ନମସ୍କାର ବନ୍ଧୁଗଣ, ଦୋଳପୁର୍ଣିମା ଏକ ଶୁଭ ଉତ୍ସବ ହୋଇଥାଏ । ଏହିଦିନ ଠାକୁର ବିଭାନରେ ବସି ଘର ଘର ବୁଲି ଭୋକ ଖାଇଥାନ୍ତି । ତେବେ ଏହିଦିନ ହେଉଥିବା ଗ୍ରହ ନକ୍ଷତ୍ରଙ୍କର ସଂଯୋଗର ପ୍ରଭାବ ୫ଟି ରାଶି ଉପରେ ପଡିବା ପାଇଁ ଯାଉଛି । ଯାହାଦ୍ୱାରା ସେମାନଙ୍କ ଭାଗ୍ୟ ଏବେ ଆଲୋକିତ ହୋଇ ଉଠିବ । ଦୋଳପୁର୍ଣିମା ଭଳି ଶୁଭ ଦିନରେ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ରାଶି ସମ୍ପର୍କରେ ।
ବୃଷ ରାଶି: ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଏହି ଦୋଳ ପୁର୍ଣିମା ଠାରୁ ଆପଣଙ୍କ ଉପରେ ପଡୁଅଛି । ଆପଣ ଧନ ରୋଜଗାର କରିବେ । ଆପଣଙ୍କ ରୋଜଗାରରେ ବୃଦ୍ଧି ହେବ । ଆପଣଙ୍କୁ ସଫଳତା ପାଇବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ଯଦି ଆପଣ କୌଣସି ବ୍ୟବସାୟ ବାଣିଜ୍ୟ କରୁଛନ୍ତି ତେବେ ଆପଣଙ୍କୁ ଦୁଇଗୁଣ ଧନ ଲାଭ ହେବ । ଯଦି ଚାକିରି କରୁଛନ୍ତି ତେବେ ଆପଣଙ୍କ ଚାକିରିରେ ବୃଦ୍ଧି ଦେଖିବା ପାଇଁ ମିଳିବ ।
କନ୍ୟା ରାଶି: ଦୋଳ ପୁର୍ଣିମା ଠାରୁ ଭଗବାନ ଶ୍ରୀ କୃଷ୍ଣଙ୍କ ଆଶୀର୍ବାଦ ଫଳରେ ଆପଣଙ୍କ ଜୀବନରେ ଟଙ୍କା ପଇସାର ଅଭାବ ରହିବ ନାହିଁ । ଆପଣଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି । ଯଦି ଆପଣ ଏହି ସମୟରେ ନୂଆ ବିଜନେସ ଆରମ୍ଭ କରନ୍ତି ତେବେ ତାହା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ଚାକିରିରେ ପ୍ରମୋସାନ ଚାହୁଁଥିଲେ ତାହା ପୁରା ହେବ ।
ସିଂହ ରାଶି: ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କୁ କିଛି ଖୁସି ଖବର ମିଳିବା ପାଇଁ ଯାଉଛି । ଆପଣଙ୍କ ଅଧା ରହିଥିବା କାର୍ଯ୍ୟ ପୁରା ହେବ । ଧନ ଲାଭ ହେବାକୁ ଲାଗିବ । ଜମି ବାଡି ସମ୍ଭନ୍ଧୀୟ କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରି ଯିବ । ଧନ ସହ ଜଡିତ ଥିବା ଅସୁବିଧା କଣ ତାହା ଆପଣ ଭୁଲିଯିବେ ।
ତୁଳା ରାଶି: ଅନେକ ଜାଗରୁ ଆପଣଙ୍କୁ ଧନ ଲାଭ ହେବ । ବିଜନେସରେ ଆପଣ ଆକାଶ ଛୁଆଁ ଉନ୍ନତି କରିବେ । କୌଣସି ବଡ କମ୍ପାନୀରୁ ଆପଣଙ୍କୁ ଚାକିରି ନିମନ୍ତେ ପ୍ରସ୍ତାବ ଆସିପାରେ । ଘର ପରିବାର ମଧ୍ୟରେ ସକାରାତ୍ମକ ମାହୋଲ ଦେଖିବା ପାଇଁ ମିଳିବ । ନୂଆ ଘର, ନୂଆ ଜମି କିମ୍ବା ନୂଆ ଗାଡି କିଣିପାରନ୍ତି ।
କୁମ୍ଭ ରାଶି:ଦୋଳ ପୁର୍ଣିମା ପରଠାରୁ ଆପଣଙ୍କୁ ଅନେକ ଜାଗାରୁ ଧନ ରୋଜଗାର କରିବା ପାଇଁ ବାଟ ମିଳିଯିବ । ଯଦି କାହା ପାଖରେ ଆପଣଙ୍କ ଟଙ୍କା ରହିଛି ତେବେ ସେ ଆପଣଙ୍କ ଟଙ୍କା ଫେରାଇ ଦେବେ । ବ୍ୟାଙ୍କରେ ଆପଣ ଲୋନ ଆବେଦନ କରିଥିଲେ ତାହା ମଞ୍ଜୁର ହେବ । ଆପଣଙ୍କ ଘରେ ଧାର୍ମିକ ତଥା ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି । ବିବାହ ନିମନ୍ତେ ପ୍ରସ୍ତାବ ଆସିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।