ଏହି ଜିନିଷର ସେବନ ଦ୍ଵାରା ଆପଣଙ୍କ ଦେହ ର 90 ପ୍ରତିଶତ ରୋଗ ଗାୟବ ହୋଇଯିବ Health Tips

ବନ୍ଧୁଗଣ ମନୁଷ୍ୟ ଶରୀରରେ ଠିକ ପରିମାଣର ରକ୍ତ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଆମ ଶରୀର ରକ୍ତ ଦ୍ଵାରା ହିଁ ପରିଚାଳିତ ହୋଇଥାଏ । ଯଦି ଶରୀରରେ ରକ୍ତର ପରିମାଣ କମିଯାଇ ରକ୍ତାଭାବ ଦେଖାଯାଇଥାଏ । ତେବେ ଶରୀରରେ ଅନେକ କିଛି ସମସ୍ଯା ଆସିବାରେ ଲାଗିଯାଇଥାଏ । ଖାଦ୍ୟର ପୋଷକ ତତ୍ଵ ପ୍ରୋଟିନରୁ ହିଁ ରକ୍ତ ବଢିଥାଏ । ଯଦି ଆମର ଖାଦ୍ୟ ସନ୍ତୁଳିତ ଭାବରେ ରହିନଥାଏ । ଏଥିସହ ଆମେ ଖରାପ ଜୀବନଶୈଳୀ ଆଧାରରେ ଜୀବନ ବିତାଇବା ।

ତେବେ ଶରୀରରେ ବ୍ଲଡ଼ର ଅଭାବ ଦେଖାଯାଇଥାଏ । ଯଦି ହିମୋଗ୍ଲୋବିନର ଟେଷ୍ଟ ଦ୍ଵାରା ଆପଣଙ୍କ ଠାରେ ବ୍ଲଡ଼ର ଅଭାବ ଦେଖାଯାଇଥାଏ । ତେବେ ପ୍ରାକୃତିକ ଭାବେ ଶରୀରରେ ରକ୍ତର ମାତ୍ରାକୁ ବଢାଇବା ପାଇଁ ଏହି ଉପାୟ କରନ୍ତୁ । ଖିସମିସରେ ଆଇରନର ପରିମାଣ ଅଧିକ ରହିଥାଏ । ତେଣୁ ଖିସମିସ ଖାଇବା ଦ୍ଵାରା ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଇଥାଏ । ଏହା ବ୍ଯତୀତ ଖିସମିସ ଦ୍ଵାରା ଆପଣ ଏଭଳି ଉପାୟ କରି ମଧ୍ୟ ତାହାର ସେବନ କରିପାରିବେ ।

ରାତିରେ ଶୋଇବା ସମୟରେ ଏକ ମୁଠା ଖିସମିସକୁ ପାଣିରେ ବତୁରାଇ ଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ଖିସମିସକୁ ଛାଣି ତାହାର ସେବନ କରନ୍ତୁ । ଏଥିସହ ସେହି ସେହି ପାଣିକୁ ମଧ୍ୟ ପିଇଦିଅନ୍ତୁ । ଖିସମିସର ପାଣି ସବୁଦିନ ପିଇବା ଦ୍ଵାରା କୋଲେଷ୍ଟ୍ରଲର ମାତ୍ରା ଶରୀରରେ ଠିକ ଭାବେ ରହିଥାଏ ।

ଖିସମିସ ଖାଇବା ଦ୍ଵାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ । ଖିସମିସ ପାଣିରେ ଆଇରନ, କପର ଓ ବି କମ୍ପ୍ଲେକ୍ସ ରହିଥାଏ । ଏହା ରକ୍ତର ଅଭାବକୁ ଦୂର କରିବା ସହ ରେଡ ବ୍ଲଡ଼ ସେଲ୍ସକୁ ମଧ୍ୟ ହେଲଦି ରଖିଥାଏ । ଯାହା ଦ୍ଵାରା ଶରୀରକୁ ଏନିମିଆ ଭଳି ରକ୍ତାଭାବରୁ ହେଉଥିବା ସମସ୍ଯା ସହ ଲଢିବାକୁ ଶକ୍ତି ଯୋଗାଇଥାଏ । ଖିସମିସରେ ରହିଥିବା କପର ରେଡ ବ୍ଲଡ଼ ସେଲ୍ସ ଗଠନ କରିବାରେ ସାହାଜ୍ଯ କରିଥାଏ ।

ଖିସମିସରେ ଭିଟାମିନ, କ୍ୟାରୋଟିନ ଭଳି ପୋଷକ ତତ୍ଵ ରହିଥାଏ । ଏହା ଆଖିର ଦ୍ରୁଷ୍ଟି ଶକ୍ତିକୁ ମଧ୍ୟ ଭଲ ରହିଥାଏ । ତେଣୁ ପ୍ରତିଦିନ କିଛି କିଛି ମାତ୍ରାରେ ଖିସମିସର ନିହାତି ଭାବେ ସେବନ କରନ୍ତୁ । ଏହା ଶରୀରରେ ରକ୍ତର ପରିମାଣକୁ ଠିକରେ ରଖିବା ସହ ଶରୀରକୁ ଅନେକ ସ୍ଵାସ୍ଥଗତ ସମସ୍ଯାରୁ ମଧ୍ୟ ବଞ୍ଚାଇ ରଖିଥାଏ ।

କାରଣ ଖିସମିସ ଆମ ଶରୀର ପାଇଁ ବହୁତ ଲାଭକାରୀ ପଦାର୍ଥ ହୋଇଥାଏ । ଖିସମିସକୁ ପାଣିରେ ବତୁରାଇ ସେହି ଖିସମିସ ସହ ବତୁରାଯାଇଥିବା ଖିସମିସର ପାଣିର ମଧ୍ୟ ସେବନ କରନ୍ତୁ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ ଓ ବହୁ ମାତ୍ରାରେ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *