ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚାଣକ୍ୟ ନୀତିରେ ଚାଣକ୍ୟଙ୍କ ରଚିତ ଏପରି କେତେକ ମହତ୍ଵପୂର୍ଣ୍ଣ କଥା ରହିଛି । ଯାହାକୁ ବ୍ୟକ୍ତି ଜାଣିବା ପରେ ଯଦି ସେହି ସବୁ ନୀତି ନିୟମ ମାନି ଚଳିଥାଏ । ତେବେ ସେହି ବ୍ୟକ୍ତି ବିଶେଷ ଦୁନିଆରେ ଏକ ସଫଳ ବ୍ୟକ୍ତିତ୍ବ ରୂପେ ପରିଗଣିତ ହୋଇଥାଏ । ନାରୀ ମାନଙ୍କ ଅଙ୍ଗକୁ ନେଇ ଶାସ୍ତ୍ରରେ ବହୁତ କିଛି ବର୍ଣ୍ଣନା କରାଯାଇଛି । ନାରୀର ପ୍ରତ୍ଯେକଟି ଅଙ୍ଗରେ କିଛି ନା କିଛି ରହସ୍ୟ ଲୁଚି ରହିଥାଏ ।
ଯେଉଁ ପୁରୁଷ ମହିଳାଙ୍କର ର ଏପରି ଏକ ଶୁଭ ଅଙ୍ଗକୁ ଜିଭ ଦ୍ଵାରା ସ୍ପର୍ଶ କରି ଚାଟିଥାଏ । ସେହି ପୁରୁଷ ବହୁତ ଜଲ୍ଦି ନିଜ ଜୀବନରେ ସଫଳତା ପାଇପାରେ। ଏହା ସମସ୍ତେ ଜାଣିଥାନ୍ତି ପ୍ରତ୍ଯେକଟି ପୁରୁଷ ମହିଳାଙ୍କ ପ୍ରତି ତାଙ୍କ ରୂପ ଓ ସୁନ୍ଦରତା ଦେଖି ଆକର୍ଷିତ ହୋଇଯାଇଥାନ୍ତି । ପୁରୁଷ ମାନେ ନିଜ ଜୀବନସାଥି ତଥା ନିଜ ସ୍ତ୍ରୀକୁ ବହୁତ ଅଧିକ ଭଲ ପାଇଥାନ୍ତି ।
ଏହା ସହିତ ଶାରୀରିକ ଭାବେ ମଧ୍ୟ ଦମ୍ପତିଙ୍କର ମିଳନ ହୋଇଥାଏ । ତେଣୁ ପୁରୁଷ ନିଜର ସ୍ତ୍ରୀର ଶରୀରର କୌଣସି ଅଙ୍ଗକୁ ମଧ୍ୟ ସ୍ପର୍ଶ କରିପାରିବ । ଯଦି ଏକ ପୁରୁଷ ନିଜ ସ୍ତ୍ରୀ’ ର କାନର ପଛ ଭାଗ ଅଂଶକୁ ନିଜ ଜିଭ ଲଗାଇ ଚାଟିଥାନ୍ତି ବା ନିଜ ମୁହଁ ଦ୍ଵାରା ତାଙ୍କର କାନର ପଛ ଭାଗକୁ ଛୁଇଁଥାନ୍ତି ।
ତେବେ ସେହି ପୁରୁଷର ଭାଗ୍ୟର ବନ୍ଦ ଥିବା ତାଲା ଖୋଲିଯାଇଥାଏ । କାରଣ ମହିଳାଙ୍କର ପ୍ରତ୍ଯେକଟି ଅଙ୍ଗ ଶୁଭ ହୋଇଥାଏ । କାରଣ ସେମାନେ ମା ଲକ୍ଷ୍ମୀଙ୍କର ଅଂଶ ହୋଇଥାନ୍ତି । ମହିଳାର କାନର ପଛ ଭାଗରେ ମା ଲକ୍ଷ୍ମୀଙ୍କର ଅସୀମ କୃପା ରହିଥାଏ । ତେଣୁ ମହିଳାଙ୍କର ସବୁ ଅଙ୍ଗ ଠାରୁ କାନର ପଛ ଅଙ୍ଗକୁ ଶୁଭତାର ଚିହ୍ନ ବୋଲି କୁହାଯାଇଥାଏ ।
ଯେଉଁ ପୁରୁଷ ମହିଳାର ସେହି ଅଂଶକୁ ନିଜ ଜିଭ ଦ୍ଵାରା ଛୁଇଁଥାଏ । ତେବେ ବ୍ୟକ୍ତି ନିଜ ଜୀବନରୁ ସବୁ ଅସୁବିଧା ଓ ବାଧା ବିଘ୍ନ ଦୂର କରି କାମ୍ଯାବୀର ଶିଡିରେ ଚଢିଥାଏ । ବହୁତ ଶୀଘ୍ର ଉନ୍ନତିର ଶୀର୍ଷରେ ପହଞ୍ଚିଥାଏ । ସେହି ବ୍ୟକ୍ତିର ଆର୍ଥିକ ଅବସ୍ତାରେ ଅନେକ ଉନ୍ନତି ଆସିବା ସହ ଧନର ଅଭାବ ରହିନଥାଏ ।
ଏହା ସହିତ ସବୁଠାରୁ ବଡ କଥା ଏହିଠାରେ ହେଉଛି ଏହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ବୈବାହିକ ସମ୍ପର୍କ ଅଧିକ ମଜଭୁତ ହୋଇଥାଏ । ତେବେ ଏହି ଉପାୟକୁ ପୁରୁଷ ମାନେ ନିହାତି ଭାବେ କରିବା ଉଚିତ । ଏହା ସହିତ ଦମ୍ପତି ମାନଙ୍କ ମଧ୍ୟରେ ପ୍ରେମ ଅଧିକରୁ ଅଧିକ ବଢିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ