Vastu Tips- ଗାଈର ଛୁଇଁ ଦିଅନ୍ତୁ ଏହି ଅଙ୍ଗକୁ, ବଦଳିଯିବ ଭାଗ୍ୟ, ରାତାରାତି ହୋଇଯିବେ ଧନୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ମାନ୍ୟତା ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ଭବିଷ୍ୟତ ରେ ସତ୍ୟ ସାବ୍ୟସ୍ତ ହୋଇଥାଏ । ଶାସ୍ତ୍ର ରେ ଉଲ୍ଲେଖ ରହିଛି ଯେ, ଗାଈ ମାନଙ୍କ ଦେହ ରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି ।

ତେଣୁ ଗାଈ କୁ ଗୋମାତା ବୋଲି କୁହାଯାଇଥାଏ । ଗାଇ କୁ ପୂଜା କରିବା ଦ୍ୱାର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ । ଗାଈ ର ଏପରି ଏକ ଅଙ୍ଗ ଅଛି ଯାହାକୁ ସ୍ପର୍ଶ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ଦାରିଦ୍ର୍ୟତା ଦୁର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଗାଈ ଶରୀର ରେ ତେତିଶ କୋଟି ଦେବଦେବୀ ବାସ କରିଥାନ୍ତି । ତେଣୁ ଯେଉଁ ବ୍ୟକ୍ତି ଗାଈ କୁ ପୂଜା କରିଥାଏ ତା’ ଉପରେ ସମସ୍ତ ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି । ଗୋମାତା କାମଧେନୁ ଅଟନ୍ତି । ସେ ସମସ୍ତ ଙ୍କ ଦୁଃଖ କଷ୍ଟ କୁ ଦୁର କରିଥାନ୍ତି । ଗାଈ ଯେତେବେଳେ ଅପରାହ୍ନ ରେ ଘର କୁ ଫେରିଥାନ୍ତି ସତେବେଳେ ତାଙ୍କ ଖୁରା ରୁ ଯେଉଁ ଧୂଳି ଉଡ଼ିଥାଏ ତାହା ମନୁଷ୍ୟ ର ସମସ୍ତ ପାପ କୁ ଧୋଇ ନେଇଥାଏ ।

ଯେଉଁ ବ୍ୟକ୍ତି ପାଠ ପଢା ରେ ଦୁର୍ବଳ ହୋଇଥାନ୍ତି ଓ କହିବାକୁ ଅସମର୍ଥ ହୋଇଥାନ୍ତି କିମ୍ବା ତାଙ୍କର କୌଣସି ପ୍ରକାର ସମସ୍ୟା ଲାଗି ରହିଥାଏ ତେବେ ସେ ଗାଈ କୁ ସବୁଜ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ତାହା ଦୁର ହୋଇଥାଏ । କୁହାଯାଏ ଯେ ଗାଈ ର ଦାନ କରିବା ବହୁତ ପୁଣ୍ୟ ର କାମ ହୋଇଥାଏ । ଯଦି ଆପଣଙ୍କ ର ମଙ୍ଗଳ ଗ୍ରହ ଦୋଷ ଅଛି ତେବେ କୌଣସି ଗରିବ ବ୍ରାହ୍ମଣ ଙ୍କୁ ଗାଈ ଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ର ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ ।

ଯଦି ଆପଣଙ୍କ ର ନବଗ୍ରହ ବା ଶନି ଦଶା ରହୁଛି ତେବେ ଆପଣ କଳା ଗାଈ ର ଦାନ କରନ୍ତୁ ଏହା ଦ୍ବାରା ଆପଣ ଙ୍କ ର ବହୁତ ଶୁଭ ହୋଇଥାଏ ଓ ଶନି ଦଶା କଟି ଯାଇଥାଏ । ଯଦି ଆପଣଙ୍କ ର କୌଣସି କାର୍ଯ୍ୟ ପୁରା ହୋଇ ପାରୁନାହିଁ କିମ୍ବା କୌଣସି କାମ ଅଧା ରୁ ବାକି ଅଛି ତେବେ ଆପଣ ଗୋ ମାତା ଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ । ଆପଣଙ୍କ ର ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଗାଈ ମାନଙ୍କ ଶରୀର ର ଉପର ଭାଗ ରେ କିଛି ଚୂଳ ରହିଥାଏ ।

ଏହି ଚୂଳ ରେ ସୂର୍ଯ୍ୟ କେତୁ ନାଡ଼ା ରହିଥାଏ । ଏହି ଚୂଳ କୁ ପ୍ରତିଦିନ ସକାଳେ ଆଉଁସି ଦେବା ଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୁର ହୋଇଥାଏ । ଆପଣଙ୍କ ଘରେ ଦେଖା ଯାଉଥିବା ଦାରିଦ୍ର୍ୟତା ମଧ୍ୟ ଦୁର ହୋଇଥାଏ ଓ ଧନ ର ବର୍ଷା ହୋଇଥାଏ । ଯଦି ଆପଣଙ୍କ ର ଆର୍ଥିକ ସମସ୍ୟା ଲାଗି ରହିଥାଏ ତେବେ ନିଶ୍ଚିତ ଏପରି କରନ୍ତୁ ।

ଏହାଦ୍ବାରା ଆପଣଙ୍କ ଜୀବନ ରୁ ଦାରିଦ୍ର୍ୟତା ଦୂରେଇ ଯିବ ଓ ଧନ ର ବର୍ଷା ହେବ । ଏହା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *