Vastu Tips- ଏମିତିକା Money Plant ବିନା ପରିଶ୍ରମରେ ହିଁ କରିଦିଏ କୋଟିପତି, ଜଲ୍ଦି ଦେଖନ୍ତୁ

ମନି ପ୍ଳାଣ୍ଟ ଯେତେ ବୃଦ୍ଧି ପାଏ ଏହା ସହ ଆମ ଘରେ ଟଙ୍କା ପଇସା ଓ ଧନର ସେତେ ବୃଦ୍ଧି ହୁଏ ବୋଲି ମାନାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଳାଣ୍ଟ ସମ୍ପୂର୍ଣ୍ଣ ଭାବେ ଆମ ଆର୍ଥିକ ସ୍ଥିତି ସହ ଜଡିତ ଅଟେ । ସେଥିପାଇଁ ଏହି ଗଛକୁ ମନି ପ୍ଳାଣ୍ଟ ବୋଲି କୁହାଯାଏ ।

ଆଜି ଆମେ ଆପଣଙ୍କୁ ମନି ପ୍ଲାଣ୍ଟ ବିଷୟରେ ଏଭଳି କିଛି ତଥ୍ୟ ଦେବୁ ଯାହା ଆପଣଙ୍କ ଜୀବନରେ ଆସିଥିବା ସମସ୍ଯା ଗୁଡିକୁ ସମାଧାନ କରିବାରେ ସାହାଯ୍ୟ କରିବା ।  “ମନି ପ୍ଳାଣ୍ଟ” ଏହାର ନାମରୁ ହିଁ ଜଣାପଡେ ଏହା ଆମ ଆର୍ଥିକ ସ୍ଥିତି ଉତ୍ତମ କରିଥାଏ । ତେବେ ଏହି ପ୍ଳାଣ୍ଟ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଜାଣିବା କଥା ହେଉଛି ଏହା କେବେ ମଧ୍ୟ ବଜାରରୁ କ୍ରୟ କରି ଲଗାଇବା ଉଚିତ୍ ନୁହେଁ । ମାତ୍ର ଅନ୍ୟ କାହା ଠାରୁ ଚୋ-ରୀ କରି ଏହା ଘରେ ଲଗାଇବା ଉଚିତ୍ ।  

ଯେଉଁ ବ୍ୟକ୍ତି ଖୁବ ଧନୀ ବା ଯେଉଁ ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ମଜବୁତ ଅଟେ, ଏପରି ଘରୁ ମନି ପ୍ଳାଣ୍ଟ ଚୋରୀ କରି ଲଗାନ୍ତୁ । ମାତ୍ର ମନି ପ୍ଳାଣ୍ଟ ଚୋରୀ କରିବା ସମୟରେ ଯେପରି କେହି ଆପଣଙ୍କୁ ନ ଦେଖନ୍ତୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହି ମନି ପ୍ଲାଣ୍ଟକୁ ଆପଣ ରାତିରେ ମଧ୍ୟ ଆଣି ପାରିବେ । ଏହାକୁ ଚୁପଚାପ ଚୋରୀ କରି ଆଣିବା ପରେ କୌଣସି ଜାଗାରେ ସଫା ମାଟିରେ ଏହାକୁ ପୋତି ଲଗାଇ ଦିଅନ୍ତୁ କିଅବା ଏକ ବୋତାଳରେ ସଫା ପାଣି ରଖି ସେଥିରେ ଏହାର ଚେରକୁ ବୁଡାଇ ରଖନ୍ତୁ । ଏପରି କାଲେ ଭାଗ୍ୟ ଚମକି ଉଠେ ବୋଲି ବିଶ୍ଵାସ କରାଯାଏ ।

ଯଦି ଆପଣଙ୍କୁ ଏହି କଥାରେ ବିଶ୍ବାସ ହେଉ ନାହିଁ, ତେବେ କେଉଁଠାରୁ ମନି ପ୍ଳାଣ୍ଟ ଚୋରୀ କରି ଆଣି ଏକ କୁଣ୍ଡରେ କିମ୍ବା ବୋତାଲରେ ରଖି ଦିଅନ୍ତୁ । ନଚେତ ନିଜ ବାଡିରେ ମଧ୍ୟ ମାଟିରେ ପୋତି ଲଗାଇ ଦିଅନ୍ତୁ । କିଛି ସମୟ ମଧ୍ୟରେ ଆପଣଙ୍କୁ ଉତ୍ତମ ଫଳ ମିଳିବା ଆରମ୍ଭ ହୋଇଯିବ । ମାତ୍ର ମାନେ ରଖନ୍ତୁ ଏହି ମନି ପ୍ଲାଣ୍ଟକୁ ଚୋରୀ କରିବା ସମୟରେ ଯଦି କାହାର ନଜର ପଡିଯାଏ, ତେବେ କୌଣସି ଲାଭ ମିଳେ ନାହିଁ ।

ଏହି ପ୍ଲାଣ୍ଟକୁ ଆପଣ ନିଜ ଘରର ମଧ୍ୟଭାଗରେ ମଧ୍ୟ ଲଗାଇ ପାରିବେ । ହିନ୍ଦୁ ଧର୍ମ ବିଶ୍ଵାସ ଅନୁସାରେ ଦକ୍ଷିଣ-ପୂର୍ବ ଦିଗରେ ଭଗବାନ ଗଣପତିଙ୍କ ବାସ ହୋଇଥାଏ । ମନି ପ୍ଳାଣ୍ଟ ଗଛକୁ ଭାଗ୍ଯର ପ୍ରତୀକ ମାନାଯାଏ । ସେଥିପାଇଁ ଧ୍ୟାନ ରଖନ୍ତୁ ମନି ପ୍ଲାନ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ହିଁ ଲଗାଇବା ଉଚିତ୍ ।

କାରଣ ଭଗବାନ ଗଣେଶ ଏହି ଦିଗର ଦେବତା ଅଟନ୍ତି ଓ ତାଙ୍କୁ ବିଘ୍ନନାଶକ ମଧ୍ୟ କୁହାଯାଏ । ଦକ୍ଷିଣ-ପୂର୍ବ ଦିଗକୁ ସବୁଠୁ ଶୁଭ ଦିଗ ବୋଲି ମାନାଯାଏ । ସେଥିପାଇଁ ଏହି ଦିଗରେ ମନି ପ୍ଳାଣ୍ଟ ରଖିବା ଦ୍ଵାରା କେବେ ମଧ୍ୟ ଧନର ଅଭାବ ହୋଇ ନ ଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *