Vastu Tips- ଘରକୁ ବିପଦ ଟାଣି ଆଣେ ଏହି 1 ଗଛ, ଘର ସାମ୍ନାରେ ଥିଲେ ତୁରନ୍ତ କାଟନ୍ତୁ…

ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ରେ ଅନେକ ପ୍ରକାରର ବାସ୍ତୁଦୋଷ ର ବର୍ଣ୍ଣନା କରାଯାଇଅଛି । ଯାହା ପ୍ରକୃତି ତଥା ମନୁଷ୍ୟ ଦ୍ଵାରା ନିର୍ମିତ ହୋଇଥାଏ । ଯାହାକୁ ଭେଦ କୁହାଯାଇଥାଏ । ଭେଦର ତାର୍ପର୍ଜ୍ୟ ହେଉଛି ପ୍ରକାଶ ଏବଂ ବାୟୁର ମାର୍ଗ ରେ ବାଧା । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଏହି ଗଛ ଘରର ମୁଖ୍ୟ ଦ୍ଵାର ନିକଟରେ ରହିଥାଏ ତେବେ ଘରମାଲିକ ବହୁତ ଅସୁବିଧାର ସମୁଖୀନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ୍ଭ ଦ୍ଵାର ନିକଟରେ କେଉଁ ବୃକ୍ଷ ତଥା ଗଛ ରହିବା ଅନୁଚିତ ।

୧- ଘରର ପ୍ରବେଶ ଦ୍ଵାର ନିକଟରେ ବୃକ୍ଷ ଥିଲେ ତାହା ଏକ ପ୍ରକାରର ଭେଦ ଉତ୍ପନ୍ନ କରିଥାଏ । ଘରର ପ୍ରବେଶ ଦ୍ଵାରରେ କୌଣସି ବୃକ୍ଷ ରହିବା ଆବଶ୍ୟକ ନୁହେଁ । ଯଦି ରହିଥାଏ ତେବେ ଘରେ ବାସ କରୁଥିବା ସଦସ୍ୟ ଙ୍କୁ ସର୍ବଦା ସମସ୍ୟା ମାନଙ୍କର ସାମ୍ନା କରିବାକୁ ପଡିଥାଏ ।

୨- ମୁଖ୍ୟ ଦ୍ଵାର ସାମ୍ନାରେ ମନ୍ଦିର, କୂଅ, କଣ୍ଟା ଅଥବା ଖମ୍ବା ରହିଥାଏ ତେବେ ଦ୍ଵାର ନିମନ୍ତେ ଏହା ଶୁଭ ହୋଇ ନଥାଏ । ୩- ମୁଖ୍ୟ ଦ୍ଵାର ନିକଟରେ କୂପ, ହାଣ୍ଡପମ୍ପ ଅଥବା ପାଣିର ଟାଙ୍କି ରହିଥିଲେ ମାନସିକ ଅସନ୍ତୁଳନ ବନିରହିଥାଏ । ଏବଂ ଘରେ ସର୍ବଦା ଧନର ଅଭାବ ବନିରହିଥାଏ । ଏହି କାରଣରୁ ଭାବନା ରେ ନିବାସ କରୁଥିବା ବ୍ୟକ୍ତି ସର୍ବଦା ଚିନ୍ତିତ ରହିଥାନ୍ତି ।

୪- ଘର ର ଫାଟକ ସାମ୍ନା ରେ ଗଭୀର ଖାଲ ରହିଥିଲେ ଭେଦ ର କାରଣ ହୋଇଥାଏ ।

୫- ଘରର ମୁଖ୍ୟ ଦ୍ଵାର ନିକଟ ରେ ସିଡି ବନାଇବା ମଧ୍ୟ ଭେଦ କରିବା ସାଦୃଶ୍ୟ ହୋଇଥାଏ । ଏହାଦ୍ଵାରା ପରିବାରର ସଦସ୍ୟ ଙ୍କ ଉନ୍ନତି ଅଟକି ଯାଇଥାଏ ।

୬- ବିଦୂତ ତଥା ଟେଲିଫୋନର ଖମ୍ବା ମଧ୍ୟ ଘରର ମୁଖ୍ୟ ଦ୍ଵାର ନିକଟରେ ରହିବା ଉଚିତ ନୁହେଁ ।

୭- ଯଦି ଘର ପାଖରେ ପଳାସ ଗଛ ରହିଥାଏ ତେବେ ଗୃହସ୍ଵାମୀ ସର୍ବଦା ପରାଜୟ ରହିଥାଏ ।

୮- ଯଦି ଘର ସାମ୍ନା ରେ ତେନ୍ତୁଳୀ ଗଛ ରହିଥାଏ ତେବେ ଘରର ସଦସ୍ୟ ଙ୍କର ଅକାଳ ମୃ-ତ୍ୟୁ ହୋଇଯାଇଥାଏ ।

୯- ଘର ସାମ୍ନା ରେ ଓସ୍ତ ଗଛ ଥିଲେ ଭୁତପ୍ରେତ ର ପୀଡା ଉତ୍ପନ୍ନ କରିଥାଏ । ଗୃହସ୍ଵାମୀ ମଧ୍ୟରେ ସର୍ବଦା ଡର ବନି ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *