ଏମିତି କେଉଁ ବାର ଯାହା ସାତଟି ବାର ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ? Clever GK Question and Answer

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ଓଡିଆର ଏହି ଚତୁର ତଥା ମଜାଳିଆ ଢଗଢମାଳି ମାଧ୍ୟମରେ ଆପଣ କେତେ ଜ୍ଞାନ ମଧ୍ୟ ଏଥିରୁ ପାଇ ପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ତାହା କେଉଁ ଜିନିଷ ଯାହାକୁ ଯେତେ କାଟିବ । ତାହା ନୂଆ ହେଇକି ବାହାରିବ । ତାହା କଣ ?

ଉତ୍ତର;- ପେନସିଲ ।

2- ଏମିତି କେଉଁ ଜିନିଷ ଅଛି । ଯାହା ବିନା ସିଢିରେ ଚଢିଯାଇଥାଏ ଓ ଓହ୍ଲାଇ ପଡ଼ିଥାଏ ?

ଉତ୍ତର;- ମଦ ର ନିଶା ।

3; – ହିନ୍ଦୀରେ ଏମିତି ଏକ ଚଢେଇର ନାମ କୁହନ୍ତୁ । ଯାହାର ଅର୍ଥ ଇଂରାଜୀରେ ବେଶୀ ହୋଇଥାଏ ?

ଉତ୍ତର;- ମୋର ବା ମୟୂର ।

4- ଦୁନିଆରେ ଗୋରାରୁ ଗୋରା ଝିଅଙ୍କର ବି ଗୋଟିଏ ଜିନିଷ ନିଶ୍ଚିତ କଳା ଅଟେ । କୁହନ୍ତୁ ତାହା କଣ ?

ଉତ୍ତର;- ଛାଇ ।

5; – ତାହା କଣ ଯାହା ଭାଇର 2 ଟି ଓ ଭଉଣୀର 3 ଟି ହୋଇଥାଏ ?

ଉତ୍ତର;- ଅକ୍ଷର । ଅର୍ଥାତ 2 ଟି ଅକ୍ଷର ଭାଇ ଓ 3 ଟି ଅକ୍ଷର ଭଉଣୀ ।

6- ଏମିତି କେଉଁ ବାର ଯାହା ସାତଟି ବାର ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ?

ଉତ୍ତର;- ପରିବାର ।

7- ଏକ ଟଙ୍କାକୁ ଦୁଇ ଜଣଙ୍କ ମଧ୍ୟରେ ଏମିତି ଭାବେ ବାଣ୍ଟନ୍ତୁ । ଯେପରି ଜଣଙ୍କର 10 ପଇସା କମ୍ ଓ ଅନ୍ୟ ଜଣଙ୍କର 10 ପଇସା ଅଧିକ ହେବ ?

ଉତ୍ତର;- 45 ପଇସା, 55 ପଇସା ।

8- କେଉଁ ବ୍ୟକ୍ତିଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ?

ଉତ୍ତର;- ରାଷ୍ଟ୍ରପତି ।

9- କହିବନି କହିଲେ ଏ ଘର ରହିବନି । ଏହାର ଅର୍ଥ କଣ ?

ଉତ୍ତର;- ସତ କହିଲେ ସମସ୍ତଙ୍କୁ ବାଧିଥାଏ ।

10- ଆପଣଙ୍କୁ ପରବର୍ତ୍ତୀ ମାସଟିର ନାମ କହିବାକୁ ପଡିବ । ପୁଅଟିଏ ଥିଲା ନାମ ଜାନୁଆରୀ । ଝିଅଟିଏ ଥିଲା ଫେବୃଆରୀ । ଦୁହେଁ କଲେଜ ଗଲେ ମାର୍ଚ । ଦୁହିଙ୍କର ପ୍ରେମ ହେଲା ଏପ୍ରିଲ । ସେହି ପିଲାଟି କିଏ ଥିଲା ?

ଉତ୍ତର;- ମେ’ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *