ବାଛନ୍ତୁ କୌଣସି ଗୋଟିଏ ପ୍ରଜାପତି ଓ ଜାଣନ୍ତୁ ଦୁନିଆରେ ଆପଣଙ୍କୁ ସବୁଠୁ ଅଧିକ ପ୍ରେମ କିଏ କରିଥାଏ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ପ୍ରଜାପତି ର ଚିତ୍ର ଦେଖାଇବୁ ।

ଆପଣଙ୍କୁ ଏହି ପ୍ରଜାପତି ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରଜାପତି କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ପ୍ରଜାପତି ର ଚିତ୍ର କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ପ୍ରଜାପତି ର ଛବି କୁ ବାଛିବା ପରେ ଆମେ ଆପଣଙ୍କୁ କହିବୁ ଯେ ଦୁନିଆ ରେ ସବୁଠାରୁ ଅଧିକ ଆପଣଙ୍କୁ କିଏ ଭଲ ପାଆନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ପ୍ରଜାପତି ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ୫ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ପ୍ରଜାପତି ର ଚିତ୍ର କୁ ବାଛିବାକୁ ପଡ଼ିବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ପ୍ରଜାପତି ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ପ୍ରଜାପତି ର ଛବି ଅନୁସାରେ ଦୁନିଆ ରେ ଆପଣଙ୍କୁ କିଏ ସବୁଠାରୁ ଅଧିକ ଭଲ ପାଆନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣ ପ୍ରଥମ ନମ୍ବର ରେ ଥିବା ପ୍ରଜାପତି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଏହି ଦୁନିଆ ରେ ସବୁଠାରୁ ଅଧିକ ଭଲ ଆପଣଙ୍କ ପରିବାର ସଦସ୍ୟ ପାଆନ୍ତି । ଆପଣ ନିଜ ପରିବାର ପାଇଁ ବହୁତ ଖାସ ଅଟନ୍ତି । ଆପଣ ତାଙ୍କ ଆଖି ର ତାରା ଅଟନ୍ତି । ଆପଣଙ୍କ ପରିବାର ଆପଣଙ୍କୁ ସର୍ବଦା ଖୁସି ରେ ଦେଖିବାକୁ ଚାହାନ୍ତି ।

୨. ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଆପଣଙ୍କ ବନ୍ଧୁ ସମସ୍ତଙ୍କ ଠାରୁ ଅଧିକ ଭଲ ପାଆନ୍ତି । ତାଙ୍କୁ ଆପଣଙ୍କ ସହିତ ସମୟ ବିତାଇବା ବହୁତ ଅଧିକ ପସନ୍ଦ ହୋଇଥାଏ । ସେ ଆପଣଙ୍କ ସହିତ ଯେ କୌଣସି ପରିସ୍ଥିତିରେ ମଧ୍ୟ ସାଥ ଦେଇଥାନ୍ତି ।

୩. ବନ୍ଧୁଗଣ ଯଦି ଆପଣ ତୃତୀୟ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ସବୁଠାରୁ ଅଧିକ ଆପଣଙ୍କ କ୍ରସ୍ କରନ୍ତି । ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ନିଜ ପ୍ରେମ ର ପ୍ରକାଶ କରିପାରୁ ନାହାନ୍ତି ।

୪. ବନ୍ଧୁଗଣ ଯଦି ଆପଣ ଚତୁର୍ଥ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ସବୁଠାରୁ ଅଧିକ ଭଲ ପାଆନ୍ତି । ସେ ଆପଣଙ୍କୁ ଦୁନିଆ ର ସବୁ ଖୁସି ଦେବାକୁ ଚାହାନ୍ତି ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କୁ କେବେବି ଅନ୍ୟ ଠାରୁ କମ ଭାବନ୍ତି ନାହିଁ ।

୫. ବନ୍ଧୁଗଣ ଯଦି ଆପଣ ପଞ୍ଚମ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ସବୁଠାରୁ ବେଶୀ ଆପଣଙ୍କ ପ୍ରେମୀ ଭଲ ପାଆନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କୁ ହରାଇବାକୁ ଚାହାନ୍ତି ନାହିଁ । ଆପଣଙ୍କ ପ୍ରେମୀ ଆପଣଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *