ଚରିତ୍ରହୀନ ମହିଳାଙ୍କୁ ଚିହ୍ନିବେ କିପରି ? ଯେଉଁ ମହିଳା ଏହି 4ଟି କଥାକୁ ଖୁସିରେ ସହନ କରିନିଏ, ସେ ମହିଳା ଚରିତ୍ରହୀନ ବୋଲି ଜଣାପଡିଯାଏ…

ନମସ୍କାର ବନ୍ଧୁଗଣ, ଗୋଟିଏ ସ୍ତ୍ରୀ ଚରିତ୍ରହୀନ କି ନାହିଁ ଏହା ତାହାର ରଙ୍ଗ ଢଙ୍ଗ  ଆମକୁ ସୂଚନା ଦେଇଥାଏ । ସ୍ତ୍ରୀ ମନର ଭାଷାକୁ ପଢିବା ପାଇଁ ସ୍ଵାମୀମାନଙ୍କୁ ଟିକିଏ ବି ସମୟ ଲାଗିବ ନାହିଁ କାରଣ ସାଧାରଣ ଭାବରେ ଯେଉଁ ସ୍ତ୍ରୀର ଚରିତ୍ର ଖରାପ ଥାଏ ତାଙ୍କ ଠାରେ 4 ଗୁଣ ନିହାତି ଭାବରେ ଥାଏ ଯାହାକୁ କେବେଳ ଆପଣ ଚିହ୍ନିବା ବାକି ଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଚରିତ୍ରହୀନ ସ୍ତ୍ରୀର ଚାରୋଟି ଲକ୍ଷଣ ସମ୍ପର୍କରେ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଜଣେ ସ୍ଵାମୀ ସ୍ତ୍ରୀ ଜଙ୍ଗଲ ଭିତରକୁ ଯାଇଥିଲେ ବୁଲିବା ପାଇଁ ସେହି ରାସ୍ତାରେ ଜଣେ ସାଧୁ ତାଙ୍କୁ ସହର୍ଜ୍ୟ ମାଗିଲେ କହିଲେ ରାତି ହେଲାଣି ମୁଁ କଣ ତୁମ ଘରେ ରହିପାରିବି ଉଭୟ କହିଲେ ହଁ । ଆଉ ସାଧୁଙ୍କୁ ସାଙ୍ଗରେ ନେଇ ଉଭୟ ସ୍ଵାମୀ ସ୍ତ୍ରୀ ଘରକୁ ଆସିଲେ । ଏହାପରେ ସ୍ଵାମୀ ସ୍ତ୍ରୀକୁ କହିଲା ମୁଁ ଯାଉଛି ଆର ଗ୍ରାମରୁ ମଦିରା ପିଇକି ଆସିବି ସ୍ତ୍ରୀ କହିଲା ହଁ ଯାଅ ।

ଆପଣ ଟିକିଏ ଭାବନ୍ତୁ ଏହିଠାରେ ପ୍ରକୃତ ସ୍ଵାମୀକୁ ଭଲ ପାଉଥିବା ପତିବ୍ରତା ସ୍ତ୍ରୀ କଣ ଏମିତି ସ୍ଵାମୀକୁ ନିଶା ସେବନ ପାଇଁ ଅନୁମତି ଦେଇଥାଏ ତେଣୁ ଏହା ଚରିତ୍ରହୀନ ହେବାର ପ୍ରଥମ ଲକ୍ଷଣ ଅଟେ । ସ୍ଵାମୀ ଘରୁ ବାହାରିଯିବା ପରେ ସ୍ତ୍ରୀ ଷୋଳ ଶିଂଗାର କରି ବାହାରି ପଡିଲା ନିଜ ପ୍ରେମୀକୁ ଦେଖା କରିବାକୁ ହେଲେ ବାଟରେ ଭେଟିଲା ସ୍ଵାମୀକୁ ଆଉ ତରବର ହୋଇ ଘରକୁ ଚାଲିଆସିଲା ।

ସ୍ଵାମୀ ଆଗରୁ ସ୍ତ୍ରୀର ଚରିତ୍ର ବିଷୟରେ କିଛି ଶୁଣିଥିଲା କିନ୍ତୁ ପ୍ରମାଣ ପାଇ ନଥିଲା ଆଜି ତାହାର ସନ୍ଦେହ ହେଲା ଆଉ ସେ ପଚାରିଲା ଆସି ତା ସ୍ତ୍ରୀକୁ । ସେହି ସମୟରେ ସ୍ତ୍ରୀ ସ୍ଵାମୀ ଉପରେ ଘୋର ଗର୍ଜନ କରି ଆଖିରେ ଆଖି ମିଶାଇ ଚିଲାଇବାକୁ ଲାଗିବା । ଏହା ହେଉଛି ଦିତୀୟ ଲକ୍ଷଣ ଚରିତ୍ରହୀନ ସ୍ତ୍ରୀର । ପ୍ରଥମେ କଥା ଶୁଣୁ ଶୁଣୁ କେହି ସ୍ଵାମୀ ଉପରେ ଚଢିକି କଥାବାର୍ତ୍ତା କରନ୍ତି ନାହିଁ ।

ତୃତୀୟରେ ରାଗରେ ବାରମ୍ବାର ସ୍ଵାମୀର ମରଣ ଆସିଯାଉ ଶୀଘ୍ର ବୋଲି କହିବାକୁ ପଛାନ୍ତିନି । କାରଣ ସେମାନେ ଚହାଁନ୍ତି ସ୍ଵାମୀ ଶୀଘ୍ର ମାରିବା ଦ୍ଵାରା ତାଙ୍କ ରାସଲୀଳା ପାଇଁ ସୁବିଧା ହେବ । ଚତୁର୍ଥରେ ସବୁବେଳେ ଅନ୍ୟ ଏକ ସାଥିର ସାହାରା ନେଇ ନିଜ ସ୍ଵାମୀକୁ ନିଚ୍ଚ ଦେଖାଇବା ପାଇନ ଏବଂ ଫସାଇବା ଚେଷ୍ଟା କରନ୍ତି ।

ଯାହା ଏହି ସ୍ତ୍ରୀ ଜଣଙ୍କ ମଧ୍ୟ କରୁଥିଲା କିନ୍ତୁ ତାଙ୍କ ଘରେ ଥିବା ସାଧୁ ଜଣଙ୍କ ମିଛକୁ ସହ୍ୟ ନକରି ରାଜା ଦରବାରରେ ଏହି କଥାର ମୁକାବିଲା ଚାଲିଥିବା ସମୟରେ ସବୁ ସତ କହିଦେଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *