ବନ୍ଧୁଗଣ, ଘରର ପୂଜାଘରେ ଏହି ୩ ଟି ଜିନିଷ ରହିବା ବହୁତ ଜରୁରୀ ଅଟେ । ଏହିଭଳି ଘର ସଦାସର୍ବଦା ପଇସା ରେ ପରିପୂର୍ଣ୍ଣ ହୋଇ ରହିଥାଏ । ଏହା ସହିତ ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ପୂଜା କରୁଥିବା ସମୟରେ ତାହା କେଉଁ ଭୁଲ ଅଟେ ଯାହାକୁ କରିବା ଆଦୌ ଉଚିତ ନୁହେଁ । ବାସ୍ତୁଶାସ୍ତ୍ର ଅନୁସାରେ ଆମ୍ଭର ପୂଜାଘରେ ଏହି ୩ ଟି ଜିନିଷ ର ହେବା ନିହାତି ଆବଶ୍ୟକ । ଏହାଦ୍ଵାରା ଭଗବାନ ପ୍ରସନ୍ନ ରହିଥାନ୍ତି ।
୧;- ସାଧାରଣତ ଆମ୍ଭ ଭାରତୀୟ ସଙ୍କୃତି ରେ ଛୋଟ ବଡ ଯେ କୌଣସି ପୂଜା କୁ କରିବା ନିମନ୍ତେ ନିଶ୍ଚିନ୍ତ ନିୟମ ସମ୍ବନ୍ଧରେ କୁହାଯାଇଅଛି । ସାଧାରଣତ ସମସ୍ତ ବସ୍ତୁ ର ନିଜର ଏକ ସ୍ଵତନ୍ତ୍ର ମହତ୍ଵ ରହିଅଛି । ପ୍ରାତ ସମୟରେ ସ୍ନାନଦି ରୁ ନିର୍ବୃତ ହୋଇ ଏବଂ ସ୍ଵଛ ପୋଷାକ ପିନ୍ଧି ନିୟମ ପୂର୍ବକ ପୂଜା କରିବା ଆବଶ୍ୟକ । ଏବଂ ସକାଳେ ତଥା ସନ୍ଧ୍ୟାରେ ଇଶ୍ଵର ସାମ୍ନା ରେ ଦୀପ ଅବଶ୍ୟ ଜଳାଇବା କଥା । ଭଗବାନ ଙ୍କୁ କୁମକୁମ ର ତିଳକ ଲଗାଇ ହିଁ ଆପଣଙ୍କୁ ପୂଜା କରିବା ଆବଶ୍ୟକ ।
୨;- ପୂଜା କରିଥିବା ସମୟରେ ସର୍ବପ୍ରଥମେ ଆପଣ ଏହା ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ମନ୍ଦିର ଇଶାଣ କୋଣରେ ଯେପରି ରହିବା ଆବଶ୍ୟକ । ଏହାଦ୍ଵାରା ଆପଣଙ୍କୁ ପୂଜାର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ବାସ୍ତୁ ଅନୁସାରେ ଆପଣଙ୍କ ଘର ମନ୍ଦିରରେ ଗୋଟିଏ ଭଗବାନ ଙ୍କର କେବଳ ଗୋଟିଏ ଫଟୋ ରଖିବା ଆବଶ୍ୟକ । ଗୋଟିଏ ଭଗବାନ ଙ୍କର ଦୁଇଟି ଫଟୋ ଆଦୌ ରଖନ୍ତୁ ନାହିଁ । ଏହାକୁ ଅତ୍ୟଧିକ ଅଶୁଭ ମାନଯାଇଥାଏ । ବସ୍ତୁ ଅନୁସାରେ ପୂଜାଘରେ ଭଗବାନ ଙ୍କ ଫଟୋ ବ୍ୟତୀତ କୌଣସି ଗୁରୁ ଅଥବା ପୂର୍ବଜ ଙ୍କ ଫଟୋ ଲଗାନ୍ତୁ ନାହିଁ । ଏହାଦ୍ଵାରା ନକାରାତ୍ମକତା ଆସିଥାଏ ।
୩;- ଭଗବାନ ଙ୍କ ପ୍ରସାଦ କୁ କେବେ ମଧ୍ୟ ପୂଜା ପୂର୍ବରୁ ଚାଖି ଅଇଁଠା କରିବା ଉଚିତ ନୁହେଁ । ଏହା ସହିତ ହିଁ ଭଗବାନ ଙ୍କ ଉପରେ ଚଢାଯାଇଥିବା ଫୁଲ କୁ ଅଥବା ଧୂପ, ଦୀପ, ଧୂପକାଠି ଅଥବା କୌଣସି ଅନ୍ୟ ପୂଜା ସାମଗ୍ରୀ କୁ ଶୁଙ୍ଘି ଭଗବାନ ଙ୍କୁ ଚଢାଇବା କଥା ନୁହେଁ । ଏହା ଶାସ୍ତ୍ର ଦ୍ରୁଷ୍ଟି ରୁ ଅନୁଚିତ ମାନାଯାଇଅଛି ।
୪;- କିଛି ମୂର୍ତ୍ତି ଏଭଳି ଅଛନ୍ତି ଯାହାଙ୍କୁ ଆମ୍ଭେ ପୂଜା ଘରେ ରଖିବା ଆଦୌ ଉଚିତ ନୁହେଁ । ଯେପରିକି ଭୈରଭଦେବ, ଶନିଦେବ, ମାତା କାଳୀ, ଏମାନଙ୍କ ମୂର୍ତ୍ତି ଆମ୍ଭକୁ କେବେ ମଧ୍ୟ ପୂଜାଘରେ ରଖିବା କଥା ନୁହେଁ । ଅଥବା କୌଣସି ଦେବତା ଙ୍କ ଛିଡା ହୋଇଥିବା ମୂର୍ତ୍ତି ଅଥବା କ୍ରୋଧ ଅବସ୍ଥାରେ ମୂର୍ତ୍ତି ଆଦୌ ରଖିବା ଉଚିତ ନୁହେଁ । ଏହାଦ୍ଵାରା ପୂଜା ଘରର ବାତାବରଣ ଉଗ୍ର ହୋଇଯାଇଥାଏ ।
ସାକାରାତ୍ମକ ଊର୍ଜା ନକାରତ୍ମକ ଊର୍ଜା ରେ ପରିଣତ ହୋଇ ଯାଇଥାଏ । ଏଣୁ ଆପଣ ଏହିସବୁ ବିଷୟ ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ