ଝିଅ ମାନଙ୍କ ଏହି 3ଟି ଜିନିଷ ଦେଖିଲେ ହୋଇଥାଏ ପାପ,ନହିଁ ଭୁଲରେ ବି ଦେଖନ୍ତୁ ନାହିଁ

ବନ୍ଧୁଗଣ ଏହାକୁ ପ୍ରତ୍ୟେକ ପୁରୁଷ ମାନେ ଜାଣି ରଖିବା ଦରକାର  କି ଝିଅ ମାନଙ୍କର ଏହି ଜିନିଷ କୁ କେବେ ବି ଭୁଲ ରେ ବି ଦେଖନ୍ତୁ ନାହିଁ ।   ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା କି ପୁଅ ମାନେ ଝିଅ ମାନଙ୍କର ଏହି ଜିନିଷ କୁ ଦେଖିବା କେତେ ବିପଦ ପୂର୍ଣ୍ଣ ହୋଇ ଥାଏ । ନଚେତ୍ ଆପଣ ମାନେ ନିଜର ଜିବନ ସହିତ ହାତ ଧୋଇ ପାରନ୍ତି ।

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ହିନ୍ଦୁ ଶାସ୍ତ୍ର ଅନୁସାରେ ଚାଣକ୍ୟ ଜଣେ ବିଦ୍ୱାନ ଏବଂ ଜ୍ଞ୍ୟାନୀ ଲୋକ ଥିଲେ । ଇତିହାସ ରେ ରହି ଥିବା ଏହି ମହା ଜ୍ଞ୍ୟାନୀ ଙ୍କ କଥା ଆଜିର ସମୟ ରେ କଳିଯୁଗ ରେ ସଂମ୍ପର୍ଣ୍ଣ ଭାବେ ସତ୍ୟ ହେଉଛି । ସେମିତି ରେ ଏହି ଚାଣକ୍ୟ ଙ୍କ ଏହି ଉପାୟ କୁ ସଠିକ୍ ଭାବେ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କ ଜିବନ ରେ ବହୁତ ଗୁଡିଏ ଭଲ ଦିନ ଆସି ଥାଏ ।

ତେବେ ଏହି ଚାଣକ୍ୟ ଙ୍କ ବଚନ ନିତୀ ଜିବନ ରେ ବହୁତ ପରିମାଣ ରେ ପରିବର୍ତନ ଆଣି ଥାଏ । ହେଲେ ମହିଳା ଙ୍କ ବହୁତ ଜିନିଷ ରହିଛି ଜାହାକୁ ଦେଖିବା ଦ୍ୱାରା ଆପଣ ମାନେ ମହାପାପ ର ଭାଗୀଦାରୀ ହୋଇ ଥାନ୍ତି ।

ପ୍ରଥମେ ଯେଉଁ ବ୍ୟକ୍ତି ମହିଳା ବା ମାଆ ମାନଙ୍କର ପିଲା କୁ ସ୍ଥନ ପାନ କରଉ ଥିବାର ଦେଖି ନିଜର ମନ ରେ ଖରାପ୍ ଭାବନା ଆଣି ଥାଏ । ତେବେ ସେମାନେ ହିଁ ମହାପାପ ର ଭାଗୀ ଦାରୀ ହୋଇ ଥାନ୍ତି । ଏହା କରିବା ନର୍କ ରେ ପଡିବା ଭଳି ସମାନ ହୋଇ ଥାଏ ।

ସେହି ପରି ବେଳେ ଦ୍ୱତୀୟ ରେ କହିବା ତେବେ କେବେ ବି କୈଣସି ମହିଳା ଙ୍କ ସ୍ନାନ ଲୁଚି ଦେଖିବା ପୁରୁଷ ଙ୍କର ଉଚିତ୍ ନୁହେଁ । ଏମିତି ରେ ସେହି ବ୍ୟକ୍ତି ଙ୍କ ଜିବନ ରେ ଏମିତି କିଛି ସମସ୍ୟା ଆସିଥାଏ । ଯେଉଁ ମାନଙ୍କର ସମସ୍ୟା ର ସମାଧାନ ସେମାନେ ନିଜର ଜିବନ ଥିବା ପର୍ଯ୍ୟନ୍ତ ପାଇ ପାରନ୍ତି ନାହିଁ ।

ସେହି ପରି ବେଳେ କେବେ ଯଦି କୈଣସି ପୁରୁଷ ମହିଳା ମାନଙ୍କୁ ମୁତ୍ର ତ୍ୟାଗ କରିବାର ଦେଖିଲେ ତେବେ ସେମାନେ ନିଜର ବିପଦ କୁ ଟାଣି ଆଣିବା ସହିତ ସମାନ ହୋଇ ଥାଏ ।

ଏମାନଙ୍କ ମୃତ୍ୟୁ ବି ବହୁତ କଷ୍ଟ ପୂର୍ଣ୍ଣ ହୋଇ ଥାଏ । ଏବଂ ଏମାନେ ଜିବନ ରେ ବହୁତ କଷ୍ଟ ପାଆନ୍ତି । ତେବେ ସେମିତି ବେଳେ ଚାଣକ୍ୟ ଙ୍କ ମତ ରେ ନାରୀ ଙ୍କୁ ସବୁ ବେଳେ ସମ୍ମାନ ଦେବା ଉଚିତ୍ ଅଟେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *