ବନ୍ଧୁଗଣ ଏହାକୁ ପ୍ରତ୍ୟେକ ପୁରୁଷ ମାନେ ଜାଣି ରଖିବା ଦରକାର କି ଝିଅ ମାନଙ୍କର ଏହି ଜିନିଷ କୁ କେବେ ବି ଭୁଲ ରେ ବି ଦେଖନ୍ତୁ ନାହିଁ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା କି ପୁଅ ମାନେ ଝିଅ ମାନଙ୍କର ଏହି ଜିନିଷ କୁ ଦେଖିବା କେତେ ବିପଦ ପୂର୍ଣ୍ଣ ହୋଇ ଥାଏ । ନଚେତ୍ ଆପଣ ମାନେ ନିଜର ଜିବନ ସହିତ ହାତ ଧୋଇ ପାରନ୍ତି ।
ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ହିନ୍ଦୁ ଶାସ୍ତ୍ର ଅନୁସାରେ ଚାଣକ୍ୟ ଜଣେ ବିଦ୍ୱାନ ଏବଂ ଜ୍ଞ୍ୟାନୀ ଲୋକ ଥିଲେ । ଇତିହାସ ରେ ରହି ଥିବା ଏହି ମହା ଜ୍ଞ୍ୟାନୀ ଙ୍କ କଥା ଆଜିର ସମୟ ରେ କଳିଯୁଗ ରେ ସଂମ୍ପର୍ଣ୍ଣ ଭାବେ ସତ୍ୟ ହେଉଛି । ସେମିତି ରେ ଏହି ଚାଣକ୍ୟ ଙ୍କ ଏହି ଉପାୟ କୁ ସଠିକ୍ ଭାବେ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କ ଜିବନ ରେ ବହୁତ ଗୁଡିଏ ଭଲ ଦିନ ଆସି ଥାଏ ।
ତେବେ ଏହି ଚାଣକ୍ୟ ଙ୍କ ବଚନ ନିତୀ ଜିବନ ରେ ବହୁତ ପରିମାଣ ରେ ପରିବର୍ତନ ଆଣି ଥାଏ । ହେଲେ ମହିଳା ଙ୍କ ବହୁତ ଜିନିଷ ରହିଛି ଜାହାକୁ ଦେଖିବା ଦ୍ୱାରା ଆପଣ ମାନେ ମହାପାପ ର ଭାଗୀଦାରୀ ହୋଇ ଥାନ୍ତି ।
ପ୍ରଥମେ ଯେଉଁ ବ୍ୟକ୍ତି ମହିଳା ବା ମାଆ ମାନଙ୍କର ପିଲା କୁ ସ୍ଥନ ପାନ କରଉ ଥିବାର ଦେଖି ନିଜର ମନ ରେ ଖରାପ୍ ଭାବନା ଆଣି ଥାଏ । ତେବେ ସେମାନେ ହିଁ ମହାପାପ ର ଭାଗୀ ଦାରୀ ହୋଇ ଥାନ୍ତି । ଏହା କରିବା ନର୍କ ରେ ପଡିବା ଭଳି ସମାନ ହୋଇ ଥାଏ ।
ସେହି ପରି ବେଳେ ଦ୍ୱତୀୟ ରେ କହିବା ତେବେ କେବେ ବି କୈଣସି ମହିଳା ଙ୍କ ସ୍ନାନ ଲୁଚି ଦେଖିବା ପୁରୁଷ ଙ୍କର ଉଚିତ୍ ନୁହେଁ । ଏମିତି ରେ ସେହି ବ୍ୟକ୍ତି ଙ୍କ ଜିବନ ରେ ଏମିତି କିଛି ସମସ୍ୟା ଆସିଥାଏ । ଯେଉଁ ମାନଙ୍କର ସମସ୍ୟା ର ସମାଧାନ ସେମାନେ ନିଜର ଜିବନ ଥିବା ପର୍ଯ୍ୟନ୍ତ ପାଇ ପାରନ୍ତି ନାହିଁ ।
ସେହି ପରି ବେଳେ କେବେ ଯଦି କୈଣସି ପୁରୁଷ ମହିଳା ମାନଙ୍କୁ ମୁତ୍ର ତ୍ୟାଗ କରିବାର ଦେଖିଲେ ତେବେ ସେମାନେ ନିଜର ବିପଦ କୁ ଟାଣି ଆଣିବା ସହିତ ସମାନ ହୋଇ ଥାଏ ।
ଏମାନଙ୍କ ମୃତ୍ୟୁ ବି ବହୁତ କଷ୍ଟ ପୂର୍ଣ୍ଣ ହୋଇ ଥାଏ । ଏବଂ ଏମାନେ ଜିବନ ରେ ବହୁତ କଷ୍ଟ ପାଆନ୍ତି । ତେବେ ସେମିତି ବେଳେ ଚାଣକ୍ୟ ଙ୍କ ମତ ରେ ନାରୀ ଙ୍କୁ ସବୁ ବେଳେ ସମ୍ମାନ ଦେବା ଉଚିତ୍ ଅଟେ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।