ବାସ ନଡିଆ ତେଲରେ ଏହାକୁ ମିଶେଇ ଲଗେଇ ଦିଅନ୍ତୁ, ଧଳା ବାଳ ପାଇଁ ଅମୃତ ! କୌଣସି ବି ବୟସରେ କେତେ ଧଳା ବାଳ ହେଉନା କାହିଁକି କଳା କରିଦେବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ସୁନ୍ଦର ରଖିବାକୁ କିଏ ଅବା ଚାହିଁନଥାଏ । କାରଣ କେଶ ହେଉଛି ସୁନ୍ଦରତାର ଅନ୍ୟ ଏକ ବିଶେଷତ୍ଵ । ସେଥିପାଇଁ ସମସ୍ତେ ନିଜର କେଶକୁ କଳା, ଘନ, ଲମ୍ବା ଓ ସୁନ୍ଦର ବନେଇବାକୁ ଚାହିଁଥାନ୍ତି । ଯେଉଁ ମାନେ ନିଜର କେଶ ଜନିତ ସମସ୍ଯା ପାଇଁ ଚିନ୍ତିନ୍ତ ରହୁଛନ୍ତି । ସେମାନେ ଏହି ଉପାୟକୁ ପ୍ରସ୍ତୁତ କରି କେଶରେ ପ୍ରୟୋଗ କରନ୍ତୁ । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ନଡିଆ ତେଲ, ଆଲୋଭେରା ଓ ଅଁଳାର ଆବଶ୍ୟକତା ପଡିବ ।

ଆଲୋଭେରାକୁ ଛୋଟ ଛୋଟ ଖଣ୍ଡରେ କାଟି ରଖିବେ । ଏହା ସହିତ ଅଁଳାକୁ ମଧ୍ୟ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଆଲୋଭେରା ପ୍ରକୃତିର ଏପରି ଏକ ବରଦାନ । ଯେଉଁଥିରେ ଥିବା ପୋଷକ ତତ୍ଵ ଆମ କେଶ, ଚେହେରା ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । ଆଲୋଭେରାରେ ଥିବା ପୋଷକ ତତ୍ଵ କେଶ ଝାଡିବାକୁ କମାଇବା ସହିତ କେଶକୁ ଘନ ଓ ସୁନ୍ଦର କରିଥାଏ ।

ଅଁଳାରେ ମଧ୍ୟ ବହୁ ଉପକାରୀ ଗୁଣ ରହିଅଛି । ଅଁଳାରେ ମଧ୍ୟ ଏପରି ଉପାଦାନ ରହିଅଛି । ଯାହା ଶରୀର ବହୁ ବିଦ୍ଧ ଉପକାର କରିଥାଏ । ଆପଣ ପ୍ରଥମେ ଗ୍ଯାସରେ ଏକ ଲୁହା କଢେଇ ବସାନ୍ତୁ । ତାପରେ ତାପରେ ସେଥିରେ ଆପଣ ସେହି ଅନୁସାରେ ୫୦ ଗ୍ରାମର ନଡିଆ ତେଲକୁ କଢେଇରେ ଢାଳନ୍ତୁ । ଲୁହା କଢେଇ ବ୍ଯତୀତ କୌଣସି କଢେଇର ବ୍ୟବହାର କରିପାରିବେ କିନ୍ତୁ କଢେଇର ତଳ ଭାଗ ମୋଟା ରହିବା ଆବଶ୍ୟକ ହୋଇଥାଏ ।

ତାପରେ ନଡିଆ ତେଲରେ ୨୫ ଗ୍ରାମର ବାଦାମ ତେଲ ଢାଳନ୍ତୁ । ତାପରେ ସେଥିରେ କାଟି ରଖିବା ଦ୍ଵାରା ଅଁଳାକୁ ପକାନ୍ତୁ । ତାପରେ କାଟି ରଖିଥିବା ଆଲୋଭେରାକୁ ମଧ୍ୟ ସେଥିରେ ଆଡ୍ କରନ୍ତୁ । ଗ୍ଯାସକୁ ଧିମା ଆଞ୍ଚରେ ରଖି ରେମିଡି ପ୍ରସ୍ତୁତ କରନ୍ତୁ । ବହୁତ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ । ଯେ ତେଲକୁ ରୋଷେଇ କରି ଲଗାଇବା ଦ୍ଵାରା ଚୁଟି ପାଚିଜାଇଥାଏ । ତେବେ ସେମିତି କିଛି ମଧ୍ୟ ହୋଇନଥାଏ । ଯେକୌଣସି ଆୟୁରଭେଦିକ ତେଲ ପ୍ରସ୍ତୁତ କରାଯାଇଥାଏ । ତାହାକୁ ଏପରି ଗରମ କରିକି ହିଁ ଲଗାଯାଇଥାଏ ।

ଯେତେବେଳେ ୧୫ ରୁ ୨୦ ମିନିଟ ସମୟ ହୋଇ ତେଲ ଗରମ ହୋଇ ତେଲର ରଙ୍ଗ ପରିବର୍ତ୍ତନ ହେବାର ଲକ୍ଷ କରିବେ । ତାପରେ ଗ୍ଯାସକୁ ବନ୍ଦ କରିଦେବେ । ସପ୍ତାହକୁ ୨ ରୁ ୩ ଥର ଏହି ତେଲକୁ ନିଜେ କେଶରେ ପ୍ରୟୋଗ କରନ୍ତୁ । ରାତିରେ ଲଗାଇ ସକାଳେ କେଶ ସାମ୍ପୁ କରିପାରିବେ । ନଚେତ ସକାଳେ ଚୁଟି ସଫା କରିବାର ୧ ରୁ ୨ ଘଣ୍ଟା ପୂର୍ବରୁ ଲଗାଇ ତାପରେ କେଶ ସଫା କରିପାରିବେ ।

ଏହି ରେମିଡିର କିଛି ଦିନ ଭିତରେ ହିଁ ଏହାର ବହୁତ ଭଲ ପ୍ରଭାବ କେଶରେ ପଡିବାର ଜାଣିପାରିବେ । କେଶ ଆଗ ଅପେକ୍ଷା କଳା, ଘନ ଓ ସୁନ୍ଦର ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *