ଈଶ୍ଵରଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି 1 ନମ୍ବର, ଦେଖିବା ମାତାରାଣୀ ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ? (Tarot card reading)

ନମସ୍କାର ବନ୍ଧୁଗଣ । ଆଜି ଆମେ ପୁଣି ଥରେ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ମା ଦୂର୍ଗା ଙ୍କର ତିନୋଟି ଫୋଟୋ । ଯେଉଁଥିରୁ ଆପଣ ଗୋଟିଏ ନମ୍ବର ର ଫୋଟୋ ବାଛି ଜାଣନ୍ତୁ ଆପଣ ଙ୍କ ଭାଗ୍ୟରେ କଣ ରହିଛି । ବନ୍ଧୁଗଣ ପ୍ରଥମେ ହିଁ କହି ରଖୁଛୁ କି ଏହାକୁ ଏତେ ଗମ୍ଭୀରତାର ସହ ଦେଖନ୍ତୁ ନାହିଁ । କାରଣ ଆମ ସମସ୍ତ ଙ୍କର ଜୀବନ ଶୈଳୀ ଏକ ହୋଇ ନଥାଏ । ପ୍ରତ୍ଯେକ ମଣିଷ ର କର୍ମ ହିଁ ତାର ଭାଗ୍ୟ ନିର୍ଧାରିତ କରିଥାଏ ।

ତାହାଛଡା ବନ୍ଧୁଗଣ ସମସ୍ତ ଙ୍କର କର୍ମ ସମାନ ହୋଇ ନଥାଏ । ତେଣୁ ଆପଣ ଏହାକୁ ମାତ୍ର ଆପଣ ଙ୍କର ମନୋରଞ୍ଜନ ପାଇଁ ମଧ୍ୟ ପଢି ପାରନ୍ତି । ଆସନ୍ତୁ ଜାଣିବା କେଉଁ ନମ୍ବର ର କାର୍ଡ ରେ କଣ ରହିଛି । ବନ୍ଧୁଗଣ ପ୍ରଥମ ନମ୍ବର କାର୍ଡ ଟିକୁ ବାଛି ଛନ୍ତି, ସେମାନଙ୍କ ଜୀବନରେ ଆସୁଥିବା ସମୟରେ ବହୁତ ଖୁସି ନେଇ ଆସୁଅଛି ।

ଆପଣ ବହୁ ଦିନ ରୁ ଚାହୁଁଥିବା କୌଣସି ଜିନିଷ ବା କୌଣସି ଇଛା ଆସୁଥିବା ସାମୀରେ ପୂରଣ ହେବାକୁ ଯାଉଛି । ଯଦି ଆପଣ ବିବାହ ପାଇଁ ଇଛା ରଖୁଥିବେ, ତେବେ ଆପଣ ଙ୍କର ବିବାହ ହୋଇପାରେ ବା ଯଦି ଆପଣ ସନ୍ତାନ ପାଇଁ ଇଛା କରିଥିବେ ତେବେ ଆପଣଙ୍କୁ ସନ୍ତାନ ସୁଖ ମଧ୍ୟ ହୁଏତ ମିଳିବାକୁ ଯାଉଛି ।

ପରିବାର ରେ ମଧ୍ୟ କୌଣସି କିଛି ଏପରି ଉତ୍ସବ ହେବାକୁ ଯାଉଛି, ଯେଉଁଥିରେ ଆପଣ ଖୁବ ଆନନ୍ଦିତ ହୋଇ ଖୁସି କୁ ଉପଭୋଗ କରିବେ । ଆସୁଥିବା ସମୟ ଟି ଆପଣଙ୍କ ଜୀବନରେ ଆହୁରି ଅନେକ ସକରାତ୍ମକତାକୁ ଭରି ଦେବ ।  ଦ୍ଵିତୀୟ ନମ୍ବର ର କାର୍ଡ ଟିକୁ ଯେଉଁ ମାନେ ବାଛିଛନ୍ତି, ସେମାନଙ୍କ ଜୀବନରେ ମଧ୍ୟ ଖୁବ ସକରାତ୍ମକତା ଆସୁଅଛି । ଜୀବନରେ ଅନେକ ସାରା ଖୁସି ଆସୁଅଛି । ଏହି ସମୟ ଆପଣଙ୍କ ଜୀବନରେ ଯେଉଁ ଖୁସି ଆସୁଛି ତାହା ଏହି ସମୟ ଠାରୁ ଅଧିକ ସମୟ ଧରି ରହିବ । କିନ୍ତୁ ଆପଣ ଟିକେ ନିଜର ବିଚାର ପ୍ରତି ଧ୍ୟାନ ରଖିବେ ।

ଯେପରି ଆପଣ ଭଲ ଲୋକ ମାନଙ୍କ ସହ ନିଜର ସମୟ କୁ ଅତିବାହିତ କରନ୍ତୁ । ନିଜର ଖସି ଅନ୍ୟ ସହ ବାଣ୍ଟନ୍ତୁ, ଏହାଦ୍ବାରା ଆପଣ ଙ୍କର ଖୁସି ଆହୁରି ବଢିଯିବ । ଶେଷ କାର୍ଡ ଟି ହେଉଛି, ବନ୍ଧୁଗଣ ଯଦି ଆପଣ ତୃତୀୟ ନମ୍ବର କାର୍ଡ ଟିକୁ ବାଛିଥାନ୍ତି, ତେବେ ଆପଣ ମାନଙ୍କ ପାଇଁ ଆସୁଥିବା ସମୟ ଟି ଅନେକ ସାରା ସୁଯୋଗ ମାନ ନେଇ ଆସିବ ।

ଯାହା ଆପଣଙ୍କ ଜୀବନରେ ଆପଣ ଙ୍କୁ ସଫଳତା ର ଶିଖର କୁ ମଧ୍ୟ ନେଇ ଯାଇ ପାରେ । ତେଣୁ ଆସୁଥିବା ସମୟରେ ଆପଣ ନିଜ ଜୀବନ ଓ ନିଜ କାର୍ଯ୍ୟ କ୍ଷେତ୍ର ଉପରେ କିଛି ବିଶେଷ ଧ୍ୟାନ ଦିଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *