ଘରେ ଦ୍ଵାର ମୁହଁରେ ଜୋତା ଓ ଚପଲ ଓଲଟା ପଡିଥିଲେ କେଉଁ ସଙ୍କେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ତା’ ର ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ସବୁବେଳେ କାହା ଠାରୁ ନା କାହା ଠାରୁ କିଛି କିଛି ଶିକ୍ଷଣୀୟ କଥା ଶିଖିବାକୁ ପାଇଥାଏ । ତେବେ ସେହିପରି କିଛି ଜ୍ଞାନପୂର୍ଣ୍ଣ କଥା ଚାଲନ୍ତୁ ଆଲୋଚନା କରିବା । ଯଦି ଠାକୁର ପୂଜା କରିବା ସମୟରେ ପ୍ରିୟଜନ ମାନେ କିଛି ଭଲ ଜିନିଷ ନେଇକି ଘରକୁ ଆସିଥାନ୍ତି । ତେବେ ଏହା ବହୁତ ଶୁଭ ହୋଇବା ସହ ଠାକୁରଙ୍କ ଆଶ୍ରୀବାଦ ପ୍ରାପ୍ତ ମଧ୍ୟ ହୋଇଥାଏ ।

ଯଦି ଠାକୁର ପୂଜା କରିବା ସମୟରେ ଘରର ଦ୍ଵାରର ମୁହଁରେ ଆସି କୌଣସି ଗାଈ ଆସି ଠିଆ ହୋଇଥାଏ । ତେବେ ଏହା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ । ଠାକୁର ପୂଜା କରିବା ସମୟରେ ଯଦି କେହି ସାଧୁସନ୍ଥ କିଛି ମାଗିବା ପାଇଁ ଆସିଥାନ୍ତି । ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ଯଦି ଠାକୁର ପୂଜା କରିବା ସମୟରେ ଦୀପର ଶିକ୍ଷା ବହୁତ ଜୋରରେ ଜଳିବା ଆରମ୍ଭ କରେ । ତେବେ ଏହା ଶୁଭ ସଂକେତ ହିଁ ହୋଇଥାଏ ।

ଠାକୁର ପୂଜା କରିବା ସମୟରେ ଯଦି ଠାକୁରଙ୍କୁ ଅର୍ପଣ କରିଥିବା ଫୁଲ କୌଣସି ବ୍ୟକ୍ତି ଥିବା ସମୟରେ ଖସି ପଡିଥାଏ । ତେବେ ସେହି ବ୍ୟକ୍ତି ତଥା ସଂପୂର୍ଣ୍ଣ ପରିବାର ପାଇଁ ଭଲ ହୋଇଥାଏ । ଯଦି ଠାକୁରଙ୍କ ପାଖରେ ଲଗାଯାଇଥିବା ଧୂପକାଠିର ଧୂଆଁ ସ୍ଵସ୍ତିକ ବା ଓମ୍ ସଦୃଶ ଭଳି ଦେଖା ଯାଇଥାଏ । ତେବେ ଏହା ସେହି ଘର ପାଇଁ ମଙ୍ଗଳକୁ ସୂଚଉଥାଏ ।

ଯଦି ଘର ଛାତ ଉପରେ କିମ୍ବା ଘର ପାଖରେ ମାଙ୍କଡ ଫଳ ଖାଇ ପକାଇଥାଏ । ତେବେ ଏହା ଘର ପାଇଁ ଶୁଭ ହୋଇଥାଏ । ଯଦି ସକାଳୁ ସକାଳୁ କୌଣସି ବାଛୁରିକି ଗାଈ କ୍ଷୀର ଦେବାର ଦେଖନ୍ତି । ତେବେ ଏହା ବ୍ୟକ୍ତି ପାଇଁ ଶୁଭ ସୂଚନା ଦେଇଥାଏ ।  ଯଦି ସଜାଳେ କୌଣସି କାର୍ଯ୍ୟରେ ଯିବା ସମୟରେ କୁନି କୁନି ବାଳକବାଳିକାଙ୍କର ହସ ହସ ମୁହଁ ଦେଖିବାକୁ ମିଳିଥାଏ । ତେବେ ଏହା ବହୁତ ଭଲ ସୂଚନା ଦେଇଥାଏ ।

ସେହିପରି ଯଦି ଘରୁ ବାହାରି କୌଣସି ଯାତ୍ରାକୁ ଯିବା ସମୟରେ ଏକ ମହିଳା ପାଣି କିମ୍ବା କ୍ଷୀର ଭର୍ତ୍ତି ମାଠିଆ ନେଇଯିବାର ଦେଖନ୍ତି । ତେବେ ଏହା ବ୍ୟକ୍ତିର ଯାତ୍ରା ଶୁଭଦାୟକ ବୋଲି ଦର୍ଶାଇ ଥାଏ । ଯଦି କୌଣସି ଦିନ ଶରୀରର ଡାହାଣ ଅଙ୍ଗରେ ହଟାତ କିଛି ସମୟ ପାଇଁ କମ୍ପନ ହେବାର ଦେଖନ୍ତି । ତେବେ ଘରର ସୁଖ ସମୃଦ୍ଧି ବୃଦ୍ଧିକୁ ଦର୍ଶାଇ ଥାଏ ।

ଯଦି କୌଣସି ବ୍ୟକ୍ତି ସକାଳୁ ସକାଳୁ ନିଜର କେହି ପ୍ରିୟଜନଙ୍କ ସହିତ ଦେଖା ହୋଇଯାଇଥାଏ । ତେବେ ବ୍ୟକ୍ତି ପାଇଁ ଏହା ବହୁତ ଭଲ ସୂଚନା ଦେଇଥାଏ  । ଘର ଦୁଆର ମୁହଁରେ ଜୋତା ଚପଲ ପଡିବାର ଦେଖିଲେ ଏହା ବହୁତ ଅଶୁଭ ହୋଇଥାଏ । ଏହା ଛଡା ଘରେ କଳି ଝଗଡା ଲାଗିବାର ସୂଚନା ଦେଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *