ଡାଇବେଟିସ ରୋଗୀ ଭୁଲ ରେ ବି ଏହାକୁ ଖାଆନ୍ତୁ ନାହିଁ, ଦେଖନ୍ତୁ ଡାଃ.ଙ୍କ ପରାମର୍ଶ

ନମସ୍କାର ବନ୍ଧୁଗଣ , ଡାଇବେଟିସ ଥିବା ବ୍ୟକ୍ତିମାନଙ୍କୁ ଫଳ ଖାଇବାକୁ ବାରଣ କରାଯାଇଥାଏ । କାରଣ ଫଳ ରେ ଚିନି ର ମାତ୍ରା ଅଧିକ ରହିଥାଏ , ଯାହାକୁ ଖାଇବା ଦ୍ଵାରା ଆମ ଡାଇବେଟିସ ବଢିବାର ସମ୍ଭାବନା ରହିଥାଏ । ତେଣୁ ଡାଇବେଟିସ ଥିବା ବ୍ୟକ୍ତିକୁ ଫଳ ଖାଇବାକୁ ମନା କରାଯାଇଥାଏ । କିନ୍ତୁ ଡାକ୍ତର ସାଲିମ ଜାଇଦି କଥା ଅନୁସାରେ ଆମକୁ ଫଳ ସଂପୂର୍ଣ୍ଣ ବନ୍ଦ କରି ।

ପ୍ରଥମେ ଆମ କୁ ଏହାକୁ ଜାଣିବାକୁ ହୋଇଥାଏ ଯେ ଡାଇବେଟିସ ରୋଗୀ କୁ କେଉଁ ଫଳ ଖାଇବା ଉଚିତ୍ ଏବଂ କେଉଁ ଫଳ କୁ ଖାଇବା ଅନୁଚିତ୍ । ଆମେ ଯଦି ଏହାକୁ ଜାଣିଥିବା ତେବେ ସେହି ଫଳ ଗୁଡକୁ ସେବନ କରିପାରିବା । ଆସନ୍ତୁ ଜାଣିବା ଫଳ ଖାଇବା ଉଚିତ୍ ହୋଇନଥାଏ ବୋଲି । କିନ୍ତୁ ଏହାର ମାତ୍ରା କୁ ଦେଖି ଖାଇବା ଉଚିତ୍ ହୋଇଥାଏ । 1- ହେଉଛି କଦଳୀ ଏହାକୁ ଖାଇବା ଉଚିତ୍ ମାତ୍ର ଏହାକୁ ସବୁ ଦିନ ଖାଇବା ଠିକ ହୋଇନଥାଏ ।

କାରଣ କଦଳୀ ଯେତେ ପାଚିଥାଏ ସେତେ ଅଧିକ ମିଠା ହୋଇଥାଏ ଯାହାକୁ ଖାଇବା ଆମ ପାଇଁ ଉଚିତ୍ ହୋଇନଥାଏ । ବେଶୀ ପାଚିନଥିବା କଦଳୀ କୁ ଖାଇପାରିବେ ମାତ୍ର ଗୋଟାଏ ଖାଇବା ଉଚିତ୍ । 2- ଆମ୍ବ ଅନେକ ଭାବିଥାନ୍ତି ଯେ ଏହାକୁ ଖାଇବା ଅନୁଚିତ୍ ହୋଇଥାଏ । କିନ୍ତୁ ଏହାକୁ ଖାଇପାରିବେ ମାତ୍ର 100gm ଅଧିକ ଆମ୍ବ ଖାଇପାରିବେ ନାହିଁ । ତେଣୁ ଗୋଟାଏ ମାତ୍ର ଆମ୍ବ ଖାଇପାରିବେ ।

3- ଅଙ୍ଗୁର କୁ ଡାଇବେଟିସ ଥିବା ବ୍ୟକ୍ତି କଦାପି ଖାଇବେ ନାହିଁ । କାରଣ ଏଥିରେ ଅଧିକ ଫାଇବାର ରହିଥାଏ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଡାଇବେଟିସ ବଢିଥାଏ । 4- ପଣସ କୁ ଡାଇବେଟିସ ରୋଗୀ କେବେ ବି ଖାଇବେ ନାହିଁ । କାରଣ ଏଥିରେ ଚିନି ଅଧିକ ପରିମାଣ ରେ ରହିଥାଏ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଡାଇବେଟିସ ବଢିଥାଏ ।  ଆସନ୍ତୁ ଜାଣିବା ଡାଇବେଟିସ ରୋଗୀ କେଉଁ ଫଳ କୁ ଖାଇପାରିବେ ।

ଆପଣ ଯେକୋଣସି ଫଳ କୁ ଖାଉଥିବ ସମୟରେ ସବୁ ଫଳ କୁ ଗୋଟାଏ ଥର ରେ ଖାଇବେ ନାହିଁ । ଗୋଟେ ସମୟ ରେ ଗୋଟାଏ ଫଳ କୁ ଖାଇବେ ।   ଯଦି ଆପଣ ଚାହୁଛନ୍ତି କି ଫଳ ର ଚିନି ଅଂଶ ଆପଣଙ୍କ ଶରୀରରେ କମ୍ ରହୁ ବୋଲି ତେବେ ଫଳ ସହିତ  ହାଇ ପ୍ରୋଟିନ ଜିନିଷ ଯଥା ପନିର , ବାଦାମ କୁ ମିଶେଇ ଏହାକୁ ଖାଇ ପାରିବେ । ଦ୍ଵିତୀୟ ହେଉଛି କିୱି ଏହା ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଚିନି ବୃଦ୍ଧି ହୋଇନଥାଏ ।

ଏହା ଡାଇବେଟିସ ରୋଗୀ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ତୃତୀୟ ହେଉଛି ଅମୃତଭଣ୍ଡା ଏହା ଡାଇବେଟିସ ରୋଗୀ ପାଇଁ ଉତ୍ତମ ହୋଇଥାଏ । ଚର୍ତୁର୍ଥ ହେଉଛି ସେଓ ଏହା ମଧ୍ୟ ଡାଇବେଟିସ ରୋଗୀ ଖାଇପାରିବେ । କମଳା କୁ ମଧ୍ୟ ଆପଣ ଖାଇପାରିବେ । ଏହି ସବୁ କୁ ଆପଣ ଖାଇପାରିବେ ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *