Bhavishya Purana- ଏଭଳି ପାଦ ଥିବା ବ୍ୟକ୍ତି ଜୀବନରେ ଦିନେ ନା ଦିନେ ହୁଅନ୍ତି ଧନୀ, ଦେଖନ୍ତୁ କଣ କହେ ଆପଣଙ୍କ ପାଦ ?

ବନ୍ଧୁଗଣ, ପୁରୁଷ ମାନଙ୍କ ର ଏହି ଅଙ୍ଗ ରେ କଳାଜାଇ ଥିଲେ ତାହା ହୋଇଥାଏ ଅତ୍ୟନ୍ତ ଶୁଭ । ଏହିଭଳି ପୁରୁଷ ହୋଇଥାନ୍ତି ଭାଗ୍ୟଶାଳୀ । ଏହା ସହିତ ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ପାଦର ଗଠନ ଦ୍ଵାରା କିଭଳି ଆପଣ ଜାଣି ପାରିବେ ଯେ ବ୍ୟକ୍ତି ଗରିବ ଅଟେ ଅଥବା ଧନୀ । ଯଦି ପୁରୁଷ ଙ୍କ ଦାନ୍ତରେ ଗ୍ୟାପ ରହିଛି ତେବେ ସେ ଭାଗ୍ୟଶାଳୀ ଅଟେ କି ନା ? ଭବିଷ୍ୟ ପୁରାଣ ୧୮ ପ୍ରମୁଖ ପୁରାଣ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏଥିରେ ଭବିଷ୍ୟ ରେ ହେବାକୁ ଯାଉଥିବା ଘଟଣା ମାନଙ୍କ ର ବର୍ଣ୍ଣନା ମିଳିଥାଏ ।

୧;-ଡାହାଣ ଗାଲରେ କଳାଜାଇ ରହିବା । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଡାହାଣ ଗାଲରେ କଳାଜାଇ ରହିଅଛି ତେବେ ତାହାକୁ ଶୁଭ ମାନାଯାଇଅଛି । ଯେଉଁ ଲୋକଙ୍କ ଡାହାଣ ଗାଲରେ କଳାଜାଇ ରହିଥାଏ ତାଙ୍କ ବିବାହିତ ଜୀବନ ସୁଖମୟ ହୋଇଥାଏ ।

୨;- ଯଦି କୌଣସି ପୁରୁଷ ଙ୍କ ପାଦ କୋମଳ ମାଂସଳ, ର-କ୍ତବର୍ଣ୍ଣ ଅର୍ଥାତ ଲାଲ ରଙ୍ଗର ହୋଇଥାଏ, ଏବଂ ଯେଉଁ ମାନଙ୍କ ପାଦ ଝାଳ ହୋଇଥାଏ ସେମାନେ ସମସ୍ତ ସୁଖସୁବିଧା ପ୍ରାପ୍ତ କରିବା ନିମନ୍ତେ ହୋଇଥାନ୍ତି । ଏହିଭଳି ଲୋକେ ଆରାମ ର ଜୀବନ ବ୍ୟତିତ କରିଥାନ୍ତି ।

୩;- ଯଦି କୌଣସି ପୁରୁଷ ଙ୍କର ଆଙ୍ଗୁଠି ବହୁତ ଅଧିକ ମୋଟା ଦେଖାଯାଉଅଛି ତେବେ ସେମାନଙ୍କୁ ଭାଗ୍ୟର ସାଥ ମିଳି ନଥାଏ ।

୪;- ଯଦି କୌଣସି ପୁରୁଷ ଙ୍କ ସବୁଠାରୁ ଛୋଟ ଅଙ୍ଗୁଳି ବୁଢା ଆଙ୍ଗୁଳି ଠାରୁ ବଡ ହୋଇଥାଏ ତେବେ ଏହିଭଳି ଲୋକେ ବହୁତ ଧନୀ ହୋଇଥାନ୍ତି ।

୬;- ଯଦି କୌଣସି ପୁରୁଷ ଙ୍କ ଜଙ୍ଘ ରେ ରୋମ ନଥାଏ ତେବେ ସେମାନେ ଭାଗ୍ୟର ସାଥ ପ୍ରାପ୍ତ କରି ପାରି ନଥାନ୍ତି ।

୭;- ଯଦି କୌଣସି ପୁରୁଷ ଙ୍କ ଦାନ୍ତ ମଝିରେ ଫାଙ୍କ ରହିଥାଏ, ତେବେ ଏହିଭଳି ପୁରୁଷ ଉତ୍ତମ ମାନସିକତା ରଖିଥାନ୍ତି । ଏହିଭଳି ପୁରୁଷ ମାନଙ୍କ ପ୍ରତି ଭରୋଷା କରାଯାଇପାରେ । ଏହିଭଳି ପୁରୁଷ ଅନ୍ୟ ସମ୍ବନ୍ଧରେ ବହୁତ ଭଲ ଭାବିଥାନ୍ତି । ଏହିଭଳି ଲୋକେ ଖୋଲା ବିଚାର ବାଲା ହୋଇଥାନ୍ତି । ଏବଂ ଏହି କାରଣରୁ ପ୍ରାଏ ପରିବାର ଏବଂ ବନ୍ଧୁ ମାନଙ୍କ ନିକଟ ହୋଇ ରହିଥାନ୍ତି ।

ଏହିଭଳି ପୁରୁଷ ପଇସା ମାମଲା ରେ ବହୁତ ଅଧିକ ବୁଦ୍ଧିମାନ ଦେଖାଇଥାନ୍ତି । ଏହିଭଳି ଲୋକେ କଥା କହିବା ଠାରୁ ବହୁତ ଆଗୁଆ ହୋଇଥାନ୍ତି । ଏହିଭଳି ଲୋକେ ଭାଗ୍ୟଶାଳୀ ମାନାଯାଇଅଛନ୍ତି । ଏବଂ ଏମାନଙ୍କୁ ଶାଶୁ ଘରୁ ମଧ୍ୟ ଅତ୍ୟଧିକ ପ୍ରେମ ମିଳିଥାଏ ।

୮;- ସେହିଭଳି ଯେଉଁ ପୁରୁଷ ଙ୍କ ନିଶ ତଥା ଦାଢି ଉଠି ନଥାଏ ସେହି ଲୋକଙ୍କ ଜୀବନରେ ବହୁତ କଷ୍ଟ ହୋଇଥାଏ । ଏହିଭଳି ଲୋକ ଜୀବନରେ ସମସ୍ତ କାର୍ଯ୍ୟ ରେ ଅସଫଳ ରହି ଯାଇଥାନ୍ତି । ଏମାନଙ୍କୁ ସାଧାରଣତ କିଛି ମଧ୍ୟ ସହଜରେ ପ୍ରାପ୍ତ ହୋଇ ନଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *