Jyotish Shastra- ଘରକୁ ସ୍ଵର୍ଗ ବନେଇ ଦିଅନ୍ତି ଏହି 3 ଟି ନାମର ଝିଅ, ହୋଇଥାନ୍ତି ବହୁତ ଭାଗ୍ୟଶାଳି, ଏମାନଙ୍କୁ ବିବାହ କଲେ ଖୋଲିଯାଏ ଭାଗ୍ୟ

ନିଜ ସ୍ବାମୀ ର ଜୀବନ କୁ ସ୍ବର୍ଗ ପରି କରିଦିଅନ୍ତି ଏହି ୩ ଟି ନାମ ର କନ୍ୟା ମାନେ । ବନ୍ଧୁଗଣ ବିବାହ ହେଉଛି ଏକ ଏପରି ପବିତ୍ର ବନ୍ଧନ ଯାହା କି ସ୍ବାମୀ ଏବଂ ସ୍ତ୍ରୀ କୁ ଜୀବନ ସାରା ପାଇଁ ବନ୍ଧିକି ରଖିଥାଏ । ଜୀବନରେ କେତେ ବି କଷ୍ଟ ଆସୁ ନା କାହିଁକି ଏହି ଦୁଇ ଜଣଙ୍କୁ କେବେ ବି ପରଷ୍ପର ଠୁ ଅଲଗା ନ ହୋଇ ପରସ୍ପରର ପାଖରେ ରହି ସେହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ମାର୍ଗ ଖୋଜିବା ଆବଶ୍ୟକ । ବନ୍ଧୁଗଣ ଏହା କୁହାଯାଏ କି ଯେତେବେଳେ ବନ୍ଧନକୁ ରକ୍ଷା କରିବା ପାଇଁ ଦୁଇ ଜଣ ଚାହିଁ ଥାନ୍ତି ।

ଯଦି ଆପଣ ବିବାହିତ ଅଛନ୍ତି ତାହେଲେ ଆପଣ ନିଜର ବନ୍ଧନ କୁ ରକ୍ଷା କରିବା ପାଇଁ ସତ୍ ପ୍ରତିଶତ ଚେଷ୍ଟା କରନ୍ତୁ । ଆଉ ଯଦି ଆପଣ ବିବାହ କରିବା ବିଷୟରେ ଭାବୁ ଛନ୍ତି ତାହେଲେ ଆପଣ ଏହାକୁ ନିଶ୍ଚିନ୍ତ ଭାବେ ଜାଣନ୍ତୁ କାହିଁକି ନା ଯଦି ଆପଣ ଏହାକୁ ଜାଣିବେ ତାହେଲେ ଆପଣ ନିଜ ପାଇଁ ଉପଯୁକ୍ତ ପାତ୍ର ପାଇ ପାରିବେ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ୩ ଟି ନାମ ର ମହିଳା ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ୩ ଟି ନାମ ର ମହିଳା ଙ୍କୁ ଯଦି ଆପଣ ବିବାହ କରିବେ ଆପଣଙ୍କ ଜୀବନ ସ୍ବର୍ଗ ପରି ହୋଇଯିବ ଏବଂ ଆପଣଙ୍କ ଜୀବନ ରେ କେବଳ ଖୁସି ହିଁ ଖୁସି ମିଳିବ । ଏହି ୩ ଟି ନାମ ର ମହିଳା ମାନଙ୍କ ବିଷୟରେ ଜାଣିବା ପାଇଁ ଆପଣ ବହୁତ୍ ଅଧିକ ଉତ୍ସୁକ ହେଉଥିବେ ତେବେ ଆସନ୍ତୁ ଜାଣିବା ଏହି ୩ ଟି ନାମ ର ମହିଳା ଙ୍କ ବିଷୟରେ ।

N ନାମର ଝିଅ ; ତେବେ ପ୍ରଥମେ ଆସୁଛନ୍ତି N ନାମ ର ମହିଳା ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେହି ମହିଳା ମାନେ ବହୁତ୍ ଭଲ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ବିବାହ କଲେ ଏହି ମହିଳା ମାନେ ଆପଣଙ୍କ ଜୀବନ କୁ ଖୁସି ମୟ କରିଦେବେ ଏବଂ ଆପଣଙ୍କ ଜୀବନ କୁ ଚମକେଇ ଦେବେ । ଯଦି ଆପଣ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ମହିଳା ଙ୍କୁ ବିବାହ କରିବେ ତାହେଲେ ଆପଣଙ୍କ ଜୀବନ ଖୁସି ମୟ ହୋଇଯିବ । ସେଥିପାଇଁ ଯଦି ଆପଣଙ୍କ ଜୀବନ ରେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା କୌଣସି ବି ମହିଳା ଅଛନ୍ତି ତାହେଲେ ସେହି ମହିଳା ଙ୍କ ସହିତ ବିବାହ କରିବା ପାଇଁ ଆପଣ ଟିକେ ବି ଡେରି କରନ୍ତୁ ନାହିଁ ।

S ନାମର ଝିଅ ; ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ ସେହି ମହିଳା ମାନେ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ବିବାହ କଲେ ଏହି ମହିଳା ମାନେ ଆପଣଙ୍କ ଜୀବନ କୁ ଖୁସି ମୟ କରିଦେବେ ଏବଂ ଏହି ମହିଳା ମାନେ ନିଜର ସ୍ବାମୀ ଏବଂ ଶଶୁର ଘରର ସମସ୍ତ ଲୋକ ମାନଙ୍କୁ ବହୁତ୍ ଖୁସି ରେ ରଖିଥାନ୍ତି । ଏହି ମହିଳା ମାନେ ନିଜର ଜୀବନ ସାଥି ଙ୍କୁ ବହୁତ୍ ପ୍ରେମ କରିଥାନ୍ତି ଏବଂ ସେମାନଙ୍କୁ ସବୁ ଖୁସି ଦେବାକୁ ଚେଷ୍ଟା କରିଥାନ୍ତି । ଏହା ସହିତ ଏହି ମହିଳା ମାନେ କେବେ କାହାକୁ ଅସୁବିଧା ରେ ପଡିଥିବାର ଦେଖିପାରନ୍ତି ନାହିଁ ଏହା ହେଉଛି ଏମାନଙ୍କର ସବୁଠୁ ଭଲ ଗୁଣ ।

Z ନାମର ଝିଅ : ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର Z ରୁ ଆରମ୍ଭ ହୋଇ ଥାଏ ସେହି ମହିଳା ମାନେ ବହୁତ୍ ଭଲ ହୋଇଥାନ୍ତି । ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ମହିଳା ମାନଙ୍କ ସଂଖ୍ୟା ବହୁତ୍ କମ ହୋଇଥାଏ । ସେଥିପାଇଁ ଯଦି ଆପଣଙ୍କ ନଜର ରେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା କୌଣସି ମହିଳା ଅଛନ୍ତି ତାହେଲେ ଆପଣ ସେହି ମହିଳା ଙ୍କୁ ବିବାହ କରିଦିଅନ୍ତୁ । ଏହି ଝିଅ ମାନଙ୍କୁ ବିବାହ କଲେ ଏହି ମହିଳା ମାନେ ଆପଣଙ୍କ ଜୀବନ କୁ ଖୁସି ମୟ କରିଦେବେ ଏବଂ ଆପଣଙ୍କ ଜୀବନ କୁ ଚମକେଇ ଦେବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *