ଏହି ସାପର ଦାମ ୨ କୋଟି ଟଙ୍କା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣଙ୍କୁ ଏକ ସାପ ବିଷୟରେ ସୂଚନା ଦେବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ସୀମା ନିକଟରେ ଜଣେ ଚୋରା ଚାଲାଣକାରୀଙ୍କୁ ସଶସ୍ତ୍ର ବାହିନୀ କର୍ମଚାରୀ ଗିରଫ କରିଛନ୍ତି । ଯେଉଁଥିରୁ ବାଲି ବୋଡ଼ା ସାପ ଉଦ୍ଧାର କରାଯାଇଛି । ଏହି ସାପକୁ ଭାରତର ଦୋ ମୁହାଁ ସାପ ମଧ୍ୟ କୁହାଯାଏ । କାରଣ ଏହି ସାପର ଉଭୟ ପାର୍ଶ୍ୱରେ ପାଟି ଅଛି ।

କିନ୍ତୁ ଯେତେବେଳେ ଏହି ଚୋରା ଚାଲାଣକାରୀ ଗିରଫ ହୋଇଥିଲେ ସେତେବେଳେ ସେ କହିଥିଲେ ଯେ ସେ ଏହି ସାପକୁ ବିକ୍ରୟ କରିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ ଶୁଣି ଆପଣଙ୍କ ହୋସ ଉଡ଼ିଯିବ । ଏହି ସାପର ଅନ୍ତର୍ଜାତୀୟ ବଜାର ରେ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଆରମ୍ଭ ହୋଇ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି ।

ଏହି ସାପ ବହୁତ ଦୁର୍ଲଭ ଏବଂ ବିରଳ ଅଟେ । ଆପଣଙ୍କ ମଧ୍ୟରୁ ବହୁତ କମ ଲୋକ ହୁଏତ କେହି ମଧ୍ୟ ଏହି ସାପ କୁ ପୂର୍ବରୁ ଦେଖିନଥିବେ । ଏବେ ଆପଣ ସମସ୍ତେ ଜାଣିବାକୁ ଆଗ୍ରହୀ ହେବେ ଯେ ଏହି ସାପରେ ବିଶେଷ ଜିନିଷ କ’ଣ ଯାହା ଏତେ ମହଙ୍ଗା ଅଟେ ।

ଇଣ୍ଟରନେଟର ସୂଚନା ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ 2 କୋଟିରୁ ଅଧିକ ଅଟେ । ଭାରତରେ ଏହି ସାପର ମୂଲ୍ୟ 10 ଲକ୍ଷ ଟଙ୍କା ଥିବାବେଳେ ପଶ୍ଚିମ ଦେଶରେ କୋଟି କୋଟି ଟଙ୍କାରେ ଏହି ସାପ ବିକ୍ରି ହୁଏ ।

ଏହି ସାପ ପ୍ରାୟତଃ ଶକ୍ତିଶାଳୀ ଔଷଧ ତିଆରିରେ ବ୍ୟବହୃତ ହୁଏ । ଏହି ସାପରୁ ତିଆରି ହୋଇଥିବା ଔଷଧ ବହୁତ ମହଙ୍ଗା ବିକ୍ରି ହୁଏ । ଯେଉଁଥିପାଇଁ ଲୋକମାନେ ଅଧିକ ଲାଭ ପାଇବା ପାଇଁ ଏହାକୁ ଚୋରା ଚାଲାଣ କରନ୍ତି ।

ଏହି ସାପ ଅନେକ ରଙ୍ଗର ଅଟେ । ଗଲ୍ଫ ଦେଶଗୁଡିକ ବିଶ୍ୱାସ କରନ୍ତି ଯେ ଯଦି ଏହି ସାପର ମାଂସ ଏବଂ ରକ୍ତ ପ୍ରତିଦିନ ଖିଆଯାଏ, ତେବେ ମଣିଷ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯୁବକ ରହିବ । ବାଲି ବୋଇ ସାପ ପ୍ରାୟତ ଇରାନ, ପାକିସ୍ଥାନ ଏବଂ ଭାରତରେ ଦେଖାଯାଏ । ଅନ୍ୟ ସାପମାନଙ୍କ ପରି ଏହା ମଧ୍ୟ ଏକ ବିଷାକ୍ତ ସାପ ଏବଂ ଏହା ମୂଷା, କୀଟପତଙ୍ଗ, ପୋକ ମାନଙ୍କର ଶିକାର କରିଥାଏ ଖାଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *