Jyotish Shastra- ଦୀପାବଳୀ ପର ଠାରୁ ସୁନା ଠାରୁ ବି ଅଧିକ ଚମକିବ ଏହି 4 ଟି ରଶିଙ୍କ ଭାଗ୍ୟ ! ଆପଣଙ୍କ ରାଶି ଅଛି କି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାବଳୀ ହେଉଛି ଆଲୋକର ପର୍ବ । ଏହି ପର୍ବରେ ଘରେ ଘରେ ସମସ୍ତେ ଦୀପ ଜାଳି ବଡବଡୁଆଙ୍କୁ ଡାକିଥାନ୍ତି । ଏହା ସହିତ ମା କାଳୀ ଓ ମା ଲକ୍ଷ୍ମୀଙ୍କର ମଧ୍ୟ ପୂଜା ଆରାଧନା କରିଥାନ୍ତି । ଏହି ଦୀପାବଳୀରେ ୪ ଟି ରାଶିର ଉନ୍ନତିର ମାର୍ଗ ଖୋଲିବା ପାଇଁ ଯାଉଅଛି । ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଶୁଭ ନଜର ଦୀପାବଳୀ ଠାରୁ ପଡିବା ପାଇଁ ଯାଉଛି ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦୀପାବଳୀରେ ଘଟିବାକୁ ଯାଉଥିବା  ମହାସଂଯୋଗର ପ୍ରଭାବ ଯେଉଁ ୪ ଟି ରାଶି ଉପରେ ସେହି ରାଶି ଗୁଡିକଙ୍କର ଜୀବନରୁ ଦରିଦ୍ର ଓ ଅସୁବିଧା ରୂପକ ଅନ୍ଧକାର ଦୂର ହୋଇ ସୁଖ ସମୃଦ୍ଧିର ଆଲୋକରେ ଆଲୋକିତ ହେବ । ଏହି ଶୌଭାଗୀଶାଳି ରାଶି ମାନଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବା ପାଇଁ ଯାଉଛି ।

ଯେଉଁ ସବୁ କାମ ତାଙ୍କର ଅଟକି ରହୁଥିଲା ସେହି କାର୍ଯ୍ୟ ବିନା ବାଧା ବିଘ୍ନରେ ସୂଚାରୁ ରୂପରେ ସମ୍ପର୍ଣ୍ଣ ହୋଇବ । ବହୁ ଦିନରୁ ଲାଗି ରହୁଥିବା ସ୍ଵାସ୍ଥ ଜଡିତ ସମସ୍ଯା ବହୁତ ଶୀଘ୍ର ଭଲ ହୋଇବ । ନୂଆ ନୂଆ ସାଙ୍ଗସାଥିଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ । ଘର ପରିବାରରେ ଖୁସିର ସଂବାଦ ଶୁଣିବାକୁ ମିଳିବ । ଯେଉଁ କାରଣରୁ ସେହି ରାଶିର ତଥା ତାଙ୍କ ପରିବାର ଲୋକଙ୍କର ମନ ପ୍ରସନ୍ନ ରହିବ ।

ଯେଉଁ ବ୍ୟବସାୟ ବା କୌଣସି କାର୍ଯ୍ୟ କରିବା ଆଗରୁ ଯୋଜନା କରି ରଖିଥିଲେ । ସେହି କାର୍ଯ୍ୟକୁ ଆରମ୍ଭ କରି କାର୍ଯ୍ୟକାରୀ କରିବା ପାଇଁ ଦୀପାବଳୀ ଦିନ ଶୁଭ ଯୋଗ ରହିବ । ସେହି କାର୍ଯ୍ୟରେ ଆପଣ ବହୁ ଶୀଘ୍ର ସଫଳତା ମଧ୍ୟ ପାଇବେ । ସମାଜରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାର ସୁଯୋଗ ପାଇବେ । ସମାଜରେ ଏହି କାରଣରୁ ମାନ ସମାଜ ବୃଦ୍ଧି ହୋଇବ ।

ଯଦି କୌଣସି କାର୍ଯ୍ୟ ପାଇଁ ବିଦେଶ ଯିବାକୁ ମନସ୍ଥ କରିଛନ୍ତି । ତେବେ ଦୀପାବଳୀର ଶୁଭ ଅବସର ସମୟ ଅବଧି ମଧ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରିବେ । ବହୁ ବଡ ବଡ ବିଶିଷ୍ଟ ଲୋକଙ୍କ ସହିତ ଭଲ ସୁସମ୍ପର୍କ ସ୍ଥାପିତ ହୋଇବ । ଘରକୁ ନୂଆ କୁନି ଅତିଥି ଆସିବାର ଶୁଭ ଯୋଗ ରହିଛି । ପିଲାଙ୍କ ସ୍ଵାସ୍ଥ ଅବସ୍ତା ଏହି ସମୟରେ ଭଲ ରହିବ । ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହୋଇବେ ।

ଘରେ କିମ୍ବା ପଡୋଶୀ ସହିତ ଲାଗି ରହୁଥିବା କଳହ ଦୂର ହୋଇବ । ଧନ ପ୍ରାପ୍ତିର ଭଲ ଭଲ ଅବସର ପ୍ରାପ୍ତ ହୋଇବ । ଆମେ ଆଲୋଚ୍ୟ କରୁଥିବା ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ତୁଳା ରାଶି, କୁମ୍ଭ ରାଶି, ସିଂହ ରାଶି ଓ କନ୍ୟା ରାଶି । ଏହି ରାଶି ମାନଙ୍କ ଜୀବନରେ ସୁଖ ଓ ଶୌହାର୍ଦ୍ଧ୍ୟର ସୂର୍ଯ୍ୟ ଦୀପାବଳୀ ଦିନ ଠାରୁ ଉଦୟ ହେବା ପାଇଁ ଯାଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *