Astrology: ଏହି 4 ଟି ନାମର ପୁରୁଷ ହୋଇଥାନ୍ତି ବହୁତ ଲକି, ଜନ୍ମରୁ କୋଟିପତି ହେବାର ଭାଗ୍ୟ ନେଇ ଆସିଥାନ୍ତି

ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ରେ ଏହିଭଳି କିଛି ନାମ ବର୍ଣ୍ଣିତ ରହିଅଛି, ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହିତ ସେମାନେ ନିଜ ଜୀବନରେ ଅନେକ ଉନ୍ନତି ମଧ୍ୟ କରିଥାନ୍ତି । ସେମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ନିଜେ ମାଲିକ ହୋଇଥାନ୍ତି । ଆଜି ଆମ୍ଭେ ଜାଣିବା ସେହି ବ୍ୟକ୍ତି ମାନଙ୍କର ନାମ କଣ ଅଟେ ? ୧- C – ଯେଉଁ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବାଣିଜ୍ୟ ବ୍ୟବସାୟ ଅଥବା ସୁନ୍ଦର କାରବାର ବିଷୟରେ ଚିନ୍ତା କରିଥାନ୍ତି । ଏହି ନାମର ବ୍ୟକ୍ତିମାନେ ତରବାରିଆ କାର୍ଯ୍ୟ କୁ ପସନ୍ଦ କରନ୍ତି ନାହିଁ ।

ସାଧାରଣତ ଏମାନେ ଭାବିଛିନ୍ତି ସମସ୍ତ କାର୍ଯ୍ୟ କୁ ପରଖି କରିଥାନ୍ତି । ଏହା ସହିତ ଏମାନେ କାହା ଅଧୀନରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ସାମାନ୍ୟ କଥା କୁ କାହାର ଶଯ୍ୟ କରି ପାରନ୍ତି ନାହିଁ ।

୨- H – ଏହିଭଳି ବ୍ୟକ୍ତି ମାନେ କୌଣସି ଏକ କାରବାର ନିମନ୍ତେ ଉତ୍ତମ ରୋଜଗାର ର ଚିନ୍ତା କରିଥାନ୍ତି । ପ୍ରଚୁର ଟଙ୍କା ପଇସା ମଧ୍ୟ ରୋଜଗାର ନିମନ୍ତେ ଇଛାଶକ୍ତି ରଖିଥାନ୍ତି । ଅନେକ ଟଙ୍କା ପଇସାର ସ୍ଵପ୍ନ ଦେଖିଥାନ୍ତି । ଏମାନେ ନିଜ ବ୍ୟବସାୟ ତଥା କଳକାରଖାନା ନାମରେ ପ୍ରସିଦ୍ଧି ଲାଭ କରିଥାନ୍ତି । ଏମାନେ ନିଯେ ମାଲିକ ହୋଇ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି । ଏମାନଙ୍କର ଏହି ଗୁଣ ଅଥବା ଅଭ୍ୟାସ ଏମାନଙ୍କୁ ଉନ୍ନତି ର ଶୀର୍ଷରେ ପହଞ୍ଚାଇ ଥାଏ । ଏହି ନାମର ବ୍ୟକ୍ତି ମାନେ ନିଜର କାମ କୁ ସର୍ବ ପ୍ରଥମେ ସାରିବାକୁ ପସନ୍ଦ କରିଥାନ୍ତି । କିପରି ଅନେକ ଲାଭ ତଥା ଅନେକ ଉନ୍ନତି ହୋଇ ପାରିବ ଏମାନେ ସର୍ବଦା ଚେଷ୍ଟା କରିଥାନ୍ତି ।

୩- M – ଯେଉଁ ଲୋକ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ତଥା ଚତୁର ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ କୁ ସାମାନ୍ୟ ଭାବରେ କରନ୍ତି ନାହିଁ । ଅଥବା କୌଣସି କାର୍ଯ୍ୟ କରିବା ପୂର୍ବ ରୁ ଏମାନେ ସୁଚାରୁ ରୂପେ ଭାବି କରିଥାନ୍ତି । ଏମାନେ ଅତ୍ୟନ୍ତ ସାହସୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜ କାରବାର ନିଜେ କରିଥାନ୍ତି ।

୪- S – ଯେଉଁ ବ୍ୟକ୍ତି ମାନଙ୍କର ପ୍ରଥମ ଅକ୍ଷର ଏହା ହୋଇଥାଏ, ଏମାନେ ନିଜ କାମରେ ନିଜେ ମାଲିକ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏମାନେ ଜନ୍ମରୁ ହିଁ ମାଲିକ ହୋଇଥାନ୍ତି । ସାଧାରଣତ ଏମାନେ ନିଜ ଚେଷ୍ଟା ରେ ନିଜେ ଆଗକୁ ବଢିଥାନ୍ତି । ଏମାନେ ନିଜର ଏକ ବଡ ବ୍ୟବସାୟ ଆରମ୍ଭ କରିଥାନ୍ତି ।

ଏମାନେ ଜଣେ ସଫଳ ବ୍ୟବସାୟୀ ଅଥବା ଧନବାନ ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ବ୍ୟବସାୟ ସମାଜରେ ଖ୍ୟାତି ଅର୍ଜନ କରିଥାଏ । ଏହିଭଳି ବ୍ୟକ୍ତି ବିଶେଷ ମାନେ ସଫଳ ବ୍ୟବସାୟୀ ରୂପରେ ପରିଚିତ ହୋଇଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *