ବାଛନ୍ତୁ କୌଣସି ଗୋଟିଏ ହୃଦୟ ଓ ଜାଣନ୍ତୁ କେମିତି ହେବେ ଆପଣଙ୍କ ଜୀବନସାଥି- Love Quiz Game

ଏହା କେବଳ ମନୋହର ଖେଳ ଅଟେ । ଏହି ଭିଡ଼ିଓରେ ଆମେ ଆପଣଙ୍କୁ ୫ଟି ଅଲଗା ଅଲଗା ପ୍ରକାରର ହୃଦୟ ଦେଖାଇବୁ ଏଥି ମଧ୍ୟରୁ ନିଜ ପସନ୍ଦର ଗୋଟିଏ ହାର୍ଟ ବାଛିବାକୁ ହେବ । ଏଥିପାଇଁ ମାତ୍ର ଆପଣଙ୍କୁ ୫ ସେକେଣ୍ଡ ମିଳିବ ।

ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣ ବାଛିଥିବା ହୃଦୟରୁ ଆପଣଙ୍କ ଜୀବନସାଥି କେଉଁ ପରି ହେବେ ! ବାଛନ୍ତୁ ଏଥିରୁ କୈାଣସି ଗୋଟିଏ ହୃଦୟ ୧, ୨, ୩, ୪, ଏବଂ ୫ । ୧- ସର୍ବ ପ୍ରଥମେ କଥା ହେବା ତାଙ୍କର ଯିଏ ପ୍ରଥମ ନଂ ହୃଦୟ ବାଛିଛନ୍ତି । ଆପଣଙ୍କ ଜୀବନସାଥି ଖୋଲା ବିଚାର ବାଲୀ ଏବଂ ସମସ୍ତଙ୍କୁ ସାହାଯ୍ୟ କରୁଥିବା ବାଲା ବ୍ୟକ୍ତି ଅଟନ୍ତି । ତାଙ୍କର ସ୍ବଭାବ ଅତି କୋମଳ ଅଟେ ଯେଉଁଥିପାଇଁ ସେ ଛୋଟ ଛୋଟ କଥାରେ ଋଷି ଯାଇ ଥାନ୍ତି ।

ପ୍ରେମରେ ଏମାନେ ବହୁତ ଭାବୁକ ଅଟନ୍ତି ଏବଂ ସେ ଯତ୍ନ ନେବା ବହୁତ ଭଲ ଭାବରେ ଜାଣନ୍ତି । ଏମାନେ ନିଜ ଭାଗ୍ୟ ସହିତ ପରିଶ୍ରମ ଉପରେ ଭରସା ବେଶି ଭରସା କରନ୍ତି ଏବଂ ଏମାନେ ଅନ୍ୟ ମାନଙ୍କୁ ମଧ୍ୟ ଏହି ଉପଦେଶ ଦିଅନ୍ତି । ଆପଣଙ୍କ ପାର୍ଟନର ବହୁତ ହୁସିଆର ଏବଂ ବୁଦ୍ଧିମାନ ଅଟନ୍ତି ।

୨- ଏବେ କଥା ହେବା ତାଙ୍କର ଯେଉଁମାନେ ଦ୍ଵିତୀୟ ନଂ ହୃଦୟ ବାଛିଛନ୍ତି । ଯଦି ଆପଣ ଦ୍ଵିତୀୟ ନଂ ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ଜଣକ ସ୍ବଭାବରୁ ଟିକେ ଲାଜକୁଳ ଏବଂ ଭାବୁକ ଅଟନ୍ତି । ସେ ସମସ୍ତେ ପ୍ରକାରର ସମ୍ପର୍କକୁ ଲିଭାଇବା ପାଇଁ ବହୁତ କୁଶଳ ଅଟନ୍ତି । ସେ ନିଜର ଲାଇଫ ବିଷୟରେ ଏବଂ ନିଜର ଅନୁଭବକୁ କାହା ସହିତ ସେୟାର କରିବାକୁ ଚାହାଁନ୍ତି ନାହିଁ । ଆପଣ ସେହି ଖାସ୍ ଲୋକ ଅଟନ୍ତି ଯାହାଙ୍କ ସହ ସେ ସମସ୍ତ ଅନୁଭବ ଏବଂ ଲାଇଫ ବିଷୟରେ ସେୟାର କରନ୍ତି । ଏହାଛଡା ଆପଣଙ୍କ ପାର୍ଟନରଙ୍କ ଠାରେ ମଧ୍ୟ ରଚନାତ୍ମକ ଏବଂ କଳାକୃତି କାର୍ଯ୍ୟରେ ରୁଚି ଅଧିକ ରହିଛି ।

୩- ଯଦି ଆପଣ ୩ୟ ନଂ ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବିଚାର ବାଲା ବ୍ୟକ୍ତି ଅଟନ୍ତି । ସେ କୋମଳ ହୃଦୟର ହୋଇଥାନ୍ତି ସେଥିପାଇଁ କେବେ କାହାକୁ ଦୁଃଖି ଦେଖି ପାରିବେ ନାହିଁ । ସେ ଆପଣଙ୍କ ସାମ୍ନାରେ ନିଜ ଅନୁଭବକୁ ଦର୍ଶାଇବା ଖୁବ୍ ଭଲ ଭାବରେ ଜାଣନ୍ତି । ସେ ଆପଣଙ୍କୁ ସବୁବେଳେ ଖୁସି ଦେଖିବାକୁ ଚାହାଁନ୍ତି ସେଥିପାଇଁ ସେ ସବୁବେଳେ ଆପଣଙ୍କ ପାଇଁ କିଛି ନା କିଛି କରିଥାନ୍ତି ।

୪- ଯଦି ଆପଣ ୪ର୍ଥ ନଂ ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ଜୀବନସାଥି ବହୁତ ଖୁସି ମନ ଏବଂ ମଜାଦାର ଲୋକ ଅଟନ୍ତି । ସେ ଆପଣଙ୍କ ସାଥିରେ ପ୍ରେମ ଭରା ଜୀବନ ବିତାଇବାକୁ ଚାହାଁନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିବାକୁ ଚାହିଁଥାନ୍ତି । ସେ ବହୁତ ଯତ୍ନବାନ ଅଟନ୍ତି ଏବଂ ଆପଣଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚାହାଁନ୍ତି ।

୫- ଯଦି ଆପଣ ୫ମ ନଂ ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ହୃଦୟରୁ ବହୁତ ଭଲ ଏବଂ ଯତ୍ନବାନ ଅଟନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କ ଗୋଟିଏ ଛୋଟ ହସ ପାଇଁ କିଛି ବି କରି ପାରନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *