ହିନ୍ଦୁ ଧର୍ମରେ କେତେଜଣ ଦେବା ଦେବୀ ଅଛନ୍ତି, ୯୯% ଲୋକ ଉତ୍ତର ଦେବାରେ ଫେଲ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ GK ପ୍ରଶ୍ନ ଉତ୍ତର ।

ପ୍ରଶ୍ନ: – ଶନିର ସବୁଠାରୁ ବଡ ଉପଗ୍ରହ କେଉଁଟି?

ଉତ୍ତର: ଟାଇଟାନ୍

ପ୍ରଶ୍ନ: – ନିକଟରେ ସାଉଦି ଆରବରେ ସର୍ବସାଧାରଣ ପ୍ରଦର୍ଶନ କରିଥିବା ପ୍ରଥମ ମହିଳା କିଏ?

ଉତ୍ତର: ହେବବା ତାୱାଜି

ପ୍ରଶ୍ନ: ହିନ୍ଦୁ ଧର୍ମରେ କେତେ ଦେବତା ଏବଂ ଦେବୀ ଅଛନ୍ତି?

ଉତ୍ତର: ଗ୍ରନ୍ଥ ଅନୁଯାୟୀ ହିନ୍ଦୁ ଧର୍ମରେ ପ୍ରାୟ 33 କୋଟି ଦେବୀ ଦେବତା ଅଛନ୍ତି ।

ପ୍ରଶ୍ନ: ମୁଁ ବାୟୁ ଠାରୁ ହାଲୁକା କିନ୍ତୁ ଶହେ ଲୋକ ମତେ ସାବଧାନ ରେ ଉଠାନ୍ତି ମୁଁ କିଏ?

ଏହାର ଉତ୍ତର ହେଉଛି:ବେଲୁନ

ପ୍ରଶ୍ନ: ଆ ହାତରୁ ତା ହାତ ହୁଏ ସେ ବହୁତ ଯାହା ହାତରେ ରହିଲା ସିଏ ମଜବୁତ?

ଏହାର ଉତ୍ତର ହେଉଛି:ଟଙ୍କା

ପ୍ରଶ୍ନ: ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାର ଦାନ୍ତର ରଙ୍ଗ କଣ ହୋଇଥିବ ?

ଏହାର ଉତ୍ତର ହେଉଛି:ଜନ୍ମ ହେବା ମାତ୍ରେ ଦାନ୍ତ ଉଠିନଥାଏ ।

ପ୍ରଶ୍ନ: ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟ ର ଅଧିକ ବ୍ୟବହାର କରିଥାଉ?

ଏହାର ଉତ୍ତର ହେଉଛି:ନାମ ।

ପ୍ରଶ୍ନ: ମମତାଦେବୀଙ୍କର ୫ଜଣ ପୁଅ ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ ତେବେ ମମତାଦେବୀ ଙ୍କର ସମୁଦାୟ କେତେଜଣ ସନ୍ତାନ ?

ଏହାର ଉତ୍ତର ହେଉଛି:୬ଜଣ

ପ୍ରଶ୍ନ: ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ୱବାସୀଙ୍କୁ କିଏ ପ୍ରଥମେ ଅଵଗତ କରାଇଥିଲେ?

ଏହାର ଉତ୍ତର ହେଉଛି:ସାର ଆଇଜାକ୍ ନିଉଟନ

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *