Samudrika Shastra- ଯଦି ଆପଣଙ୍କ ଦାନ୍ତ ମଝିରେ ବି ଅଛି ଏମିତି ଗ୍ୟାପ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, ଭାରତୀୟ ସଙ୍କୃତି ରେ ଶୁଭ ଅଶୁଭ କୁ ମହତ୍ଵ ଦିଆଯାଇଅଛି । ଆମ୍ଭର ଜ୍ୟୋତିଷ ଶାସ୍ତ୍ର ଏତେ ସମୃଦ୍ଧି ଅଟେ ଯେ ଯେଉଁଥିରେ ସମସ୍ତ ବିଷୟ ପଛରେ ଲୁଚି ରହିଥିବା ରହସ୍ୟ କୁ ବିସ୍ତାର ରୂପରେ କୁହାଯାଇଅଛି । ଆମ୍ଭ ଆଖ ପାଖରେ ଯାହା ସବୁ ଘଟଣା ମାନ ଘଟିଥାଏ ତାହା ସିଧାସଳଖ ଭାବରେ ଆମ୍ଭର ନିକଟ ଭବିଷ୍ୟତ ସହିତ ଜଡିତ ହୋଇ ରହିଥାଏ । ମୋତିଭଳି ଧଳା ଦାନ୍ତ କାହାକୁ ପସନ୍ଦ ହୋଇ ନଥାଏ ? ବିନା ଗ୍ୟାପ ଥିବା ଦାନ୍ତ ବହୁତ ଭଲ ଦେଖାଯାଇଥାଏ ।

ପରନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ର ଦାନ୍ତ ମଝିରେ ଗ୍ୟାପ ଅଥବା ଫଲ୍ଟ ରହିଥାଏ, ସେ ଅତ୍ୟଧିକ ସୌଭାଗ୍ୟଶାଳୀ ହୋଇଥାଏ । ଚାକିରି କ୍ଷେତ୍ରରେ ଉଚ୍ଚ ପଦ ରେ ଆସନିୟ ବ୍ୟକ୍ତି ଆର୍ଥିକ ଦୃଷ୍ଟି ରୁ ମଧ୍ୟ ସଫଳ ହୋଇଥାଏ । ସେହି ପ୍ରକାର ଯେଉଁ ମାନଙ୍କ ଦାନ୍ତ ଅଳ୍ପ ବାହାରକୁ ବାହାରି ଥାଏ, ସେ ଅଳ୍ପ ଜିଦି ସ୍ଵଭାବ ଏବଂ ଅଧିକ କଥା କହିଥାନ୍ତି । ମାତ୍ର ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ।

ହାତ ଏବଂ ପାପୁଲି ଯଦି ସର୍ବଦା କୋମଳ ଏବଂ ସମତଳ ରହିଥାଏ ଏବଂ ଏହା ସହିତ ହାତ ର ମଧ୍ୟ ଭାଗ ଉଠିକରି ଏବଂ ରେଖା ମଧ୍ୟ ସ୍ପଷ୍ଟ ହୋଇଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ । ହାତରେ ତ୍ରିଭୁଜ ଥିବାର ନିଶାନି ଭାଗ୍ୟଶାଳୀ ହେବାର ନିଶାନି ଅଟେ । ଲମ୍ବା ଏବଂ ପତଳା ଆଙ୍ଗୁଠି ମଧ୍ୟ ଭାଗ୍ୟ ଦୃଷ୍ଟି ରୁ ଉତ୍ତମ ବୋଲି ମାନାଯାଇଅଛି ।

ପାଦର ତଳ ଭାଗରେ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, କମଳ, ଶଙ୍ଖ, ଚକ୍ର, ଅଥବା ଧ୍ଵଜ ଭଳି ଆକୃତି ରହିଥାଏ ତେବେ ଏହା ଅତ୍ୟନ୍ତ ଭାଗ୍ୟଶାଳୀ ଏବଂ ଐଶ୍ଵର୍ଜ୍ୟଶାଳୀ ତଥା ରାଜା ସମାନ ଜୀବନ ଉପଭୋଗ କରିବାର ନିଶାନି ଅଟେ । ଯଦି ପୁରୁଷ ଙ୍କ ନାଭି ଗଭୀର ହୋଇଥାଏ ତେବେ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆମ୍ଭ ଆଖି ମାଧ୍ୟମରୁ ଆମ୍ଭ ବ୍ୟକ୍ତିତ୍ବ ର ପରିଚୟ ସହଜରେ ମିଳିଥାଏ ।

ଗଭୀର କଳା ଆଖି ଥିବା ଲୋକ ବୁଦ୍ଧିମାନ ତଥା ଧନବାନ ରହିଥାନ୍ତି । ଦେଖିବାକୁ ଗଲେ ଦାନ୍ତ ମଝିରେ ଗ୍ୟାପ ରହିବା ବହୁତ ଶୁଭ ଅଟେ । ଏମାନଙ୍କ ଭାଗ୍ୟ ଆକାଶ ସହିତ ଜଡିତ ହୋଇ ରହିଥାଏ । ଏମାନେ ଉଚ୍ଚ ଆକାଙ୍ଖି ହେବା ସହିତ ନିଜର ସ୍ଵପ୍ନ କୁ ସତ କରିବା ନିମନ୍ତେ ସମସ୍ତ ପ୍ରକାରର ପ୍ରୟାସ କରିଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *