ଏହି 4 ଟି ଅକ୍ଷରରୁ ଆରମ୍ଭ ନାମର ଝିଅଙ୍କ ଠାରୁ ଦୂରେଇ ରୁହନ୍ତୁ… ନଚେତ ଆପଣଙ୍କର ବରବାଦି ସୁନିଶ୍ଚିତ !

ନମସ୍କାର ବନ୍ଧୁଗଣ , ଯୁବା ବୟସକୁ ଆସିବା ପରେ ପୁଅ ଝିଅ ମାନେ ନିଜ ପାଇଁ ଏକ ପ୍ରେମିକ ବା ପ୍ରେମିକା କୁ ଖୋଜିବାରେ ଲାଗିଥାନ୍ତି । ପ୍ରେମର ସନ୍ଧାନରେ ସେ ସବୁ ଆଡେ ବୁଲନ୍ତି । ଯୁବା ବୟସରେ ପ୍ରେମ ପ୍ରତି ଆକର୍ଷିତ ହେବା ସାଧାରଣ ବିଷୟ ଅଟେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ପୁଅ ଏବଂ ଝିଅ ଉଭୟ ଏହାକୁ ଅନୁଭବ କରିଥାନ୍ତି ।

ଆଧୁନିକ ଯୁଗରେ ପ୍ରତେକ ପୁଅ ଚାହିଥାଏ କି ତା’  ର ଏକ ପ୍ରେମିକ ହେଉ ଯାହା ସହିତ ସେ ସମୟ ଅତିବାହିତ କରିବ  ଏବଂ ନିଜର ଛୋଟ ରୁ ଛୋଟ କଥା କହିବାକୁ ଇଛା କରିଥାନ୍ତି  । ଆଜି କାଲି ଆମେ ଅନେକ ପୁଅ ଝିଅମାନଙ୍କୁ ଦେଖିଥାଉ ଯେଉଁମାନେ ପ୍ରେମର ସମ୍ପର୍କକୁ ଆରମ୍ଭ କରିଥାନ୍ତି ଏବଂ ସେହି ଝିଅ କୁ ବିବାହ ମଧ୍ୟ କରନ୍ତି । ଏହି ପ୍ରେମ ପ୍ରକୃତ ପ୍ରେମ ଅଟେ । ପ୍ରେମକୁ ନେଇ ଆଜିର ଲୋକମାନଙ୍କ ଭିତରେ ଅନେକ ଧାରଣା ରହିଛି ।

କିନ୍ତୁ ପ୍ରେମ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଜାମୁଣା , ସହମତି , ବିଶ୍ଵାସ ରହିବା ଉଚିତ୍ ଯାହା ପ୍ରେମ କୁ ଆହୁରି ମଜବୁତ କରିଥାଏ । ମାତ୍ର ଯଦି ଆମେ ଭୁଲ ଝିଅ କୁ ନିଜର ପ୍ରେମିକା କରିଥାଉ ତେବେ ଏହା ପାଇଁ ଆମ କୁ ପରେ ଭବିଷ୍ୟତ ରେ ଭାବିବାକୁ ପଡିଥାଏ ଯେ ଆମେ ଏହି ଝିଅ କୁ ପ୍ରେମିକା କଣ ପାଇଁ କରିଛୁ ବୋଲି । ଯଦି ଆପଣ ଏହି ୪ ଟି ନାମର ଝିଅକୁ ଭଲପାଇବେ ତ ବର୍ବାଦ ହୋଇଯିବେ । ଯେତେ ସମ୍ଭବ ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ୍ ।

ଆଜି ଆମେ ଜାଣିବା ଏହି ବିଷୟରେ ଯଦି ଆପଣ ଏହି ନାମର ଝିଅକୁ ନିଜର ପ୍ରେମିକା କରନ୍ତି ତେବେ ଆପଣଙ୍କୁ ବହୁତ ଗୁଡିଏ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଏହି ଝିଅ ମାନଙ୍କ ଭିତରେ ଏମିତି କିଛି ଅଭ୍ୟାସ ରହିଥାଏ । ଯାହାକୁ ଦେଖି ପୁଅ ମାନେ ଚିନ୍ତିତ ହୋଇଥାନ୍ତି । ପ୍ରଥମ -A ଅକ୍ଷରରୁ ଆରମ୍ଭ ହେଇଥିବା ଝିଅ  ମାନେ ପରିବାର ସହିତ ଖାପଖାଇ ଚଳି ପାରନ୍ତି ନାହିଁ  ।

ଏମାନେ ସବୁଥିରେ ନିଜ ଇଛା କରିଥାନ୍ତି । ଯଦି ଆପଣ ଏହିଁ ନାମର  ଝିଅ କୁ ନିଜ ପ୍ରେମିକା କରିଥିବେ ଏବଂ ତାଙ୍କ ଇଛା କୁ ପୂରଣ କରିନଥିବେ । ତେବେ ସେ ଆପଣଙ୍କ ସହିତ ଝଗଡା କରିଥାନ୍ତି । ଏହି ଝିଅମାନେ ଆପଣଙ୍କ କଥାକୁ କଦାପି ଶୁଣିବେ ନାହିଁ । ଦ୍ଵିତୀୟ – L  ଯେଉଁ ଝିଅମାନଙ୍କ ନାମ  L ରୁ ହୋଇଥାଏ ସେମାନଙ୍କୁ ଶୀଘ୍ର ରାଗ ଆସିଥାଏ । ଏମାନେ କାହା ସହିତ ବି ଝଗଡା ଆରମ୍ଭ କରି ଦିଅନ୍ତି ଏବଂ ଦିନ ସାରା ସେ ପ୍ରେମିକଙ୍କ  ଉପରେ ରାଗିଥାନ୍ତି ।

ତୃତୀୟ – V  ନାମର ଝିଅ ବହୁତ ଜିଦି ହୋଇଥାନ୍ତି , ଏହି କାରଣତୁ ସେମାନେ କନ୍ଦିବା ଚିଲେଇବା ଆଦି କରିଥାନ୍ତି । ସାମନା ବ୍ୟକ୍ତି କୁ ବାଧ୍ୟ ହୋଇ ତାହାକ କଥା ମାନି ବାକୁ ପଡିଥାଏ । ଚର୍ତୁର୍ଥ – R  ଏହି ଝିଅମାନେ ଚିପକୁ ହୋଇଥାନ୍ତି , ଯଦି ଏମାନେ କାହାକୁ ଭଲ ପାଇଥାନ୍ତି ତାଙ୍କୁ ନିଜର କରିବା ଯାଏ ଶାନ୍ତ ହୁଅନ୍ତି ନାହିଁ । ତେଣୁ ଏହି ଚାରିଟି ନାମ ର ଝିଅ ଠାରୁ ଟିକେ ଦୂରରେ ରହିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *