Astrology- ଏହି 2 ଟି ରାଶିର ଲୋକ ଭୁଲରେ ବି କଳା ସୁତା ପିନ୍ଧନ୍ତୁ ନାହିଁ, ହୋଇଥାଏ ଘୋର ଅନର୍ଥ !

ଆଜି ଆମେ ଆପଣ ମାନଙ୍କୁ କଳା ସୂତା ପିନ୍ଧିବାର କିଛି ଖାସ କଥା କହିବାକୁ ଯାଉଛୁ । କେଉଁ ରାଶିର ଲୋକେ କଳାସୂତା ପିନ୍ଧିବା ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆଜିକାଲି ଅନେକ ଲୋକ ଖରାପ ଦ୍ରୁଷ୍ଟିର ଶିକାର ହେଉଛନ୍ତି । ଯେବେ ଆମ ମନରେ ଖରାପ ଭାବନା ଆସିଥାଏ ସେହି ସମୟରେ ଆମେ କଳା ଜିନିଷର ବ୍ୟବହାର କରିଥାଉ । ଖାସ କରି ଛୋଟ ପିଲା ମାନଙ୍କ କ୍ଷେତ୍ରରେ କଳାସୂତା ପିନ୍ଧାଯାଏ ।

କିଛି ଲୋକମାନେ ଆର୍ଥିକ ସମସ୍ଯାରେ ଘେରି ରହି ସେଥିରୁ ମୁକ୍ତି ପାଇବାକୁ ଇଚ୍ଛା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଆପଣଙ୍କୁ ମନ୍ଦିରକୁ ଯାଇ କଳାସୂତା ଆଣି ସୋରିଷ ତେଲ ଲଗାଇ ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏମିତି କରିବା ଦ୍ଵାରା ଧନ ସହ ଜଡିତ ସମସ୍ଯା ଦୂର ହେବ । ମଙ୍ଗଳବାର ବା ଶନିବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ କଳାସୂତା ହନୁମାନଙ୍କ ପାଦ ତଳେ ରଖି ସେଥିରେ ସିନ୍ଦୁର ଲଗାଇ ଦିଅନ୍ତୁ ।

ଏହା ପରେ ସେହି କଳାସୂତାକୁ ବେକ ବା ଡାହାଣ ହାତରେ ବାନ୍ଧିଲେ ଖରାପ ଦ୍ରୁଷ୍ଟି ଦୂର ହୋଇଯିବ । ଯଦି ବ୍ୟବସାୟରେ କ୍ଷତି ହେଉଛି ତେବେ ଶନିବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ କଳାସୂତାରେ ୯ଟି ଗଣ୍ଠି ପକାଇବା ପରେ ସେଥିରେ ହନୁମାନଙ୍କ ମନ୍ଦିରରେ ଲଗାଇ ଘରର ସିନ୍ଧୁକ ବା ଦୋକାନରେ ରଖିବେ । ଏପରି କରିବା ଦ୍ଵାରା ଧନର ବର୍ଷା ହୋଇଥାଏ । ଏବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ କଳାସୂତା ପିନ୍ଧିବା ଭଲ ନୁହେଁ ।

ମେଷ ରାଶି : ଆପଣଙ୍କୁ କେବେ ବି କଳାସୂତା ଧାରଣ କରିବା ଅନୁଚିତ । ଏହାର ସବୁଠାରୁ ବଡ କାରଣ ହେଉଛି ମେଷ ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି । ଭଗବାନ ହନୁମାନଙ୍କୁ କେବଳ ନାରଙ୍ଗି ଓ ନାଲି ରଙ୍ଗ ପସନ୍ଦ ହୋଇଥାଏ । ତେଣୁ ଏହି ରାଶିର ଲୋକେ କାଳସୁତା ପିନ୍ଧିବା ଅନୁଚିତ । ଆପଣ ନିଜ ହାତରେ ନାଲି ସୂତା ବାନ୍ଧିବା ଦ୍ଵାରା ସମାଜରେ ମାନ ସମାନ ହାସଲ ହେବ । ଚାକିରିରେ ଉନ୍ନତି ହେବ । ଘର ପରିବାରରେ ଖୁଶିର ବାତାବରଣ ରହିବ ।

ବିଛା ରାଶି : ଏହି ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳ । ଏହି ରାଶିର ମହିଳା ମାନେ ନିଜ ଗୋଡରେ କଳାସୂତା ବାନ୍ଧିଛନ୍ତି ବା ପୁରୁଷ ମାନେ ହାତରେ ବାନ୍ଧିଛନ୍ତି ତେବେ ଏହାର ବାହାର କରିବା ଉଚିତ । ଏହା ଦ୍ଵାରା ଆପଣଙ୍କର ଜୀବନରେ ସମସ୍ଯା ସୃଷ୍ଟି ହୋଇପାରେ । ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଆପଣ ନିଜ ହାତରେ ନାଲି ସୂତା ବାନ୍ଧି ପାରିବେ ।

ତେବେ ଏହା ଥିଲା ସେହି ୨ଟି ରାଶି ଯେଉଁ ମାନେ ହାତରେ ବା ଗୋଡ ରେ କଳାସୂତା ବାନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ଏମାନଙ୍କ ଜୀବନରେ ଅନେକ ସମସ୍ଯା ଆସିପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *