ବନ୍ଧୁଗଣ, ଯଦି ଆପଣ ନିଜ ଘରେ ଶିବ-ଲି-ଙ୍ଗ ରଖିଛନ୍ତି ତେବେ ତାହାର ପୂଜା କିଭଳି କରିବେ ? ଅଥବା ଯଦି ଆପଣ ନିଜ ଘରେ ଶିବ ଲି-ଙ୍ଗ ସ୍ଥାପିତ କରିବାକୁ ଚାହୁଞ୍ଚନ୍ତି ତେବେ କେଉଁ କେଉଁ ବିଷୟ ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେବା ଉଚିତ ? ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଶିବ ଲି-ଙ୍ଗ ର ଆକାର କିପରି ହେବା କଥା ? ଯଦି ଆମ୍ଭେ ଘରେ ଶିବ ଲି-ଙ୍ଗ ସ୍ଥାପିତ କରିବା ତେବେ କେତେ ସଂଖ୍ୟାରେ ଶିବ ଲି-ଙ୍ଗ ରହିବା ଆବଶ୍ୟକ ?
କେଉଁ ଜିନିଷ ଆମ୍ଭକୁ ଶିବ ଲି-ଙ୍ଗ ଉପରେ ଚ-ଢା-ଇ-ବା କଥା ଏବଂ କେଉଁ ଜିନିଷ ଆମ୍ଭକୁ ଶିବ ଲି-ଙ୍ଗ ଉପରେ ଚଢାଇବା କଥା ନୁହେଁ ? ଏହି ସବୁ ନିୟମ ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାହା କଣ ଅଟେ ?
୧- ଯଦି ଆପଣ ନିଜ ଘରେ ଶିବ ଲି-ଙ୍ଗ ସ୍ଥାପିତ କରିବାକୁ ଯାଉଛନ୍ତି ତେବେ ତାହାର ଆକାର ଆପଣଙ୍କ ଆଙ୍ଗୁଠି ଉଚ୍ଚା ହେବା ଆବଶ୍ୟକ । ଆପଣ ନିଜ ଘରେ ଯେକୌଣସି ଧାତୁ ର ଶିବ ଲି-ଙ୍ଗ ସ୍ଥାପିତ କରୁଛନ୍ତି, ଯେପରି କି ପାରଦ ର ଶିବ ଲି-ଙ୍ଗ । କୁହାଯାଏ ଯେ ନରବଦେଶ୍ଵର ଶିବ ଲି-ଙ୍ଗ ମଧ୍ୟ ଘରେ ସ୍ଥାପିତ କରିବା ନିମନ୍ତେ ସର୍ବଶ୍ରେଷ୍ଠ ଶିବ ଲି-ଙ୍ଗ ଅଟେ । ସୁନା, ଚାନ୍ଦି, ତଥା ପିତଳ ର ଶିବ-ଲି-ଙ୍ଗ ମଧ୍ୟ ଆପଣ ପୂଜାରେ ପ୍ରୟୋଗ କରିପାରିବେ ।
୨- ଆପଣଙ୍କ ଘରେ ଆପଣ ୧ ରୁ ଅଧିକ ଶିବ-ଲି-ଙ୍ଗ ରଖନ୍ତୁ ନାହିଁ । ସର୍ବଦା ୧ ଟି ଶିବ-ଲି-ଙ୍ଗ ରଖନ୍ତୁ । ଆପଣ ନିୟମିତ ଏହାର ପୂଜା କରିଲେ ଅପନନଙ୍କୁ ଅଧିକ ବିଧି ମୁତାବିକ ଶୁଭଫଳ ପ୍ରାପ୍ତ ହେବ ।
୩- ଭଗବାନ ଶିବ ଙ୍କର ପ୍ରିୟ ହେଉଛି ଧାତୁରା ଏବଂ ବେଲପତ୍ର । ଅକ୍ଷତ ର ପ୍ରୟୋଗ ଭଗବାନ ଙ୍କ ପୂଜା କରିବା ସମୟରେ ବ୍ୟବହାର କରାଯାଏ । ଚନ୍ଦନ ମଧ୍ୟ ଭଗବାନ ଶିବ ଙ୍କୁ ବହୁତ ପ୍ରିୟ ଅଟେ । ଭଗବାନ ଙ୍କ ପୂଜା ରେ ଭ-ସ୍ମ ମଧ୍ୟ ବ୍ୟବାହାର କରି ପାରିବେ । ଏହି ସବୁ ଜିନିଷ ପ୍ରୟୋଗ କରିବା ଦ୍ଵାରା ଭଗବାନ ଶିବ ବହୁତ ସନ୍ତୁଷ୍ଠ ହୋଇଥାନ୍ତି । ଭଗବାନ ଶିବ ଙ୍କ ଉପରେ କେତକୀ ଫୁଲ ରେ ପ୍ରୟୋଗ କରିପାରିବେ ନାହିଁ । ତୁଳସୀ ପତ୍ର, ସିନ୍ଦୁର ତଥା ହଳଦୀ ଆଦି ଭଗବାନ ଶିବ ଙ୍କୁ ଅର୍ପିତ କରି ପାରିବେ ନାହିଁ ।
୪- ଆପଣଙ୍କ ଘରେ ଯେଉଁ ଶିବ-ଲି-ଙ୍ଗ ରହିଅଛି ସେ ଯେପରି କେବେମଧ୍ୟ ଶୁଖିବା କଥା ନୁହେଁ । ଅର୍ଥାତ ତାଙ୍କ ଉପରେ ସର୍ବଦା ଜଳଧାରା ପଡୁଥିବା ଆବଶ୍ୟକ ।
୫- ପ୍ରାତ କାଳରେ ଆପଣ ସ୍ନାନ ସାରି ପ୍ରଥମେ ଶିବ-ଲି-ଙ୍ଗ କୁ ଅଭିଷେକ କରାନ୍ତୁ । ଯଥା ଜଳ, ଦୁଗ୍ଧ, ପଞ୍ଚାବୃତ ଇତ୍ୟାଦି ଆଦିରେ ଆପଣ ଅଭିଷେକ କରି ପାରିବେ । ଏହିଭଳି ଭାବରେ ଯଦି ଆପଣ ନିଜ ଗୃହରେ ଶିବ-ଲି-ଙ୍ଗ ରଖନ୍ତି ତେବେ ଆପଣଙ୍କ ଘରେ ତାହା ନିଶ୍ଚିତ ଶୁଭ ପ୍ରଭାବ ପକାଇବ । ବନ୍ଧୁଗଣ ଏହି ୫ ଟି ମହତ୍ଵପୂର୍ଣ୍ଣ ନିୟମ ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ କିଭଳି ଲାଗିଲା ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।