ନମସ୍କାର ବନ୍ଧୁଗଣ ଆମେ ଦିନର ଆରମ୍ଭ ରେ ଯଦି କୌଣସି ଭଲ କାର୍ଯ୍ୟ କରିଥାଉ ତେବେ ଏହାର ଅନ୍ତ ମଧ୍ୟ ଭଲ ହୋଇ ଥାଏ । ଯଦି ଆମେ ଦିନର ଆରମ୍ଭ ରେ ହିଁ କୌଣସି ବାଧା ବିଘ୍ନ ଆସିଥାଏ ତେବେ ପୁରା ଦିନ ଖରାପ ରେ ବିତିଥାଏ ।
ସକାଳୁ ଉଠିବା ପରେ ପ୍ରତ୍ୟେକ ବ୍ୟକ୍ତି ମନରେ ନୂତନ ଆଶା ର ସଞ୍ଚାର ହୋଇଥାଏ । ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ କରିବା ଦ୍ବାରା ଆମ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ ଜୀବନରେ ଦାରିଦ୍ର୍ୟତା ଆସିଥାଏ । ତେବେ ଆସନ୍ତୁ ଜାଣିନେବା ସକାଳୁ ଉଠି କେଉଁ କେଉଁ କାମ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ ପାଇଁ ଆମ ଜୀଵନ ରେ ଦାରିଦ୍ର୍ୟତା ଆସିଥାଏ । ଆସନ୍ତୁ ଜାଣିନେବା ସେହି ବିଷୟରେ ।
୧- ପ୍ରଥମ ରେ ହେଉଛି କେବେବି କୌଣସି ବୃକ୍ଷ ତଳେ ପେଶାବ କରିବା ଉଚିତ ନୁହେଁ । କାରଣ ବୃଷ ଭିତରେ ମଧ୍ୟ ଦେବୀ ଦେଵତାଙ୍କ ବାସ ରହିଥାଏ ଏବଂ ଆପଣ ଯଦି କୌଣସି ବୃକ୍ଷ ତଳେ ପେଶାବ କରିବେ ତେବେ ଏହା ଆପଣ ଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଦେଇଥାଏ ଏବଂ ଧନ ର ମଧ୍ୟ ହାନି ହୁଏ । ବୃକ୍ଷ ତଳେ ପେଶାବ କରିବା ସବୁଠାରୁ ବଡ଼ ଭୁଲ ।
୨- ଦ୍ଵିତୀୟ ରେ ହେଉଛି ଘରେ କେବେବି ଭଙ୍ଗା ପାନିଆ କୁ ରଖିବା ଉଚିତ ନୁହେଁ । ଯଦି ଆପଣ ଭାଙ୍ଗି ଯାଇଥିବା ପାନିଆ ରେ ମୁଣ୍ଡ କୁଣ୍ଡାଉ ଛନ୍ତି ତେବେ ଏହା ଶାସ୍ତ୍ର ଅନୁସାରେ ବହୁତ ବଡ଼ ଭୁଲ । ଏହି ପରି କରିବା ଦ୍ୱାରା ଘରେ ଅଶାନ୍ତି ଆସିଥାଏ ଏବଂ ଦରିଦ୍ରତା ମଧ୍ୟ ବୃଦ୍ଧି ହୁଏ ।
୩- ତୃତୀୟ ରେ ହେଉଛି ଘରକୁ ସର୍ଵଦା ସଫା ସୁତୁରା ରଖିବା ଆବଶ୍ୟକ କାରଣ ଯେଉଁ ଠାରେ ଅଳିଆ ଆବର୍ଜନା ଏବଂ ଅପରିଷ୍କାର ଥାଏ ସେଠାରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ତେଣୁ ନିଜ ଘରକୁ ସର୍ଵଦା ସଫା ସୁତୁରା ରଖିବା ଯାହା ଦ୍ୱାରା ଘରେ ସକରାତ୍ମକ ଉର୍ଜା ର ବାସ ହେବ ଏବଂ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମଧ୍ୟ ରହିବ ।
୪- ଚତୁର୍ଥ ରେ ହେଉଛି ରୁଟି କୁ କେବେବି ଦାନ୍ତ ଦ୍ୱାରା ରାମ୍ପି କରି ଖାଇବା ଉଚିତ ନୁହେଁ । ଏହି ଭଳି କରିବା ଦ୍ୱାରା ରୁଟି ଅର୍ଥାତ ଖାଦ୍ୟ ର ଅପମାନ ହୁଏ ଏବଂ ଖାଦ୍ୟ ର ଅପମାନ ହେଲେ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧ କରିଥାନ୍ତି ତେଣୁ ସର୍ଵଦା ଖାଦ୍ୟ କୁ କିମ୍ବା ରୁଟି କୁ ସଭ୍ୟ ଭାବରେ ଖାଇବା ଉଚିତ ।
୫- ପଞ୍ଚମ ରେ ହେଉଛି ଯେଉଁ ଲୋକମାନେ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରୁହନ୍ତି ସେମାନେ ମଧ୍ୟ ଦରିଦ୍ରତା କୁ ଆପଣାଇ ଥାଆନ୍ତି । ସର୍ଵଦା ସକାଳୁ ଶୀଘ୍ର ଉଠିବା ର ପ୍ରୟାସ କରିବା ଉଚିତ । ଏହା ଛଡା ସକାଳେ ଉଠି ନିଜ କାର୍ଯ୍ୟ କରିବା ଦ୍ୱାରା ଈଶ୍ୱର ମଧ୍ୟ ଖୁସି ହୋଇଥାନ୍ତି ଏବଂ ଘରେ ସୁଖ ଶାନ୍ତି ଏବଂ ଧନ ର ମଧ୍ୟ ପ୍ରାପ୍ତି ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।