ଘରକୁ ମାଙ୍କଡ ଆସିବାର ଅର୍ଥ କଣ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ 

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଧନବାନ ହେବାକୁ ଚାହୁଁ ଛନ୍ତି । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରୁଛନ୍ତି । କିନ୍ତୁ ବନ୍ଧୁଗଣ ଯେଉଁ ଘରେ ମା ଲକ୍ଷ୍ମୀଙ୍କର ବାସ ନଥାଏ ସେହି ଘର ସର୍ବଦା ଦରିଦ୍ରତାରେ ରହିଥାଏ ।

ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବହୁତ କିଛି ଉପାୟ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଘରକୁ ଦାରିଦ୍ରତା ଆସିବାର କାରଣ ଓ ଜୀବ ଜନ୍ତୁଙ୍କ ଦ୍ଵାରା ଦିଆଯାଉଥିବା କିଛି ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯେଉଁ ଘରେ କୌଣସି ନିୟମ ନିଷ୍ଟା ନଥାଏ ଓ ଯେଉଁ ଘରେ କେବେହେଲେ ଭାଗବତ ପାଠ ହୁଏନାହିଁ ସେହି ଘରେ ମା ଲକ୍ଷ୍ମୀ କେବେହେଲେ ରହିନଥାନ୍ତି । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହିଥାଏ ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । ଏହା ବ୍ଯତୀତ ଯଦି ପରିବାର ବର୍ଗରେ କଳହ, ଦ୍ଵନ୍ଦ ଓ ହିଂସାବାଦ ଆଦି ଘଟେ ତା ହେଲେ ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିନଥାଏ ।

ଯେଉଁ ଘରର ସଦସ୍ୟ ମାନେ ଅନିୟମ ଓ ଶିଷ୍ଟାହିନ ହୋଇଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ । ବନ୍ଧୁଗଣ ଏହି ସବୁ ଭୁଲ କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀ ଘର ଛାଡି ଚାଲିଯାନ୍ତି । ହେଲେ ବନ୍ଧୁଗଣ ଗୃହରୁ ମା ଲକ୍ଷ୍ମୀ ଯିବାର କିଛି ସଙ୍କେତ ପଶୁ ମାନେ ପ୍ରଦାନ କରିଥାନ୍ତି । ଏହି ସବୁ ସଙ୍କେତ ଦ୍ଵାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଘରକୁ ସଙ୍କଟ ଆସୁଛି । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ବିଷୟରେ ।

୧. ଯଦି ବନ୍ଧୁଗଣ କୌଣସି ବୁଲା କୁକୁର ଆପଣଙ୍କ ଘରକୁ ହଠାତ ପସିଯାଇଥାଏ ତା ହେଲେ ଆପଣ ସତର୍କ ହୋଇଯାନ୍ତୁ କାରଣ ଏହାର ସଙ୍କେତ ହେଉଛି ମା ଲକ୍ଷ୍ମୀ ଆପଣଙ୍କ ଘର ଉପରେ ରୁଷ୍ଟ ଅଛନ୍ତି । ଏହା ସଙ୍କେତ ଅଟେ ଯେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣ ମାନଙ୍କ ଉପରେ ନାହିଁ ।

୨. ଯଦି ବନ୍ଧୁଗଣ ଆପଣଙ୍କ ଘରକୁ ହଠାତ କୁକୁଡା ପଶିଆସେ ତା ହେଲେ ଆପଣ ବୁଝିଯାନ୍ତୁ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ଅଛନ୍ତି । ଏହି ସଙ୍କେତର ଅର୍ଥ ହେଉଛି ଆପଣଙ୍କ ଘରୁ ମା ଲକ୍ଷ୍ମୀ ବହୁତ ଶୀଘ୍ର ଛାଡି ଯାଉଛନ୍ତି ।

୩. ଯେଉଁ ଘରେ ମେଣ୍ଢା ମାନଙ୍କର ପାଦ ପଡିଥାଏ ସେହି ଘର ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାଇଥାନ୍ତି । ସେହି ଘରେ ଥିବା ସଦସ୍ୟ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ନାହିଁ ।

୪. ବନ୍ଧୁଗଣ ଯେଉଁ ଘରକୁ ମାଙ୍କଡ ହଠାତ ପ୍ରବେଶ କରିଥାଏ ତା ହେଲେ ଏହାର ସଙ୍କେତ ହେଉଛି ସେହି ଘରୁ ମା ଲକ୍ଷ୍ମୀ ଛାଡି ଯିବାର ଅଛି । ଏମିତି ଘଟଣା ବହୁତ କମ ହୋଇଥାଏ ହେଲେ ଯେଉଁ ମାନଙ୍କ ଘରେ ଏହି ସବୁ ଘଟଣା ହୋଇଥାଏ ସେହି ଘରକୁ ଦରିଦ୍ରତା ଆସିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *