Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ନାମର ଝିଅ

ଆଚାର୍ଯ୍ୟ ଚାଣକ୍ୟ ମହାନ ଜ୍ଞାନୀ ଥିଲେ । ସେ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତିରେ ଏମିତି କିଛି ନିୟମ ବିଷୟରେ କୁହା ଯାଇଛି ଯାହା ମାନବ ସମାଜର ହିତରେ ଆସିଥାଏ । ଚାଣକ୍ୟ ନୀତି ଅନୁସାରେ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି କିଛି ନାମର ଝିଅମାନେ । ଝିଅ ମାନଙ୍କର ସ୍ବଭାବ ବିଷୟରେ କେହି ଜାଣି ପାରନ୍ତି ନାହି । କଥାରେ ଅଛି ଯେବେ ଭଗବାନ ନାରୀଙ୍କୁ ଚିହ୍ନି ପାରିଲେ ନାହି ତେବେ ମଣିଷ କେମିତି ବା ଚିହ୍ନିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅତି ପବିତ୍ର ହୋଇଥାନ୍ତି ।

୧- P ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏମାନେ ଶାନ୍ତ ସ୍ଵଭାବର ହେବା ସହ ନିଜ ସାଥିଙ୍କ ପ୍ରତି ବଫାଦାର ହୋଇଥାନ୍ତି । ଏମାନେ କୌଣସି ସ୍ଥିତି ରେ ନିଜର ସାଥିଙ୍କର ସାଥ ଛାଡନ୍ତି ନାହି । ଏମାନଙ୍କର ବ୍ୟବହାର ମଧ୍ୟ ଅନ୍ୟ ମାନଙ୍କ ପ୍ରତି କୋମଳ ହୋଇଥାଏ । ଏହି କାରଣରୁ ଏମାନେ ବହୁତ ପବିତ୍ର ହୋଇଥାନ୍ତି ।

୨- N ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ଓ ସାଥିଙ୍କର କେୟାର ନେଇଥାନ୍ତି । ଏମାନେ ଏମିତି କିଛି କାମ କରନ୍ତି ନାହି ଯାହା ପାଇଁ ସେମାନଙ୍କର ପରିବାର ଓ ସାଥିଙ୍କର ନାମ ଖରାପ ହେବ । ଏମାନଙ୍କ ସ୍ଵଭାବ ବହୁତ ଭଲ ହେବା କାରଣରୁ ଏମାନଙ୍କୁ ପବିତ୍ର ମାନା ଯାଇଥାଏ ।

୩- B ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମ୍ପର୍କକୁ ବାନ୍ଧିବା ରଖିବାର କଳା ବେସ ଭଲ ଭାବେ ଜାଣିଥାନ୍ତି । ଏମାନେ ନିଜ ପାର୍ଟନରଙ୍କର ବେସ ଭଲ ଭାବେ କେୟାର ନେଇଥାନ୍ତି । ଏମାନେ କେବେ କାହାକୁ ଦୁଖ ଦିଅନ୍ତି ନାହି । ଏମାନେ ନିଜର ସାଥିଙ୍କ ପ୍ରତି ବହୁତ ବଫାଦାର ହୋଇଥାନ୍ତି । ଏହି କାରଣ ପାଇଁ ଏମାନେ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ।

୪- B ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଲାଜକୁଳୀ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ମାନ ସମାନ ପ୍ରତି ବହୁତ ସଚେତନ ରହିଥାନ୍ତି । ଏମାନେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ପ୍ରୟାସ କରିତହନ୍ତି । ଏମାନେ ନିଜ ପରିବାର ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

୫- Y ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ପ୍ରତି ଅଲଗା ହୋଇଥାଏ । ଏମାନେ କେବେ ବି କାହାର ନିରାଦର କରନ୍ତି ନାହି । ଏମାନେ ନିଜ ପରିବାର ଓ ସାଥୀଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *