ଘରେ ଶଙ୍ଖ ରଖିଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରର ଠାକୁର ଘରେ ପୂଜା କେତେକ ପୂଜା ସମ୍ବଦ୍ଧିତ ସାମଗ୍ରୀ ରଖାଯାଇଥାଏ । ସେହି ସମସ୍ତ ପୂଜା ସାମଗ୍ରୀ ଗୁଡିକ ମଧ୍ୟରୁ ଶଙ୍ଖ ଅନ୍ୟତମ । ଶଙ୍ଖ ହେଉଛି ଭଗବାନ ନାରାୟଣଙ୍କର ବହୁତ ଅତ୍ୟନ୍ତ ପ୍ରିୟ ଜିନିଷ । ସମସ୍ତଙ୍କ ଠାକୁର ଘରେ ଶଙ୍ଖ ନିହାତି ଭାବରେ ରହିଥାଏ । ଠାକୁର ଘରେ ଶଙ୍ଖ ରଖିବା ବହୁତ ହିଁ ଶୁଭ କଥା ହୋଇଥାଏ । ଏଥିପ୍ରତି ଧ୍ୟାନ ଦେବାକୁ ହେବ କି ଯେ ଯଦି ଠାକୁର ଘରେ ଶଙ୍ଖ ରଖିଛନ୍ତି ।

ତେବେ ଆପଣଙ୍କୁ କିଛି ବିଶେଷ ନିୟମ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯାହା ଦ୍ଵାରା ଘରେ ଶଙ୍ଖ ରଖିବାର ଉଚିତ ଶୁଭଫଳ ପ୍ରାପ୍ତ ହୋଇବ । ସକାଳ ଓ ସନ୍ଧ୍ଯା ସମୟରେ ଠାକୁର ଘରେ ଶଙ୍ଖ ବାଜିଥାଏ । ପ୍ରତ୍ଯେକ ଦିନ ଶଙ୍ଖ ବଜାଇବା ସମୟରେ ୩ ଥର ପୂର୍ଣ୍ଣ ଓ ଅଧା ଥର ଶଙ୍ଖ ବଜାଇବା ଉଚିତ । କାରଣ ୩ ଥର ଶଙ୍ଖ ବଜାଇବା ଦ୍ଵାରା ଅଶୁଭ ହୋଇଥାଏ ।

ତେଣୁ ପ୍ରତ୍ଯେକ ଦିନ ସାଢେ ୩ ଥର ଶଙ୍ଖ ବଜାଇବା ଦ୍ଵାରା ଘରେ ଅତ୍ୟଧିକ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଯେଉଁ ମାନଙ୍କୁ ଶଙ୍ଖର ସଠିକ ବ୍ୟବହାର ଆସୁନଥାଏ । ତେବେ ସେହି ବ୍ୟକ୍ତି ଶଙ୍ଖ ବଜାଇବା ଅନୁଚିତ । କାରଣ ଅଧ ଖଣ୍ଡିଆ ଶଙ୍ଖ ବଜାଇବାକୁ ଶୁଭ ମନା ଯାଇନଥାଏ । ଶାସ୍ତ୍ରର ମାନ୍ୟତା ଅନୁସାରେ ଯେଉଁ ଘରେ ଶଙ୍ଖ ନଥାଏ ।

ସେହି ଘରେ କେବେ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇନଥାଏ । ଶଙ୍ଖକୁ ଠାକୁର ଘରର କୌଣସି ଉଚ ସ୍ଥାନରେ ରଖିବେ । ତଳେ ଶଙ୍ଖକୁ ରଖିବେ ନାହିଁ । ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ । କଥାରେ ଅଛି ଶଙ୍ଖକୁ ଧରିବା ମାତ୍ରେ ବ୍ୟକ୍ତି ପବିତ୍ର ହୋଇଯାଇଥାଏ । ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ଶଙ୍ଖ ବଯାଇଥାଏ ।

ସେହି ବ୍ୟକ୍ତିର ପେଟ କିମ୍ବା ହୃଦୟ ଜନିତ କୌଣସି ସମସ୍ଯା ଆସିବାର ସମ୍ଭାବନା ନଥାଏ । ନଗାଧୋଇ କେବେ ମଧ୍ୟ ଶଙ୍ଖକୁ ଛୁଇଁବା ଉଚିତ ନୁହେଁ । ଋତୁମତୀ ନାରୀ ମଧ୍ୟ ଶଙ୍ଖକୁ ଛୁଇଁବା ଅନୁଚିତ । ଘରେ ସବୁବେଳେ ୨ଟି ଶଙ୍ଖ ରଖନ୍ତୁ । ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବା ବହୁତ ହିଁ ଶୁଭ କୁହାଯାଇଥାଏ । ଏହି ଶଙ୍ଖ ଘରେ ରଖିବା ଦ୍ଵାରା ଘରକୁ କୌଣସି ପ୍ରକାର ଆକସ୍ମିତ ବିପତ୍ତି ଆସିନଥାଏ ।

ଘରେ ଯଦି କୌଣସି ଭୁତ ପ୍ରେତର ଆଶଙ୍କା ରହୁଛି । ତେବେ ପ୍ରତିଦିନ ଶଙ୍ଖ ବଜାଇବା ଦ୍ଵାରା ଘର ଉପରେ ରହୁଥିବା ଖରାପ ଶକ୍ତିର ବିନାଶ ହୋଇଥାଏ। ଶଙ୍ଖରେ ପାଣି ଦେଇ ସେହି ପାଣିକୁ ପାଦୁକ ଭାବି ସେବନ କରିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିର ଅନେକ ପ୍ରକାର ରୋଗବେମାରୀ ନଷ୍ଟ ହୋଇଥାଏ ।

ତେଣୁ ଘରେ ରଖୁଥିବା ଶଙ୍ଖରେ କେବେ ମଧ୍ୟ ଗୋଡ ବଜାଇବେ ନାହିଁ କିମ୍ବା ତାହାର ଅବମାନନା କରିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *