ଭାରତର ସବୁଠାରୁ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରଧାନମନ୍ତ୍ରୀ କିଏ ? Narendra Modi କେତେ ପାଠ ପଢିଛନ୍ତି… ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶ ବିଦେଶ ଜନିତ ଏପରି ଅନେକ ତଥ୍ୟ ରହିଅଛି । ବୃହତ ଏସିଆ ମହାଦେଶର ଭାରତ ଦେଶ ଅବସ୍ଥିତ । ଭାରତ ବର୍ଷର ପ୍ରମୁଖ ଶାସନ ଭାରକୁ କାର୍ଯ୍ୟ କାରୀ କରିବାରେ ପ୍ରଧାନ ମନ୍ତ୍ରୀଙ୍କ ଅଗ୍ରଣୀ ଭୂମିକା ରହିଛି । ଆଜି ଆପଣ ମାନେ ଭାରତର ୧୫ ଜଣ ପ୍ରଧାନ ମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ତଥ୍ୟ ଜାଣିବାକୁ ପାଇବେ ।

ନମ୍ବର ୧ ;-  ପଣ୍ଡିତ ଜବାହରଲାଲ ନେହେରୁ । ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁ ନିଜର ସ୍କୁଲ ଶିକ୍ଷା ହିରୋ ସ୍କୁଲରେ ଶିକ୍ଷା କରିଥିଲେ । ତାପରେ ସେ ନିଜର ଗ୍ରାଜୁଏସନ କେମ୍ବ୍ରିଜ୍ ଷ୍ଟିନିଟି ମହାବିଦ୍ୟାଳୟରେ ପ୍ରାକୃତିକ ବିଜ୍ଞାନରେ ଅଧୟନ କରି ପ୍ରାପ୍ତ କରିଥିଲେ ।

ନମ୍ବର ୨ ;- ଗୁଲଜାରୀ ଲାଲ ନନ୍ଦା । ମାତ୍ର ୧୪ ଦିନ ପାଇଁ ୧୯୬୪ ଜୁନ ୯ ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନ ମନ୍ତ୍ରୀ ପଦବୀର ଅଧିକାରୀ ହୋଇଥିଲେ । ଗୁଲଜାରୀ ଲାଲ ନନ୍ଦା ଆଲାହବାଦ ସ୍କୁଲରେ ଅର୍ଥନିତୀରେ ଗ୍ରାଜୁଏସନ ଶିକ୍ଷା କରିଥିଲେ । ନମ୍ବର ୩ ;- ଲାଲ ବାହାଦୁର ଶାସ୍ତ୍ରୀ ।ଲାଲ ବାହାଦୁର ଶାସ୍ତ୍ରୀଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବାଣୀ ଥିଲା ଜୟ ଯବାନ ଜୟ କିଷାନ । ସେ ନିଜର ସ୍କୁଲ ବିଦ୍ୟା ବାରଣାସୀ ସହରର କାଶୀ ବିଦ୍ୟାପୀଠରୁ ସମାପନ କରିଥିଲେ ।

ନମ୍ବର ୪ ;- ଇନ୍ଦିରା ଗାନ୍ଧୀ । ସେ ନିଜର ସ୍କୁଲ ଶିକ୍ଷା ପଶ୍ଚିମବଙ୍ଗର ଶାନ୍ତି ନିକେତନରେ କରିଥିଲେ । ସେ ଇଂଲଣ୍ଡର ଅକ୍ଷଫୋର୍ଡ ବିଶ୍ଵବିଦ୍ୟାଳୟରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।  ନାମବାର ୫ ;- ମୁରାର୍ଜୀ ଦେଶାଇ ମୁମ୍ବାଇର ବିଲଶ୍ରାମ କଲେଜରୁ ରସାୟନ ବିଜ୍ଞାନରେ ଗ୍ରାଜୁଏସନ ହାସଲ କରିଥିଲେ ।

ନମ୍ବର ୬ ;- ଚୌଧୁରୀ ଚରଣ ସିଂହ ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ନମ୍ବର ୭ ;- ରାଜୀବ ଗାନ୍ଧୀ କେମ୍ବ୍ରିଜ ଷ୍ଟିନିଟି କଲେଜରେ ମେକନିକାଲ୍ ଇଞ୍ଜିନିଅରରେ ପଢୁଥିଲେ ସତ କିନ୍ତୁ ସେ ଶିକ୍ଷା ସଂପୂର୍ଣ୍ଣ କରିପାରିନଥିଲେ । ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଅଣ୍ଡର ଗ୍ରାଜୁଏଟ ହେଉଛନ୍ତି ରାଜୀବ ଗାନ୍ଧୀ । ନମ୍ବର ୮ ;- ବିଶ୍ଵନାଥ ପ୍ରତାପ ସିଂହ ଆଲାହବାଦ ବିଶ୍ୱବିଦ୍ୟାଳୟ ଓ ପୁନେ ବିଶ୍ୱବିଦ୍ୟାଳୟରେ ନିଜର ପାଠ କାର୍ଯ୍ୟ ସମାପନ କରିଥିଲେ ।

ନମ୍ବର ୯ ;-  ପ୍ରଧାନ ମନ୍ତ୍ରୀ ଚନ୍ଦ୍ର ଶେଖର ଆଲାହବାଦ ବିଦ୍ୟାଳୟରେ ସେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ନମ୍ବର ୧୦  ;- ପ୍ରଧାନ ମନ୍ତ୍ରୀ ନରସିଂହ ରାଉତ ଇସମମାନିଆ ବିଶ୍ଵବିଦ୍ୟାଳୟ ଓ ନାଗପୁର ବିଶ୍ଵବିଦ୍ୟାଳୟରେ ନିଜର ଗ୍ରାଜୁଏସନ ସମାପନ କରିଥିଲେ ।

ନମ୍ବର ୧୧  ;- ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲକ୍ଷ୍ମୀବାଈ କଲେଜ ଓ DAV କଲେଜରେ  ଗ୍ରାଜୁଏସନ କରିଥିଲେ । ନମ୍ବର ୧୨ ;-  ପ୍ରଧାନ ମନ୍ତ୍ରୀ ଏସି ଦେବ ଗୌଡା ଇଂଜିନିଯରିଂ କରିଥିଲେ । ନମ୍ବର ୧୩ ;- ପ୍ରଧାନ ମନ୍ତ୍ରୀ ଇନ୍ଦୁକୁମାର ଗୁଜୁରାଲ DAV ଓ ହେଲି କମର୍ଷ ବିଦ୍ୟାଳୟରେ ନିଜର ଶିକ୍ଷା ସମାପନ କରିଥିଲେ ।

ନମ୍ବର ୧୪ ;- ଡକ୍ଟର ମନମୋହନ ସିଂହ ଭାରତର ସବୁଠାରୁ ଅଧିକ ପାଠ ପଢିଥିବା ପ୍ରଧାନ ମନ୍ତ୍ରୀ ଅଟନ୍ତି । କ୍ଯାବିନେଟ ବିଶ୍ଵବିଦ୍ଯଳୟ ଓ ଅକ୍ଷଫୋର୍ଡ ବିଶ୍ଵବିଦ୍ୟାଳୟରେ ଅର୍ଥନୀତିରେ ଶିକ୍ଷା ପ୍ରାପ୍ତ କରିଥିଲେ ।ନମ୍ବର ୧୫ ;- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜୁରାଟ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ଭାରତର ସବୁଠାରୁ କମ୍ ଶିକ୍ଷା ଅଧ୍ୟୟନ କରିଥିବା ପ୍ରଧାନ ମନ୍ତ୍ରୀ ହେଉଛନ୍ତି ରାଜୀବ ଗାନ୍ଧୀ ।  ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *