ହୋଲି ଦିନ ଚୁପଚାପ ଏଠାରେ ପକେଇ ଦିଅନ୍ତୁ ଦୁଇଟି ଲବଙ୍ଗ, ତା’ ପରେ ଦେଖନ୍ତୁ ଚମତ୍କାର- Holi Special

ବନ୍ଧୁଗଣ ହୋଲି ଏକ ମଜାମସ୍ତିର ଉତ୍ସବ ଅଟେ ଯାହାକୁ ସମସ୍ତ ଲୋକ ବହୁତ ଖୁସିରେ ପାଳନ କରନ୍ତି । ଏହି ପର୍ବର ସାମାଜିକ ଓ ଧାର୍ମିକ ମହତ୍ଵ ରହିଥାଏ । ଏହି ଉତ୍ସବ ଆମ ଜୀବନରେ ଅନେକ ଖୁସି ନେଇ ଆସିଥାଏ ।

ଯେଉଁ ସବୁ ଲୋକମାନେ ତାନ୍ତ୍ରିକ ଓ ଜ୍ୟୋତିଷ୍ୟ ଉପରେ ବିଶ୍ଵାସ ରଖିଥାନ୍ତି ସେମାନଙ୍କ ପାଇଁ ହୋଲି ଏକ ବିଶେଷ ପର୍ବ ଅଟେ । କାରଣ ପ୍ରାଚୀନ ମାନ୍ୟତା ଅନୁସାରେ ହୋଲିରେ କରାଯାଇଥିବା ଉପାୟ ବହୁତ ଶୀଘ୍ର ଫଳପ୍ରାପ୍ତି ହୋଇଥାଏ ।

ହୋଲି ଦିନ କରାଯାଇଥିବା ଉପାୟକୁ ଶ୍ରଦ୍ଧା ମନରେ କରିଲେ ଏହାର ଫଳ ନିଶ୍ଚୟ ମିଳିଥାଏ । ପ୍ରାଚୀନ କାଳରୁ ଲୋକମାନେ ହୋଲି ଦିନ କିଛି ବିଶେଷ ଉପାୟ କରୁଛନ୍ତି ଓ ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଏହାର ଫଳ ଲୋକମାନଙ୍କୁ ମିଳୁଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଖାସ ପ୍ରାଚୀନ ଉପାୟ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ କରି ନିଜ ଜୀବନରେ ସୁଖ ସମୃଦ୍ଧି ପାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପାୟ ଗୁଡିକ ବିଷୟରେ ।

ବନ୍ଧୁଗଣ ହୋଲିର ଦହନ ଏକ ପବିତ୍ର ଓ ଧାର୍ମିକ ଉତ୍ସବ ଅଟେ ସେଥିପାଇଁ ହୋଲି ଦହନରେ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଏହି ଉତ୍ସବ ମିଳିମିଶି ପାଳନ କରିବା ଉଚିତ । ଯଦି ବନ୍ଧୁଗଣ ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ଶରୀର ଅସୁସ୍ଥ ଅଛି ତା ହେଲେ ଆପଣ ଏହି ହୋଲି ଦହନର ଦର୍ଶନ ତାଙ୍କୁ କରାନ୍ତୁ ଦେଖିବେ ତାଙ୍କ ଶରୀର ସଂପୂର୍ଣ୍ଣ ସୁସ୍ଥ ହୋଇଯିବ ।

ବନ୍ଧୁଗଣ ହୋଲି ଦହନ ସମୟରେ ଅଗ୍ନିର ତିନି କିମ୍ବା ସାତ ଥର ପରିକ୍ରମା କରିବା ଉଚିତ । ଏହା ସହିତ ହୋଲି ଦହନରୁ ଅଳ୍ପ ଅଗ୍ନି ଆଣି ଘରେ ବୁଲେଇବା ଉଚିତ । ଏହା କରିବା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସେଥିରେ ଆପଣ କର୍ପୁର କିମ୍ବା ଝୁଣା ମଧ୍ୟ ପକାଇପାରିବେ । ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଥାଏ ଓ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ବନ୍ଧୁଗଣ ହୋଲି ଦହନ ଦିନ ସଖାଳ ସମୟରେ ଆପଣ ଦୁଇଟି ଗୋଟା ଲବଙ୍ଗ ନିଅନ୍ତୁ ଓ ଏହି ଲବଙ୍ଗକୁ ଶୁଦ୍ଧ ଗାଈ ଦୁଗ୍ଧରେ ବୁଡାଇ ରଖିଦିଅନ୍ତୁ । ଏହାପରେ ଆପଣ ସନ୍ଧ୍ୟା ସମୟରେ ହୋଲି ଦହନ ସ୍ଥାନକୁ ଏହି ଲବଙ୍ଗକୁ ନେଇ ଯାନ୍ତୁ । ଏହାପରେ ଆପଣ ଗୋଟିଏ ପାନ ପତ୍ର ମଧ୍ୟରେ ସେହି ଦୁଇଟି ଲବଙ୍ଗ ରଖି ହୋଲି ଦହନରେ ଏହାକୁ ଅର୍ପଣ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ହୋଲି ଦହନର ତିନିଥର ଅତିକ୍ରମା କରି ଗୋଟିଏ ଶୁଖିଲା ନଡିଆକୁ ଆହୁତି ହିସାବରେ ଅଗ୍ନିରେ ପକାଇ ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ସେହି ସ୍ଥାନରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ନିଜ ଇଛା ବିଷୟରେ କୁହନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣ ମାନଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ ହେବ ଓ ଆପଣ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *