ପୁରା ଶରୀରକୁ କରନ୍ତୁ କ୍ଷୀର ଭଳି ଧଳା, ବାସ ଗାଧୋଇବା ସମୟରେ ଲଗେଇ ନିଅନ୍ତୁ ଏହି ଜିନିଷ, ଚମକିବ ଚେହେରା (Beauty Tips)

ସୁନ୍ଦର ଦେଖା ଯିବାକୁ କିଏ ବା ନ ଚାହିଁ ଥାଏ । ସେଥିପାଇଁ ସମସ୍ତେ କେତେ କଣ କ୍ରିମ କସମେଟିକସ୍ ଆଦିର ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ସେଥିରେ କେବଳ ସମୟ ଓ ଟଙ୍କା ର ହାନି ହେବା ଛଡା ଆଉ କିଛି ପ୍ରାପ୍ତ ହୋଇନଥାଏ । ବନ୍ଧୁଗଣ ଦୂଷିତ ବାୟୁ ଓ ପ୍ରଦୂଷଣ ରେ ବାହାରକୁ ଯିବା କାରଣରୁ ଆମର ତ୍ଵଚା ରେ ଡଲ୍ନେସ ପଡି ଯାଇଥାଏ । ଯାହା ଫଳରେ ଧୀରେ ଧୀରେ ଆମର ତ୍ଵଚା ନିଜର ରଙ୍ଗ ଛାଡି କଳା ପଡିବାକୁ ଲାଗେ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପକ୍ରି ଉପଚାର ନେଇ ଆସିଛୁ, ଯାହାକୁ ଆପଣ ପ୍ରସ୍ତୁତ କରି ମାତ୍ର ଥରେ ବ୍ୟବହାର କଲା ପରେ ହିଁ ତାହର ପରିଣାମ ଦେଖିବାକୁ ପାଇବେ । ଯେଉଁ ମାନଙ୍କର ତ୍ଵଚ ଖୁବ କମ ବୟସ ରୁ ହିଁ ଜାକି ଜାକି ହୋଇ ଯାଉଛି ବା ବୟସ୍କ ଲୋକଙ୍କ ପରି ଦେଖା ଯାଉଛି ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ଟି ଖୁବ ଲାଭ ଦାୟକ ଅଟେ ।

ଆପଣ ଏହାକୁ ବ୍ୟବହାର କରିଲା ପରେ ତତକ୍ଷଣାତ ଏହାର ପରିଣାମ ଦେଖିବାକୁ ପାଇବେ । ବନ୍ଧୁଗଣ ଏହି ରେମିଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଅରୁଆ ପେଜ, ଯାହାକି ଆପଣଙ୍କୁ ଅତି ସହଜ ରେ ନିଜ ରୋଷେଇ ଘରୁ ମିଳିଯାଇ ପାରିବ । ପେଜ ଏକ ଏପରି ଜିନିଷ ଅଟେ ଯାହାକୁ ତ୍ଵଚାକୁ ସଫା କରିବା ଓ ଚିକଣ କରିବା ପାଇଁ ଖୁବ ସାହାର୍ଯ୍ୟ କରିଥାଏ ।

କୋରିୟାନ ଝିଅ ଙ୍କର ତ୍ଵଚା ଭଳି ଆପଣ ଙ୍କର ତ୍ଵଚା ଚମକଦାର ହୋଇଯିବ । ବନ୍ଧୁଗଣ ପ୍ରଥମେ ଆପଣ ଗରମ ପେଜ ରୁ ଏକ ଗ୍ଳାସ ଏକ ପାତ୍ରରେ ଆପଣ ନେଇ ନିଅନ୍ତୁ । ଏହାପରେ ଏକ ଡୋଭ ସାବୁନ କୁ ଗ୍ରେଡ କରି ସେଥିରୁ ଦୁଇ ଚାମଚ ନେଇ ସେହି ଗରମ ପେଜ ରେ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏଥିରେ ଦୁଇ ଚାମଚ ମଇଦା ଦେଇ ଭଲ ଭାବରେ ଗୋଳାଇ ଗ୍ଯାସ ଉପରେ ୨ ରୁ ୩ ମିନିଟ ପାଇଁ ଭଲ ଭାବରେ ଫୁଟାଇ ଏହାକୁ କାଢି ଆଣନ୍ତୁ ।

ମଇଦା ମଧ୍ୟ ତ୍ଵଚା କୁ ସଫା କରିବା ପାଇଁ ଖୁବ ସାହାର୍ଯ୍ୟ କରିଥାଏ । ତାହାଛଡା ମଇଦା ଦେବା ଦ୍ଵାରା ଏହା ଏକ କ୍ରିମ ଭଳି ରୂପ ନେଇ ଯାଇଥାଏ । ଯାହା ଦ୍ଵାରା ଏହାକୁ ବ୍ୟବହାର କରିବା ସହଜ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ଏହି କ୍ରିମ କୁ ଥଣ୍ଡା ହେଲା ପରେ କୌଣସି ଏକ ପାତ୍ର ରେ ରଖି, ଏକ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ । ଏହାକୁ ଆପଣ ପ୍ରତିଦିନ ସ୍ନାନ ସମୟରେ ନିଜର ଶରୀରର ଇଛାନୁସାରେ ଯେ କୌଣସି ସ୍ଥାନରେ ଲଗାଇ ପାରିବେ । ଲଗାଇବା ର ମାତ୍ର ୨ ରୁ ୩ ମିନିଟ ପରେ ଆପଣ ଏହାକୁ ଧୋଇ ସଫା କରି ନିଅନ୍ତୁ ।

ଆପଣ ଦେଖିବେ ଆପଣ ଙ୍କ ତ୍ଵଚା ପୂର୍ବ ରୁ ଅନେକ ସଫା ହୋଇ ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *