବା ହୋଇଥାଏ । ମାତ୍ର ଏମାନେ ଯଦି କେବେ ଅଶାନ୍ତ ହୋଇଯାନ୍ତି ତେବେ ଅନ୍ୟକୁ କେବେ ହାନି ପହଞ୍ଚାଇନଥାନ୍ତି ।
ପାରା ଙ୍କୁ ଦାନା ଖୁଆଇବା ଲୋକ ମାନଙ୍କର ଅଭ୍ୟାସ ଅଟେ । ତାଙ୍କୁ ଭଲ ମଧ୍ୟ ଲାଗିଥାଏ । ମାତ୍ର କିଛି ଲୋକ ଅଛନ୍ତି ଯେଉଁ ମାନେ ପାରା ଠାରୁ ଚିନ୍ତିତ ରହିଥାନ୍ତି । ପାରା ଙ୍କୁ ଶାନ୍ତି ର ପ୍ରତୀକ ବୋଲି ମାନାଯାଇଅଛି । ଏହା ସହିତ ପାରା ସମ୍ବନ୍ଧରେ ଏହା ମଧ୍ୟ କୁହାଯାଇଅଛି ଯେ ସେ ନିଜର ଜୀବନ ସାଥି ନିମନ୍ତେ ବହୁତ ବିଶ୍ଵସ୍ଥ ହୋଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ପାରା ର ଘରକୁ ଆସିବା ଶୁଭ ଅଟେ କି ଅଶୁଭ ?
ଶାସ୍ତ୍ର ଅନୁସାରେ ପାରା କୁ ନେଇ ଅନେକ ପ୍ରକାରର ମାନ୍ୟତା ମଧ୍ୟ ରହିଅଛି । ସେଗୁଡିକ ମଧ୍ୟରୁ କିଛି ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ପାରା ଯଦି ଆପଣଙ୍କ ଘରେ କେଉଁଠାରେ ମଧ୍ୟ ନିଜର ବସା ବନାଇ ଦେଇଥାଏ, ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବାକୁ ଯାଉଅଛି । ଏହାର ଅର୍ଥ ଏହା ଯେ ଆପଣଙ୍କ ଜୀବନରେ ସଫଳତା ର ଆଗମନ ହେବାକୁ ଯାଉଅଛି ।
ଏହା ବ୍ୟତୀତ ଏହା ମାନ୍ୟତା ଅଛି ଯେ ପାରା ଘରକୁ ଆସିଲେ ତାହା ବହୁତ ଶୁଭ ହୋଇଥାଏ । ଏହା ମାନ୍ୟତା ଅଛି ଯେ ପାରା ର ଘରକୁ ଆସିବା ଆପଣଙ୍କ ଘରେ ସୁଖଶାନ୍ତି ର ସଙ୍କେତ ଦେଇଥାଏ । ଏହାର ଅର୍ଥ ଯେ ଆପଣଙ୍କୁ ବହୁତ କମ ସମୟରେ ବଡ ସଫଳତା ମିଳିବାକୁ ଯାଉଅଛି । କିଛି ଲୋକ ଏହାକୁ ଖରାପ ଭାବିଥାନ୍ତି ।
ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଇଅଛି ଯେ ଘରେ ଅଥବା ଆଖପାଖରେ କେଉଁଠାରେ ପାରା ନିଜର ବସା ବନାଇଛି ତେବେ ଡେରି ନ କରି ତାହାକୁ ଘର ଠାରୁ ଦୂରକୁ ନେଇ ଛାଡି ଦିଅନ୍ତୁ । କାରଣ ଏହାର ଅବସ୍ଥିତି ଯୋଗୁଁ ଆର୍ଥିକ ସମସ୍ୟା ସହିତ ଘରେ ଅସ୍ଥିରତା ହୋଇଯାଇଥାଏ ।
ଜ୍ୟୋତିଷ ଶାସ୍ତ୍ର ରେ ଏହା ସ୍ପଷ୍ଟ ଭାବରେ କୁହାଯାଇଅଛି ଯେ ପାରା ମାତା ଲକ୍ଷ୍ମୀ ର ଭକ୍ତ ଅଟନ୍ତି । ଘରେ ତାଙ୍କର ବାସ ହେବା ଫଳରେ ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଏବଂ ସୁଖ ଶାନ୍ତି ରେ ବୃଦ୍ଧି ହୋଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।