କରୋନା ପଜିଟିଭ ହେଲେ ଘରେ କିପରି କରିବେ ଚିକିତ୍ସା, ଜାଣନ୍ତୁ ଖାଇବେ କେଉଁ ଔଷଧ- Dr. Rahil Chaudhary

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମ-ହା-ମା-ରୀ ସମସ୍ତ ଙ୍କ ହୃଦୟ ରେ ଏକ ଚହଳ ସୃଷ୍ଟି କରିଛି ।

ଏହି ମ-ହା-ମା-ରୀ ରେ ଅନେକ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଅନେକ ନିଜର ପ୍ରାଣ ହରାଉଛନ୍ତି । ଭାରତ ରେ ସଂକ୍ରମିତ ହୋଇଥିବା ଏହି କୋରନା ମ-ହା-ମା-ରୀ ଦ୍ୱାରା ଦେଶରେ ଅନେକ ଅପୁରଣୀୟ କ୍ଷତି ମଧ୍ୟ ହୋଇଛି ।

କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ସମୟ ରେ ଆପଣଙ୍କୁ ପ୍ରଥମେ ନିଜର ମନୋବଳ କୁ ଦୃଢ଼ ରଖିବାକୁ ହେବ ଏବଂ ସମସ୍ତ ସାମାଜିକ ନିୟମ ର ପାଳନ କରିବାକୁ ହେବ । ଏହାଦ୍ବାରା ହିଁ ଆପଣ କୋରନା ମ-ହା-ମା-ରୀ ରୁ ମୁକ୍ତି ପାଇ ପାରିବେ । ତେବେ ଏହି ମ-ହା-ମା-ରୀ ର ଚିକିତ୍ସା ଘରେ ମଧ୍ୟ ହୋଇ ପାରିବ ।

ଏଥିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଯଦି ଆପଣ ମଧ୍ୟ ଏହି କୋରନା ମ-ହା-ମା-ରୀ ରେ ସଂକ୍ରମିତ ଅଛନ୍ତି ତେବେ ଆପଣ ଏହି ଘରୋଇ ଚିକିତ୍ସା କରି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଯଦି ଆପଣଙ୍କ ର କୋରନା ସହିତ ଜଡିତ କୌଣସି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ଆପଣ ତୁରନ୍ତ ନିଜର ଚିକିତ୍ସା ଘରେ ହିଁ ଆରମ୍ଭ କରି ଦିଅନ୍ତୁ । ଯଦି ଆପଣ କୋରନା ପଜେଟିଭ ଅଛନ୍ତି ତେବେ ଆପଣ ପ୍ରଥମେ ଏକ ଘରେ ଆଇସୋଲେସନ ରେ ରୁହନ୍ତୁ ଏବଂ ପ୍ରଥମ ପାଞ୍ଚ ଦିନ ପର୍ଯ୍ୟନ୍ତ ଦିନକୁ ତିନି ଥର ପାରାସିଟାମୋଲ ବଟିକା ସେବନ କରନ୍ତୁ । ଏହା ସହିତ ନିଜ ଶରୀର ର ତାପମାତ୍ରା କୁ ବାରମ୍ବାର ମାପନ୍ତୁ ।

ଏହା ସହିତ ଦିନକୁ ଚାରି ଥର ଶରୀର ର ଅମ୍ଳଜାନ ର ପରିମାଣ କୁ ମାପନ୍ତୁ । ଯଦି ଶରୀର ରେ ଅମ୍ଳଜାନ ର ମାତ୍ରା କମିବାକୁ ଲାଗେ ତେବେ ତୁରନ୍ତ ଘରେ ହିଁ ଆକ୍ରାନ୍ତ ଙ୍କୁ ଅମ୍ଳଜାନ ଦିଅନ୍ତୁ । ଯଦି ଘରେ ଅକ୍ସୀଜେନ ସିଲିଣ୍ଡର ନ ଥାଏ ତେବେ ରୋଗୀ କୁ ଓଲଟା କରି ଶୁଆଇ ଦିଅନ୍ତୁ । ଏହା ପରେ ସବୁ ଠିକ ହୋଇଯିବ ।

ଏହାପରେ ପାଞ୍ଚ ଦିନ ପରେ ଅର୍ଥାତ ୬ ଦିନ ରୁ କେଉଁ ପ୍ରକାର ଚିକିତ୍ସା କରିବା ଉଚିତ ଆସନ୍ତୁ ଜାଣିବା । ତେବେ ୬ ଦିନ ପରେ ମଧ୍ୟ ଯଦି କୌଣସି ପରିବର୍ତ୍ତନ ଦେଖା ନ ଯାଏ ତେବେ ଆକ୍ରାନ୍ତ ଙ୍କୁ ପ୍ରେଡ୍ନୀସୋଲନ ବଟିକା ଖାଇବାକୁ ଦିଅନ୍ତୁ । ଏହା କୁ କେବଳ ରାତି ରେ ଶୋଇବା ପୂର୍ବରୁ ଥରେ ମାତ୍ର ଖାଆନ୍ତୁ । ଏହା ପରେ ୧୧ ଦିନ ପରେ ଅମନାକୋର୍ଟିଲ ବଟିକା ସେବନ କରନ୍ତୁ । ଏହା କୁ ମଧ୍ୟ ଆପଣ ରାତି ରେ ଶୋଇବା ପୂର୍ବରୁ ଥରେ ସେବନ କରନ୍ତୁ ।

ଏହିପରି ଭାବରେ ଆପଣ ୧୫ ଦିନ ଭାବରେ ସଂଘ ରୋଧ ରେ ରହି ନିଜର ଚିକିତ୍ସା କରିପାରିବେ । ଯଦି ଆପଣ ଘରେ ରହି ଚିକିତ୍ସା କରୁଛନ୍ତି ତେବେ ଆପଣଂକୁ ଅନ୍ୟ କୌଣସି ପରୀକ୍ଷା କରିବା ର ଆବଶ୍ୟକତା ନାହିଁ । ଯେଉଁମାନେ ବହୁତ ଗୁରୁତର ଭାବେ ଆକ୍ରାନ୍ତ ହୋଇଥାଆନ୍ତି ସେମାନଙ୍କୁ ଏହି ସବୁ ପରୀକ୍ଷା କରିବାର ଆବଶ୍ୟକତା ରହିଥାଏ ।

ଯଦି ଆପଣ କୋରନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ତେବେ ଅଧିକ ମାତ୍ରାରେ ନଡ଼ିଆ ପାଣି,ପାଣି ଓ ଓଆରଏସ ପିଅନ୍ତୁ । କାରଣ ଏହି ସମୟ ରେ ଆପଣଙ୍କ ଶରୀର ପର୍ଯ୍ୟାପ୍ତ ପରିମାଣ ରେ ଜଳୀୟ ଅଂଶ ଆବଶ୍ୟକ କରିଥାଏ ।

ଯଦି ଏହି ସମୟ ରେ ଆପଣଂକୁ ଅନ୍ୟ କୌଣସି ରୋଗ ହୋଇଯାଏ ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇପାରିବେ କିନ୍ତୁ ସେହି ଔଷଧ ସହିତ କୋରନା ପାଇଁ ଆପଣ ଯେଉଁ ଔଷଧ ଖାଉଥିଲେ ତାହାକୁ ମଧ୍ୟ ଖାଇବେ । ତେବେ ବନ୍ଧୁଗଣ ଏହିପରି ଭାବରେ ଆପଣ ଚାହିଁଲେ ଘରେ ନିଜର ଚିକିତ୍ସା କରିପାରିବେ ଏବଂ କୋରନା ମ-ହା-ମା-ରୀ ରୁ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *