ଗାଧୋଇବା ସମୟରେ ଏମିତି ଭୁଲ କରୁଛନ୍ତି କି ? ସାବଧାନ ! ହୋଇଥାଏ ଅଶୁଭ, ମାଡି ଆସେ ବିପତ୍ତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ପ୍ରାଣୀ ଗାଧୋଇଥାନ୍ତି ।ଗାଧୋଇବା ଦ୍ଵାରା ଶରୀରରେ ସହିତ ଶରୀର ମଇଳା ମୁକ୍ତ ହୋଇବା ସହିତ ସତେକ ଓ ଫୁର୍ତ୍ତି ଅନୁଭବ ହୋଇଥାଏ । ପ୍ରତିଦିନ ଗାଧୋଇବା ବହୁତ ଭଲ କଥା ହୋଇଥାଏ । ଗାଧୋଇବା ସମୟରେ ଏପରି କିଛି ଭୁଲ୍ କରୁଥିବା ବ୍ୟକ୍ତି ମାନେ ଘର ପାଇଁ ଅନିଷ୍ଟର କାରଣକୁ ଆମନ୍ତ୍ରିତ କରିଦେଇଥାନ୍ତି ।

ସେଥିପାଇଁ ଗାଧୋଇବା ସହିତ ଗାଧୁଆ ସମୟର କେତେକ ବିଶେଷ କଥା ପ୍ରତି ଧାନ ରଖିବାକୁ ପଡିବ । ଗାଧୋଇସାରିଲା ପରେ ପ୍ରତ୍ଯେକ ବ୍ୟକ୍ତି ତଉଲିଆ ଦ୍ଵାରା ଶରୀରକୁ ପୋଛି ଥାନ୍ତି । କିନ୍ତୁ ମନେ ରଖିବାକୁ ହେବ ଯେ ଗାଧୋଇ ସାରିଲା ପରେ ଅନ୍ୟର ତଉଲିଆରେ ନିଜର ଶରୀରକୁ ପୋଛିବା ଅନୁଚିତ ।

ଏପରି କରିବା ଦ୍ଵାରା ଶରୀରରେ ଅନେକ ପ୍ରକାର ଚର୍ମ ଜନିତ ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ସର୍ବଦା ନିଜର ଏକ ସ୍ଵତନ୍ତ୍ର ତଉଲିଆ ରଖି ସେଥିରେ ନିଜର ଶରୀରକୁ ପୋଛନ୍ତୁ । ସର୍ବଦା ଗାଧୋଇ ସାରିଲା ପରେ ସ୍ବଚ୍ଛ ବସ୍ତ୍ର ପିନ୍ଧିବା  ଉଚିତ । ସଫା ହୋଇନଥିବା ବା ପାଲଟା ହୋଇଥିବା ହୋଇଥିବା ପୋଷାକ ପିନ୍ଧିବା ଦ୍ଵାରା ମଧ୍ୟ ଶରୀରରେ ରୋଗ ବେମାରୀ ବଢିଥାଏ।

ଏହା ସହିତ ଅନ୍ୟ କାହାର ବସ୍ତ୍ର ମଧ୍ୟ ପିନ୍ଧିବା ଉଛି ନୁହେଁ । ଗାଧୋଇବା ସମୟରେ ସର୍ବଦା ନିଜ ଶରୀରକୁ ସଂପୂର୍ଣ୍ଣ ଭାବରେ ଓଦା କରି ଭଲ ଭାବରେ ଗାଧୋଇବା ଉଚିତ । ଶରୀରକୁ ଅଧା ଓଦା କରି ଗାଧୋଉଥିବା ଲୋକ ନିଜ କୁଣ୍ଡଳୀରେ ଖରାପ ଯୋଗ ବନାଇଥାନ୍ତି । ଗାଧୋଇବା  ସମୟରେ ମହିଳା ମାନେ କେବେ ମଧ୍ୟ ଉଲଗ୍ନ ହୋଇ ଗାଧୋଇବା ଅନୁଚିତ । ଯାହା ହେଲେ ମଧ୍ୟ ଗାଧୁଆ ସମୟରେ ଦେହରେ କିଛି ବସ୍ତ୍ର ପିନ୍ଧି ସ୍ନାନ କରିବା ଉଚିତ ।

ଗାଧୋଇବା ସମୟରେ ପ୍ରଥମେ କେବେ ମୁଣ୍ଡରେ ହଟାତ ପାଣି ଢାଳି ଗାଧାନ୍ତୁ ନାହିଁ । ଏପରି କରିବା ଦ୍ଵାରା ବେଳେ ବେଳେ ଶରୀରରେ ରକ୍ତ ସଂଚାଳନ ବନ୍ଦ ହୋଇଯାଇଥାଏ । ଯାହା ଦ୍ଵାରା ହାର୍ଟ ଆଟାକ୍, ପାରଳାଇଜ ଭଳି ସମସ୍ଯା ଆସିବାର ସମ୍ଭାବନା ରହିଥାଏ । ହୋଇବା ପ୍ରଥମେ ନିଜ ଗୋଡରେ ପାଣି ଢାଳି ତାପରେ ଧୀରେ ଧୀରେ କରି ଶରୀରକୁ ଓଦା କରିବା ସହିତ ମୁଣ୍ଡରେ ପାଣି ଢାଳି ହୋଇ ଗାଧାନ୍ତୁ ।

ଯେତେବେଳେକୌଣସି କାର୍ଯ୍ୟ କ୍ଷେତ୍ରରୁ ହାଲିଆ ହୋଇ ଘରକୁ ଆସୁଛନ୍ତି କିମ୍ବା ଜିମ୍ କରି ଝାଳ ହୋଇକି ଘରକୁ ଆସୁଛନ୍ତି । ସଙ୍ଗେ ସଙ୍ଗେ ଗାଧୋଇବା ଅନୁଚିତ । ଏହା ଶରୀର ପକ୍ଷେ ଖରାପ ପ୍ରଭାବ ପକାଇଥାଏ ।  କିଛି ସମୟ ବସି ରିଲାକ୍ଷ ହୋଇକରି ଗାଧାନ୍ତୁ । ଯଦି ଗାଧୋଇବା ସମୟରେ ଏହି ସବୁ ନିୟମର ପାଳନ କରନ୍ତି । ତେବେ ଆପଣଙ୍କର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *