ଗୁପ୍ତ ଶିବ ମନ୍ତ୍ର, ଯେ କୌଣସି ସୋମବାର ଦିନ ଥରେ ଶୁଣି ନିଅନ୍ତୁ, କଙ୍ଗାଳ ବି ହେଇଯିବେ ମାଲାମାଲ, ମାତ୍ର 2 ମିନିଟ ରେ ଦେଖିବେ ଚମତ୍କାର

ଭଗବାନ ଶିବଙ୍କ ଚରଣ ତଳେ ଆସିଗଲେ ଜୀବନର ପ୍ରତ୍ୟେକ ସମସ୍ୟା ଆପେ ଆପେ ଶେଷ ହୋଇ ଯାଏ । ଥରେ ତାଙ୍କ ଚରଣରେ ଆସି ଦେଖନ୍ତୁ । ଜୀବନରେ ଯେତେ ମଧ୍ୟ ସମସ୍ୟା ଆସୁଥିଲେ

ଥରେ ତାଙ୍କ ସହ ଯୋଡ଼ି ହୋଇଗଲା ସବୁ ସମସ୍ୟାର ସମାଧାନ ଆପେ ଆପେ ମିଳି ଯିବ । ତେବେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏକ ବହୁତ ସରଳ ଓ ଅଚୁକ ମନ୍ତ୍ର ବିଷୟରେ ଆଜି ଆମେ ଜାଣିବା ।ଆପଣ ପ୍ରତ୍ୟେକ ଦିନ ‘ ଓଁ ନମଃ ଶିବାୟଃ’ ମନ୍ତ୍ର ଜପ କରୁଥିବେ । ମାତ୍ର ଆଜି ଆପଣଙ୍କୁ ଏପରି ଆଉ ଗୋଟେ ମନ୍ତ୍ର ଶିଖାଇବୁ ଯାହା ଆପଣଙ୍କୁ କଠିନ ସମସ୍ୟା ମଧ୍ୟରୁ ବାହାରିବାରେ ସାହାଯ୍ୟ କରିବ ।

ଅର୍ଥାତ୍ ଆପଣ ଯେତେ ବଡ଼ ସମସ୍ୟାରେ ଥାଆନ୍ତୁ ନା କାହିଁକି ସମସ୍ତ ପ୍ରକାର ସମସ୍ୟାରୁ ବାହାର କରିଦେବ ଏହି ମାତ୍ର । ଯେପରିକି ଏବେ କରୋନା ମହାମାରୀର ସମୟରେ ପ୍ରତ୍ୟେକ ବ୍ୟକ୍ତି ଛୋଟ ବଡ ସମସ୍ୟା ଦେଇ ଗତି କରୁଛନ୍ତି ।

ଏହି ମନ୍ତ୍ର ଏତେ ଶକ୍ତିଶାଳୀ ଅଟେ ଯେ ଜୀବନରେ ଯେତେ କଠିନତା ଆସୁ ପଛେ, ଏହାକୁ ଯଦି ଆପଣ ଦିନକୁ ୫ ଥର ଜପ କରିବେ ତେବେ ତମାମ କଠିନତାରୁ ମୁକ୍ତି ପାଇ ପାରିବେ । ବିଷମ ପରିସ୍ଥିତିରେ ମଧ୍ୟ ରାସ୍ତା ମିଳିବ, କଠିନରୁ ଅତି କଠିନ ସମୟ ମଧ୍ୟ ଅତି ସହଜରେ ଟଳି ଯିବ । ଭଗବାନ ଶିବ ଆଦି ବ୍ୟାଧି ତମାମ ସମସ୍ୟାର ହରଣକର୍ତ୍ତା ଅଟନ୍ତି । ଏତିକି ମନେ ରଖନ୍ତୁ କେବେ ମଧ୍ୟ ଆମିଷ ଭୋଜନ କରି ଏହି ମନ୍ତ୍ର ପଢନ୍ତୁ ନାହିଁ ।

ଏହି ମନ୍ତ୍ରର ମଧ୍ୟ ଆପଣଙ୍କୁ ମାନ ରଖିବାକୁ ପଡ଼ିବ ଓ ଯେତେବେଳେ ମଧ୍ୟ ପାଠ କରିବେ ସମ୍ପୂର୍ଣ୍ଣ ମନ ଧ୍ୟାନ ଓ ହୃଦୟ ଦେଇ ଏହାକୁ ପାଠ କରିବାକୁ ହେବ । କାରଣ ହୃଦୟରୁ ମାଗିଥିବା ସମସ୍ୟାର ସମାଧାନ ଅତି ଶୀଘ୍ର ମିଳିଥାଏ ଓ ହୃଦୟର ସମସ୍ତ ବ୍ୟଥା ମଧ୍ୟ ଦୂର ହୋଇଥାଏ । ତେବେ ଆମେ ଜଣାଉଥିବା ଏହି ମନ୍ତ୍ରକୁ ପ୍ରେମର ସହ ପାଠ କରନ୍ତୁ,

‘ଓଁ ନମଃ ଶିବାୟ

ଶୁଭମ୍ ଶୁଭମ୍ କୁରୁ କୁରୁ

ଶିବାୟ ନମଃ ଓଁ । ‘

ଅନେକ ଲୋକ ତ ଏପରି ପ୍ରତ୍ୟେକ ଦିନ ଏହି ମନ୍ତ୍ର ମଧ୍ୟ ଜପ କରିଥାନ୍ତି । ମାତ୍ର ଆପଣ ଯଦି ସମ୍ପୂର୍ଣ୍ଣ ହୃଦୟରୁ ଏହି ମନ୍ତ୍ରକୁ ପ୍ରତ୍ୟେକ ଦିନ ୫ ଥର ଜପ କରିବେ ତେବେ ଭଗବାନ ଶିବଙ୍କ କୃପାରୁ ଅନେକ ଲାଭ ପ୍ରାପ୍ତ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *