Personality Test- ହାତର ଆଙ୍ଗୁଠି ରୁ ଜାଣନ୍ତୁ କେମିତି ହେବ ଆପଣଙ୍କର ଭବିଷ୍ୟତ ? କିଏ ସବୁଠୁ ଭାଗ୍ୟଶାଳୀ

ବନ୍ଧୁଗଣ, ଆଙ୍ଗୁଳି ବ୍ୟକ୍ତିର ଇଛା ଶକ୍ତି କୁ ଦର୍ଶାଇଥାଏ । ତାହାର ଭାବନା, ତାହାର ଚିନ୍ତାଧାରା, ତାହାର ବିଚାର, ତାହାର ସ୍ଵଭାବ, ଅଭ୍ୟାସ, ଚରିତ୍ର, ଏବଂ କିଭଳି ତାଙ୍କର ଭବିଷ୍ୟ ରହିବ ? ଏଭଳି ଅନେକ କଥା ଆମ୍ଭେ ନିଜର ଆଙ୍ଗୁଳି କୁ ଦେଖି ଅନୁମାନ ଲଗାଇ ପାରିବା । ଶାସ୍ତ୍ର ଅନୁସାରେ ଆଙ୍ଗୁଳି ର ୩ ପ୍ରକାର ହୋଇଥାଏ ।୧;- ସିଧା ଅଙ୍ଗୁଳି:- ହାତ ମୁଠା କୁ ବନ୍ଦ କରିଲେ, ୨୦ ପ୍ରତିଶତ ବୁଢା ଆଙ୍ଗୁଳି ପଛକୁ ମୋଡି ହୋଇଥାଏ ଏହାକୁ ସିଧା ଆଙ୍ଗୁଳି କୁହନ୍ତି ।

ଏହିଭଳି ବ୍ୟକ୍ତି ବହୁତ ଜିଦି ହୋଇଥାନ୍ତି । ଯାହାକୁ ଥରେ ଏମାନେ ଚିନ୍ତା କରିଥାନ୍ତି ତାହା ନିଶ୍ଚିତ ଭାବରେ କରିଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ ଅଧିକ ସହନଶକ୍ତି ହୋଇଥାଏ । ଏମାନେ ନିଜ ପରିଶ୍ରମ ଦ୍ଵାରା ଦୁନିଆକୁ ଜିତିଥାନ୍ତି । ମାତ୍ର ଏମାନଙ୍କ ଜୀବନରେ ସଂଘର୍ଷ ବହୁତ ହୋଇଥାଏ । ଏମାନଙ୍କୁ କୌଣସି ଜିନିଷ ସହଜରେ ମିଳି ନଥାଏ । ଏଭଳି ଲୋକ ନିଜ ରାସ୍ତା ନିଜେ ବନାଇଥାନ୍ତି କାହା କଥାରେ ପଡି କୌଣସି କାର୍ଯ୍ୟ କରନ୍ତି ନାହିଁ ।

୨;- ମୁଠା ବନ୍ଦ କରି ଯଦି ଆପଣ ନିଜ ଆଙ୍ଗୁଳି କୁ ମୋଡୁଛନ୍ତି ତେବେ ୩୦ ରୁ ୪୦ ପ୍ରତିଶତ ଏହା ଆପଣଙ୍କ ହାତରୁ ପଛ ପଟକୁ ମୋଡି ହୋଇଥାଏ । ଏହିଭଳି ଲୋକ ବହୁତ ନିରୀହ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ନେଚର ବହୁତ ଲଭିଙ୍ଗ ହୋଇଥାଏ । ଜୀବନରେ କୌଣସି ମଧ୍ୟ ପରିସ୍ଥିତି ରେ ଯଦି ଏମାନେ ପଡିଯାଇଥାନ୍ତି ତେବେ ଏମାନେ ନିଜକୁ ସେହି ପରିସ୍ଥିତିରେ ସଂପୂର୍ଣ୍ଣ ଭାବରେ ଢାଳିନେଇଥାନ୍ତି ।

ଏହିଭଳି ବ୍ୟକ୍ତି ନିଜ ଜୀବନରେ ବହୁତ ଅଧିକ ସହନଶୀଳତା ସଂପୂର୍ଣ୍ଣ ହୋଇଥାଏ । ଏମାନଙ୍କ ଅତ୍ୟଧିକ ମହତ୍ଵ ଆକାଂକ୍ଷା ନଥାଏ । ଏମାନଙ୍କ ନେଚର ବହୁତ ଅଧିକ ସ୍ଥିର ରହିଥାଏ । ଏହିଭଳି ଲୋକଙ୍କୁ ଦାଇତ୍ଵ ବହୁତ ଅଧିକ ମିଳିଥାଏ । ଏମାନଙ୍କ ଚେହେରାରେ ସବୁବେଳେ ହସ ରହିଥାଏ । ଏମାନେ ନିଜ ମନର କଥାକୁ ସେତେବେଳେ କହିଥାନ୍ତି ଯେତେବେଳେ ସାମ୍ନାରେ ଥିବା ବ୍ୟକ୍ତି ଏମାନଙ୍କୁ ବହୁତ ଅଧିକ ଭଲ ଲାଗିଥାନ୍ତି । ଅନ୍ୟ ଲୋକେ ବହୁତ ଜଲ୍ଦି ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

୩;- ହାତ ମୁଠା କୁ ବନ୍ଦ କରି ଆଙ୍ଗୁଳି କୁ ପଛକୁ କରିଲେ ଯାହା ସଂପୂର୍ଣ୍ଣ ଭାବରେ ମୋଡି ହେଇଯାଉଥିବ, ଏହିଭଳି ଲୋକେ ବହୁତ କଳାତ୍ମକ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ କଳାକାର ଲୁଚି ରହିଥାଏ । ଏମାନେ ମଧ୍ୟ ବହୁତ ଅଧିକ ଆଶାବାଦୀ ହୋଇଥାନ୍ତି । ଏମାନେ ସରଳ ହୃଦୟ ଏବଂ ଭୋଳାମନଯୁକ୍ତ ବ୍ୟକ୍ତି ଅଟନ୍ତି । ଏମାନଙ୍କୁ ଆପଣ ଯେଉଁଭଳି ସମୁଖରୁ ଦେଖିଥାନ୍ତି, ଏମାନେ ଆପଣଙ୍କ ପିଠି ପଛପଟେ ମଧ୍ୟ ସେହିଭଳି ରହିଥାନ୍ତି ।

ଏହିଭଳି ଆଙ୍ଗୁଳି ଥିବା ବ୍ୟକ୍ତି କିଛି ମଧ୍ୟ ନିଜ ମନରେ ଲୁଚାଇ ରଖିନଥାନ୍ତି । ଏମାନେ ବହୁତ ଭାବୁକ ହୋଇଥାନ୍ତି ଏବଂ ଅନ୍ୟର ଦୁଖକୁ ଦେଖି ଏମାନେ ପିଗିଳି ଯାଇଥାନ୍ତି । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *