ବନ୍ଧୁଗଣ, ପବିତ୍ର ଦୀପାବଳୀ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭେଛା ଏବଂ ଶୁଭକାମନା । ଏହି ଦୀପାବଳୀ ପର୍ବ ରେ କେତେକ ଲୋକେ ନିଜ ପ୍ରିୟଜନ ମାନଙ୍କୁ ଉପହାର ଦେଇଥାନ୍ତି । କେତେକ ଜିନିଷ ଏଭଳି ଆଚ ଯାହା ଅନ୍ୟକୁ ଦେବା ଦ୍ଵାରା ତାହାକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ । କିନ୍ତୁ ଏଥି ମଧ୍ୟରୁ କିଛି ଜିନିଷ ଏଭଳି ଅଛି ଯାହାକୁ ଦୀପାବଳୀ ଦିନ ଅନ୍ୟ ମାନଙ୍କୁ ଦେବା ଭଲ ନୁହେଁ । ଏହାକୁ ଅଶୁଭ ମାନାଯାଇଥାଏ । ଆସନ୍ତୁ ଜାଣିବା ସେହି ଜିନିଷ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
୧;- ଷ୍ଟିଲ ଅଥବା ଲୁହା ର ଧାତୁ ଅଥବା ବସ୍ତୁ ଦୀପାବଳୀ ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।
୨;- ଦୀପାବଳୀ ଦିନ କେତେକ ଲୋକେ ପ୍ରିୟଜନ ମାନଙ୍କୁ କପଡା ଉପହାର ଦେଇଥାନ୍ତି । କିନ୍ତୁ କପଡା ଦେବା ସମୟରେ ଏହି କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ଯେ କପଡା ଜେଭଳି ଶିଲ୍କ ହୋଇ ନଥିବ । ଏହା ଅଶୁଭ ହୋଇଥାଏ ।
୩;- ଗଣେଶ ଭଗବାନ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କାହାକୁ ଉପହାର ସାଦୃଶ୍ୟ ଦୀପାବଳୀ ଦିନ ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି ।
୪;- ଦୀପାବଳୀ ଦିନ ନିଜ ସୁନା ତଥା ରୂପା ର ଗହଣା ଅନ୍ୟ କାହାକୁ ପିନ୍ଧିବା ନିମନ୍ତେ ଦିଅନ୍ତୁ ନାହିଁ । ଯଦି ଆପଣ ଅନ୍ୟକୁ ଦେଇଥାନ୍ତି ତେବେ ଆପଣଙ୍କ ଘରେ ଧନର ଅଭାବ ହୋଇଥାଏ ।
୫;- ଦୀପାବଳୀ ର ୫ ଦିନ ପୂର୍ବ ରୁ ଆପଣ ନିଜ ଘରକୁ ତେଲ କିଣି ନିଅନ୍ତୁ । ଆପଣ ଏହି ତେଲ କୁ କାହାକୁ ଦିଅନ୍ତୁ ନାହିଁ ସେଥିପାଇଁ ଆପଣ ଏହି ତେଲ କୁ ଆଗରୁ କିଣି ନିଜ ଘରେ ରଖି ନିଅନ୍ତୁ ।
୬;- ଦୀପାବଳୀ ଦିନ ରୁମାଲ କୁ ଆଉ କାହାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ, ଏହା ଦ୍ଵାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ।
୭;- ଦୀପାବଳୀ ଦିନ କଳା ବସ୍ତ୍ର କାହାକୁ ଭେଟ ସ୍ୱରୂପ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଆପଣ ଏହିସବୁ ଭୁଲ ଦୀପାବଳୀ ଦିନ ଆଦୌ କରନ୍ତୁ ନାହିଁ ନଚେତ ବହୁତ ବଡ ବିପଦ ଆସିପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।